ପ୍ରେମ Pageli ତପସ୍ୱିନୀ,ପ୍ରେମ ପାଇଁ ହେଉଛନ୍ତି ଡହଳବିକଳ ନ ୟା ପଛରେ ରହିଛି ଆଉ କିଛି ଷଡଯନ୍ତ୍ର,ଏହି କଥା ସବୁ ଜଣ ପଡିବ..ଦେଖନ୍ତୁ Video

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା କିଛି ବିଶେଷ ତଥ୍ୟ ବିଷୟରେ।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ଖବର ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ଆପଣମାନେ ତ ସୁମିତ ଏବଂ ତପସ୍ୱିନୀଙ୍କ କେସ ବିଷୟରେ ନିଶ୍ଚିତ ଭାବରେ ଜାଣିଥିବେ।ବର୍ତ୍ତମାନ ଏହି ଘଟଣା ଅନେକ ସ୍ଥାନରେ ସବୁଠାରୁ ଅଧିକ ଚର୍ଚ୍ଚାର ବିଷୟ ପାଲଟିଛି।

ତେବେ ଏହା ସମ୍ପର୍କରେ କିଛି ନୂତନ ତଥ୍ୟ ସାମ୍ନାକୁ ଆସିଛି।ତାହା ମୁଁ ଆପଣ ମାନଙ୍କୁ କହିବି।ଲଭ ପାଇଁ କୁଛ ଭି କରେଗା ଏହା ଏକ ଡ଼ାଇଲଗ ନୁହେଁ ବରଂ ଏହାକୁ ସତରେ ପ୍ରମାଣିତ କରିଛନ୍ତି ବ୍ରହ୍ମପୁରର ତପସ୍ଵିନି।କହିବାକୁ ଗଲେ ପ୍ରେମ ପାଗେଳି ସାଜିଛନ୍ତି ତପସ୍ଵିନୀ।ନିଜ ପ୍ରେମକୁ ପାଇବା ପାଇଁ ସର୍ବସ୍ବ ତ୍ୟାଗ କରିଦେଇ ସ୍ବାମୀ ଦୁଆରେ ପଡ଼ି ରହିଛନ୍ତି ସେ।

ତାଙ୍କର ଗୋଟିଏ ଜିଦ ସୁମିତ କେବଳ ତପସ୍ଵିନୀର।ଯେତେ କଷ୍ଟ ହେଉ ପଛେ ସ୍ୱାମୀକୁ ନିଜର କରିବା ପାଇଁ ଜିଦରେ ଅଟଳ ଡିମ୍ପଲ।କିଏ କେତେ କଥା କହୁଥିଲେ ମଧ୍ୟ କାହାରି କଥା ଶୁଣୁ ନାହାଁନ୍ତି ତପସ୍ଵିନୀ। ସୁମିତଙ୍କୁ ପାଇବା ପାଇଁ ସଙ୍ଘର୍ଷ କରି ଚାଲିଛନ୍ତି ତପସ୍ଵିନୀ।ପୁରାଣ ଯୁଗରେ ଆମେ ଅନେକ ପ୍ରେମୀ ଯୁଗଳଙ୍କ କଥା ଶୁଣିଛେ

ଯେଉଁମାନେ ତାଙ୍କ ସ୍ବାମୀଙ୍କୁ ପାଇବା ପାଇଁ ଅନେକ ଅନେକ ବର୍ଷ କଠୋର ତପସ୍ୟା କରିଥିଲେ।କିନ୍ତୁ କଳିଯୁଗରେ ମଧ୍ୟ ନିଜ ସ୍ବାମୀଙ୍କୁ ପାଇବା ପାଇଁ କଷ୍ଟ କରି ଚାଲିଛନ୍ତି ତପସ୍ଵିନୀ।ଦିନ ପରେ ଦିନ ଗଡି ଚାଲିଛି।କିନ୍ତୁ ଧର୍ଯ୍ୟହରା ନ ହୋଇ ଅପେକ୍ଷା କରି ବସିଛନ୍ତି ଡିମ୍ପଲ।ପ୍ରଥମେ ଶଶୁର ଘର ସହିତ ଲଢେଇ।ଆଉ ଏବେ ସ୍ବାମୀଙ୍କ ସହ ଲଢେ଼ଇ।

ଏ ଲଢେଇ କେବଳ ଶଶୁର ଘରେ ବୋହୂର ଅଧିକାର ଆଉ ସ୍ବାମୀଙ୍କ ପାଖରେ ସ୍ତ୍ରୀର ଅଧିକାର।ଆଉ ମାତ୍ର ୭ ଦିନ ପରେ ଜାନୁଆରୀ ୪ ତାରିଖ ଦିନ ସ୍ପଷ୍ଟ ହୋଇଯିବ ତପସ୍ଵିନୀଙ୍କ ଭବିଷ୍ୟତ।ଆଗକୁ ଦୌରା ଜଜ କଣ ନିଷ୍ପତି ଶୁଣାଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର।ତେବେ ଆଶା କରୁଛି ଏହି ଆର୍ଟିକିଲ ଆପଣ ମାନଙ୍କୁ କିଛି ବିଶେଷ ତଥ୍ୟ ପ୍ରଦାନ କରିଥିବ।

Leave a Reply

Your email address will not be published. Required fields are marked *