ପୁଣି ଚର୍ଚ୍ଚାରେ ପନିକିଆ ଶିଖଉଥିବା ଝିଅ Priti Sulagna,ଏଥର ୪ କ ପନିକିଆ ଶିଖେଇବା ପାଇଁ ଗାଇଲେ ଗୀତ ଏବେ ଦେଖନ୍ତୁ ଏହି ସୁନ୍ଦର ଭିଡ଼ିଓ ଓ ଶିଖନ୍ତୁ ନୂଆ ପ୍ରକାର

Spread the love

ତେବେ ଆମେ ସମସ୍ତେ କିଛି ଦିନ ହେବ ଚର୍ଚ୍ଚାରେ ଥିବା ଏକ ଝିଅ ପ୍ରୀତି ସୁଲଗ୍ନାଙ୍କୁ ବହୁତ ଭଲ ଭାବରେ ଜାଣି ଥିବା।ଏହି ଝିଅ ଜଣଙ୍କ ନିଜର ଅଭିନୟ ଦ୍ୱାରା ଅନେକ ଲୋକଙ୍କ ପ୍ରିୟ ହେବାରେ ସଫଳ ହୋଇ ପାରିଛନ୍ତି।ତେବେ ସୂଚନା ଅନୁସାରେ ଏହି ଝିଅ ଜଣଙ୍କ ପଣିକିଆ ମାଧ୍ୟମରେ ଅନେକ ଲୋକଙ୍କ ପାଖରେ ନିଜକୁ ପରିଚିତ କରିବାରେ ସଫଳ ହୋଇ ପାରିଛନ୍ତି।ଅର୍ଥାତ ପ୍ରୀତି ସୁଲଗ୍ନା ଭିନ୍ନ ଉପାୟରେ ପଣିକିଆ ମାନେ ରଖିବା ପାଇଁ ଛୋଟ ପିଲାମାନଙ୍କୁ ସହାୟତା କରୁଛନ୍ତି।ଏହା ସହିତ ତାଙ୍କ ପାଇଁ ନୂଆ ନୂଆ ଭିଡିଓ ଛାଡୁଛନ୍ତି।

ଯେ କୌଣସି ଛୋଟପିଲା ଏହି ଭିଡିଓକୁ ଦେଖିବା ପରେ ସହଜରେ ପଣିକିଆ ମାନେ ରଖି ପାରିବ।ଯାହା ଫଳରେ ଏହି ଭିଡିଓ ବର୍ତ୍ତମାନ ଅନେକ ମାତ୍ରାରେ ଭାଇରାଲ ହେବାରେ ଲାଗିଛି।ତେବେ ଏହି ଭିଡ଼ିଓ ମଧ୍ୟମରେ ବର୍ତ୍ତମାନ ଅନେକ ଲୋକ ନିଜର ପିଲାଙ୍କୁ ପାଠ ପଢ଼ାଇବା ପାଇଁ ବ୍ୟବହାର କରୁଛନ୍ତି।ଯାହା ଫଳରେ ସେମାନଙ୍କ ପିଲାମାନେ ମଧ୍ୟ ଅତି ସହଜ ଓ ସରଳ ଉପାୟରେ ପଣିକିଆ ମନେ ରଖି ପାରୁଛନ୍ତି।ତେବେ ଏହା ଏକ ସରଳ ଉପାୟ ବୋଲି ଅନେକ ମତ ଦେଉଛନ୍ତି।

ଏହା ସହିତ ଏହି କୁନି ଝିଅଙ୍କ ଏହି ପ୍ରଣାଳୀରେ ପଣିକିଆ ମନେ ରଖିବା ପ୍ରକ୍ରିୟାକୁ ଅନେକ ଲୋକ ପସନ୍ଦ କରୁଛନ୍ତି।ଏହା ସହିତ ଏହି ପ୍ରଣାଳୀରେ ପଣିକିଆ ମନେ ରଖିବା ପାଇଁ ବର୍ତ୍ତମାନ ଅନେକ ଲୋକ ସେମାନଙ୍କର ପିଲାମାନଙ୍କୁ କହୁଛନ୍ତି।ଏହା ସହିତ ଏହି ଭିଡିଓ ଦେଖାଇ ବର୍ତ୍ତମାନ ଅନେକ ଲୋକ ସେମାନଙ୍କର ପିଲାମାନଙ୍କୁ ପାଠ ପଢ଼ାଉଛନ୍ତି।ଯାହା ଅନେକ ଫଳ ପ୍ରଦ ହୋଇପାରୁଛି।

