Pratapur ଗାଁ ରେ ଯେବେ ହଟାତ କୂଅ ଭିତରୁ ବାହାରିଲା ଇଚ୍ଛାଧାରୀ ନାଗୁଣୀ ଆଉ କରିଲା ଏପରି କାମ,ସାରା ଗାଁ ରେ ହେଇଗଲା ହାହାକାର…ଦେଖନ୍ତୁ Video

Spread the love

ତେବେ ଏହି ଦୁନିଆରେ ନାଗ ଓ ନାଗୁଣୀଙ୍କ ସହିତ ଜଡିତ ଅନେକ କଥା ରହିଛି।ତେବେ କେହି କେହି ଏହାକୁ ବିଶ୍ୱାସ କରନ୍ତି ଆଉ କେହି କେହି ଏହାକୁ ବିଶ୍ୱାସ କରନ୍ତି ନାହିଁ।ତେବେ ଆମେ ବର୍ତ୍ତମାନ ଏପରି କିଛି ଘଟଣା ସମ୍ପର୍କରେ ଆଲୋଚନା କରିବା ଯାହାକୁ ଶୁଣିବା ପରେ ଆପଣ ସହଜରେ ବିଶ୍ୱାସ କରି ପାରିବେ ନାହିଁ।ଏହା ସହିତ ଆପଣ ଏହାକୁ ସୁନିବା ପରେ ନିଶ୍ଚୟ ଭାବରେ ଆଶ୍ଚର୍ଯ୍ୟ ପ୍ରକାଶ କରିବେ।

ତେବେ ଏହି ଘଟଣା ହେଉଛି ବିହାରର ପ୍ରତାପପୂର ନାମକ ଏକ ଗ୍ରାମର।ତେବେ ଏହି ଗ୍ରାମରେ ଅନେକ ଲୋକ ରହି ଥାଆନ୍ତି।ସେମାନଙ୍କ ମଧ୍ୟରେ ଜଣେ ଯୁବକର ନାମ ହେଉଛି କପିଲ।ତେବେ ସେ ସେଠାରେ ଚାଷ କାର୍ଯ୍ୟ କରି ନିଜର ପେଟ ପୋଷିଥାଏ।ତେବେ ସେ ପିଲା ବେଳୁ ନାଗ ଓ ନାଗୁଣୀ ସମ୍ପର୍କରେ ଅନେକ କଥା ଶୁଣି ଥାଆନ୍ତି।

ସେ ପିଲାବେଳୁ ନାଗୁଣୀଙ୍କୁ ଦେଖିବା ପାଇଁ ଇଚ୍ଛା ପ୍ରକାଶ କରୁ ଥାଆନ୍ତି।ସେ କିନ୍ତୁ କେବେ ମଧ୍ୟ ତାଙ୍କୁ ଦେଖି ପାରି ନ ଥିଲେ।ଥରେ ତାଙ୍କର ଚାଷ କାର୍ଯ୍ୟରେ ଅନେକ କ୍ଷତି ହୋଇ ଗଲା।ଯାହା ପରେ ସେ ବୁଝି ପାରୁ ନଥିଲେ କି ସେ କଣ କରିବେ।ତେବେ ଏହିପରି ଭାବରେ ସମୟ ଗଡି ଚାଲିଲା।ସେ ତାଙ୍କର ଗ୍ରାମରେ ଥିବା ଏକ ପୋଖରୀ ନିକଟରେ ଯାଇ କିଛି ସମୟ ବସି ପଡ଼ିଲେ।

ତେବେ ସେଠାରେ ଅନେକ ସମୟ ବସିବା ପରେ ସେ ନିଜର ଚାଷ କଥା ଚିନ୍ତା କରୁଥିଲେ।ଅଚାନକ ଭାବରେ ସେହି ପୋଖରୀରେ ପାଇଁ ହଲିବା ଆରମ୍ଭ ହୋଇ ଯାଇଥିଲା।ତେବେ ଏହା କଣ ପାଇଁ ହେଉଛି ସେ ଜାଣି ପାରି ନଥିଲେ।ଏହା ଦେଖିବା ପରେ ସେ ପ୍ରଥମେ କିଛି ବୁଝି ପାରିଲେ ନାହିଁ।

ଏହା ପରେ ସେ ଦେଖିଲେ ଏକ ଅଧା ସାପ ଓ ଏକ ଅଧା ମନୁଷ୍ୟ ସେହି ପୋଖରୀ ମଧ୍ୟରୁ ବାହାରି ତାଙ୍କ ଆଡ଼କୁ ଆସୁଛି।ଏହା ଦେଖିବା ପରେ ସେ ନିଜର ଆଖିକୁ ପ୍ରଥମେ ବିଶ୍ୱାସ କରି ପାରିଲେ ନାହିଁ।ଏହା ସହିତ ଏହା ପରେ ସେ ଦେଖିଲେ କି ସେହି ଇଚ୍ଛା ଧାରୀ ନାଗୁଣୀ ପୁଣି ପୋଖରୀ ମଧ୍ୟକୁ ଚାଲିଗଲେ।

ଏହା ଦେଖିବା ପରେ ସେ ସ୍ତବ୍ଧ ହୋଇ ଯାଇଥିଲେ।ତେବେ ଏହା ଦେଖିବା ପରେ ସେ ଏହାକୁ ପ୍ରଥମେ ବିଶ୍ୱାସ କରି ପାରିଲେ ନାହିଁ।ତେବେ ତାଙ୍କର ଅନେକ ଦିନର ଇଚ୍ଛା ଯାହା ଥିଲା ତାହା ପୁରଣ ହୋଇ ଯାଇଥିଲା।ତେବେ ଏହା ସମ୍ପର୍କରେ ସେ ତୁରନ୍ତ ଯାଇ ଗ୍ରାମ ବାସି ମାନଙ୍କୁ କହିଥିଲେ।ତେବେ ତାଙ୍କର କଥାକୁ ସମସ୍ତେ ମଜାରେ ଉଡ଼ାଇ ଦେଇଥିଲେ।

କେହି ତାଙ୍କର କଥାକୁ ବିଶ୍ବାସ କରି ନଥିଲେ।କିନ୍ତୁ ତାଙ୍କ ସହିତ ଏପରି ବାସ୍ତବରେ ହୋଇ ଥିଲା।ଏହା ସହିତ ସେ ଭଲ ଭାବରେ ଜାଣି ଥିଲେ କି ଆଜି ମଧ୍ୟ ଏହି ସଂସାରରେ ଏପରି ଇଚ୍ଛାଧାରୀ ନାଗ ଓ ନାଗୁଣୀ ରହିଛନ୍ତି।

Leave a Reply

Your email address will not be published. Required fields are marked *