ଯଦି ଆପଣଙ୍କ ପିଲା ଖେଳକୁଦରେ ସାମିଲ ହେଉନଥିବ ଓ ପାର୍କରେ ଥିବା ଖେଳନାରେ ଖେଳିବାକୁ ପସନ୍ଦ କରୁନଥିବ ବା ଡରୁଥିବ Gravitational Insecurity ତେବେ କଣ କରିବା ନିହାତି ଦରକାର…

Spread the love

ସାଧାରଣ ଭାବରେ ଆଜିକାଲି ଅନେକ ପ୍ରକାରର ରୋଗ ଆସି ସାରିଲାଣି।ଏହା ସହିତ ଅନେକ ରୋଗ ଏପରି ମଧ୍ୟ ରହିଛି ଯାହାକୁ ଜାଣିବା ମଧ୍ୟ ଅସମ୍ଭବ ହୋଇ ପଡ଼ୁଛି।ତେବେ ଆମେ ବର୍ତ୍ତମାନ ସେହିପରି ଏକ ରୋଗ ସମ୍ପର୍କରେ ଆଲୋଚନା କରିବା।ଏହା ସହିତ ଏହି ରୋଗ ସାଧାରଣ ଭାବରେ ଛୋଟ ପିଲା ମାନଙ୍କ ଶରୀରରେ ଦେଖା ଯାଇଥାଏ।ଏହା ସହିତ ଏହି ରୋଗର ନାମ ହେଉଛି ଗ୍ରାଭିଟେସନାଲ ଇନସିକ୍ୟୁରିଟୀ ରୋଗ ତେବେ ଏହା ସାଧାରଣ ଭାବରେ ପୃଥିବୀର ମାଧ୍ୟାକର୍ଷଣ ବଳ ସହିତ ଜଡ଼ିତ ହୋଇ ରହିଥାଏ।

ଏହା ସହିତ ଏହି ରୋଗ ସମ୍ପର୍କରେ ଆମେ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବରେ ଆଲୋଚନା କରିବା।ତେବେ ଏହି ରୋଗ ହେବା ଫଳରେ ସାଧାରଣ ଭାବରେ ସେହି ପିଲା ଉପରକୁ ଡେଇଁବା ପାଇଁ ଭୟ କରିଥାଏ।ଏହା ସହିତ ଏହି ଘଟଣା ସହିତ ଜଡ଼ିତ କୌଣସି ମଧ୍ୟ କାର୍ଯ୍ୟ କରିବା ପାଇଁ ଭୟ କରିଥାଏ।

ତେବେ ଖେଳିବା ସମୟରେ ମଧ୍ୟ ସେହି ପିଲା ଏପରି ଅନୁଭବ କରୁଥାଏ ସେ ହୁଏତ ପଡ଼ିଯିବ।ଏହିପରି ଭାବରେ ସବୁ ସମୟରେ ଭୟ ସେହି ପିଲାର ମନରେ ଘୁରି ବୁଲୁଥାଏ।ତେବେ ଏହା ହେବା ଫଳରେ ସାଧାରଣ ଭାବରେ ପିଲା ଅଧିକ ଭାବରେ ଭୟଭୀତ ହେବା ଆରମ୍ଭ କରିଥାଏ।ତେବେ ଆମେ ଏହା ଜାଣୁ କି ଆମର ମସ୍ତିଷ୍କ ଆମକୁ ଆମର କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥାଏ।

ଏହା ସହିତ ଆମକୁ କେଉଁ କାର୍ଯ୍ୟ ପ୍ରତି ବିପଦ ରହିଛି ଏହା ସମ୍ପର୍କରେ ମଧ୍ୟ ସୂଚନା ଦେଇଥାଏ।ତେବେ କିନ୍ତୁ ଏହା ହେବା ଫଳରେ ସାଧାରଣ ଭାବରେ ସେହି ପିଲା ସମସ୍ତ କାର୍ଯ୍ୟକୁ ଡରିବା ଆରମ୍ଭ କରି ଦେଇଥାଏ।ତେବେ ପିଲା ଯେତେବେଳେ ଅଧିକ ଭୟଭୀତ ହୋଇ ଯାଇଥାଏ ଏହା ସେହି ପିଲାର ଶରୀର ପାଇଁ ଅନେକ ଭାବରେ କ୍ଷତିକାରକ ମଧ୍ୟ ହୋଇଥାଏ।

ତେଣୁ ପିଲାର ଶରୀର ଏହି କାରଣ ପାଇଁ ଅନେକ ଭାବରେ ଅସୁସ୍ଥ ହୋଇ ଯାଇଥାଏ।ତେବେ ଏହି ରୋଗର ଚିକିତ୍ସା କରିବା ମଧ୍ୟ ନିହାତି ଭାବରେ ଜରୁରୀ ଅଟେ।ନଚେତ ସେହି ପିଲାର ଶରୀର ଅଧିକ ଖରାପ ହେବାର ସମ୍ଭାବନା ବହୁତ ଅଧିକ ରହିଥାଏ।ତେଣୁ ଏହାର ସଠିକ ଚିକିତ୍ସା କରିବା ଆବଶ୍ୟକ।

ତେବେ ମୁଖ୍ୟ ଭାବରେ ଯଦି ପିଲାର ପାଦ କୌଣସି କାରଣରୁ ଭୂମି ଉପରକୁ ଉଠିଗଲା ତେବେ ସେହି ପିଲା ବହୁତ ଅଧିକ ଭୟଭୀତ ହୋଇ ପଡ଼ିବ।ତେଣୁ ଏହାର ଚିକିତ୍ସା ମଧ୍ୟ ସଠିକ ଭାବରେ କରିବା ନିହାତି ଭାବରେ ଆବଶ୍ୟକ।ନଚେତ ପିଲା ମୁଖ୍ୟ ଭାବରେ ସମସ୍ତ କାର୍ଯ୍ୟ କରିବା ପାଇଁ ଭୟଭୀତ ହେବ।ଅର୍ଥାତ ସେହି ପିଲା ଖେଳିବା ବୁଲିବା କାର୍ଯ୍ୟ କରିବା ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିଦେବ।

ତେଣୁ ଏହାର ସମାଧାନ କରିବା ଆବଶ୍ୟକ।ଯେପରିକି ଯଦି ପିଲା ଏପରି ଅବସ୍ଥାରେ ଥାଏ ତେବେ ସେହି ପିଲାର ଶରୀରର ଚିକିତ୍ସା ଆପଣ ଚାହିଁଲେ କରି ପାରିବେ।ଯେପରିକି ଆପଣ ସେହି ପିଲା ଯେଉଁ ଯେଉଁ କାର୍ଯ୍ୟ କରିବା ପାଇଁ ଡରୁଛି ଏହାକୁ ଧୀରେ ଧିରେ ସେହି ପିଲାକୁ କରାଇବା ପାଇଁ ଚେଷ୍ଟା କରନ୍ତୁ।ଏହା ସହିତ ଚିକିତ୍ସକଙ୍କ ସହିତ ପରାମର୍ଶ କରିବା ଆବଶ୍ୟକ।

Leave a Reply

Your email address will not be published. Required fields are marked *