ଏହା ସହିତ ଏହି ଭିଡ଼ିଓ ମାଧ୍ୟମରେ ବର୍ତ୍ତମାନ ପ୍ରୀତି ସୁଲଗ୍ନା ଅନେକ ଲୋକଙ୍କ ପାଖରେ ନିଜକୁ ପରିଚିତ କରି ପାରିଛନ୍ତି।ଏହା ସହିତ ତାଙ୍କୁ ବର୍ତ୍ତମାନ ଅନେକ ଲୋକ ପ୍ରଶଂସା କରିବା ଆରମ୍ଭ କରିଛନ୍ତି।ତେବେ ଏହି କୁନି ଝିଅଙ୍କ ଅଭିନୟ ଦେଖିବା ପରେ ଓ ତାଙ୍କର ପାଠ ପଢ଼ିବା ଶୈଳୀ ମନେ ରଖିବା ପାଇଁ ଅତି ସହଜ ହୋଇ ଥିବାରୁ ତାଙ୍କର ଏହି ପ୍ରକ୍ରିୟାକୁ ଅନେକ ଲୋକ ଅନୁସରଣ କରୁଛନ୍ତି।

ଯାହା ଫଳରେ ଅନେକ ଲୋକ ତାଙ୍କର ଅନୁଗତ ହୋଇ ସାରିଲେଣି।ଏହା ସହିତ ଏତେ କମ ବୟସରୁ ସେ ନିଜକୁ ସାରା ଓଡ଼ିଶାର ଲୋକଙ୍କ ନିକଟରେ ଏକ ପରିଚୟ ଦେବାରେ ମଧ୍ୟ ସଫଳ ହୋଇ ପାରିଛନ୍ତି।ଏହା ସହିତ ସେ ବର୍ତ୍ତମାନ ଅନେକ ଲୋକଙ୍କ ପାଇଁ ଚର୍ଚ୍ଚାର କାରଣ ମଧ୍ୟ ପାଲଟି ଯାଇଛନ୍ତି।ତେବେ ତାଙ୍କର ଏହି ପ୍ରଣାଳୀରେ ପାଠ ପଢିବା ଓ ଅନ୍ୟମାନଙ୍କୁ ପାଠ ପଢ଼ାଇବା ଶୈଳୀ ପାଇଁ ତାଙ୍କୁ ଅନେକ ଲୋକ ପସନ୍ଦ କରୁଛନ୍ତି।

ଏହା ସହିତ ତାଙ୍କର ଅଭିନୟକୁ ଅନେକ ଲୋକ ମଧ୍ୟ ପସନ୍ଦ କରୁଛନ୍ତି।ଏହା ସହିତ ତାଙ୍କର ବର୍ତ୍ତମାନ ସୋସିଆଲ ମିଡିଆରେ ଅନେକ ଅନୁଗତ ହୋଇ ସାରିଲେଣି।ଯେଉଁମାନେ ତାଙ୍କର ଅଭିନୟ ଦେଖିବା ପାଇଁ ଅନେକ ମାତ୍ରାରେ ପସନ୍ଦ କରୁଛନ୍ତି।ଏହା ସହିତ ତାଙ୍କର ଏହି ପାଠ ପଢ଼ାଇବା ଶୈଳୀକୁ ବର୍ତ୍ତମାନ ଅନେକ ଲୋକ ପସନ୍ଦ କରିବା ସହିତ ତାଙ୍କୁ ଅନେକ ଲୋକ ପ୍ରଶଂସା କରିବା ଆରମ୍ଭ କରିଛନ୍ତି।

Leave a Reply

Your email address will not be published. Required fields are marked *