ମାଡି ଆସୁଛି ଲଗାଣ ଲଘୁଚାପ ବର୍ଷା,ଆଗାମୀ ୭ ଦିନ ଯାଏ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବ ଏହି ଜିଲ୍ଲା ରେ,ଆପଣଙ୍କ ଜିଲାରେ କଣ ରହିଛି Panipaga ଅପଡେଟ ଜାଣିରଖନ୍ତୁ

Spread the love

ତେବେ ଆମ ଓଡ଼ିଶାର ଅନେକ ଜିଲ୍ଲାରେ ଗତ କିଛି ଦିନ ହେଲା ବର୍ଷା ଲାଗି ରହିଛି।ଏହା ସହିତ ଅନେକ ଜିଲ୍ଲାରେ ବର୍ତ୍ତମାନ ବର୍ଷର ପ୍ରଭାବ ଧୀରେ ଧୀରେ ବଢ଼ିବାକୁ ଲାଗିଛି।ଏହା ସହିତ ବର୍ତ୍ତମାନ ବଙ୍ଗୋପ ସାଗର ଅଞ୍ଚଳରେ ବର୍ତ୍ତମାନ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି ଯାହାର ପ୍ରଭାବରେ ଓଡ଼ିଶାର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।ଏହା ସହିତ ସେହି ସମସ୍ତ ଜିଲ୍ଲା ମାନଙ୍କରେ ଲୋକମାନଙ୍କୁ ସତର୍କ ରହିବ ପାଇଁ ପାଣିପାଗ ବିଭାଗ ତରଫରୁ ସୂଚନା ଦିଆ ଯାଇଛି।

ଦକ୍ଷିଣ ଓଡ଼ିଶା ଓ ଆନ୍ଧ୍ର ଉପକୂଳରେ ଯେଉଁ ଲଘୁଚାପ ସୃଷ୍ଟି ହୋଇଥିଲା ଏହାର ପ୍ରଭାବରେ ଓଡ଼ିଶାର ଅନେକ ଜିଲ୍ଲାରେ ବର୍ଷାର ପରିମାଣ ବୃଦ୍ଧି ହେବ ବୋଲି ଅନେକ ଲୋକ ଅନୁମାନ କରୁଥିଲେ।ଏହା ସହିତ ଏହି ଲଘୁଚାପ ପ୍ରଭାବରେ ଅନେକ ଅଞ୍ଚଳରେ ବର୍ଷାର ପରିମାଣ ବୃଦ୍ଧି ପାଇବାକୁ ଲାଗିବ ଏହା ସହିତ ଏହି ବର୍ଷାର ପ୍ରଭାବରେ ଓଡ଼ିଶାରେ ଯେଉଁ ନିଅଣ୍ଟିଆ ବର୍ଷା ଦେଖା ଯାଇଥିଲା ଏହା ପୂରଣ ହୋଇ ପାରିବ ବୋଲି ଅନେକ ମତ ଦେଇଥିଲେ।

ମାତ୍ର ଏହା କିଛି ବିଶେଷ ଫଳପ୍ରଦ ହୋଇ ପାରି ନାହିଁ।ଅର୍ଥାତ ଏହି ବର୍ଷାର ପ୍ରଭାବରେ ଯେତିକି ପରିମାଣର ଆଶା କରାଯାଇଥିଲା ସେହି ଅନୁସାରେ ବର୍ଷା ହୋଇ ନାହିଁ।ଏହା ସହିତ ଏହା ବର୍ତ୍ତମାନ ଦୁର୍ବଳ ହେବାରେ ଲାଗିଛି।ଏହା ସହିତ ବର୍ତ୍ତମାନ ଉତ୍ତର ପଶ୍ଚିମ ଉପକୂଳରେ ବର୍ତ୍ତମାନ ଲଘୁଚାପ ଘନୀଭୂତ ହେବାରେ ଲାଗିଛି।ଏହା ସହିତ ଏହା ପ୍ରଭାବରେ ଆମ ଓଡ଼ିଶାରେ ଝିପି ଝିପି ବର୍ଷା ଲାଗି ରହିବ।

ଏହା ସହିତ ଏହାର ପ୍ରଭାବରେ ଉପକୂଳ ଓଡ଼ିଶା ଓ ଉତ୍ତର ପୂର୍ବ ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ହେବାର ଅନେକ ସମ୍ଭାବନା ରହିଛି।ଏହା ସହିତ ଏହି ଲଘୁଚାପ ପ୍ରଭାବରେ ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।ତେବେ ଓଡ଼ିଶାରେ ଆଗାମୀ ୪ ତାରିଖ ପରେ ଅର୍ଥାତ ୫,୬,୭ ତାରିଖ ଆଡ଼କୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।

ଏହା ସହିତ ସୁନ୍ଦରଗଡ,କେନ୍ଦୁଝର,ମୟୂରଭଞ୍ଜ, ବାଲେଶ୍ଵର,ଭଦ୍ରକ,ଯାଜପୁର,କେନ୍ଦ୍ରାପଡ଼ା, ଜଗତସିଂପୁର,କଟକ,ଖୋର୍ଦ୍ଧା,ପୁରୀ,ନୟାଗଡ଼,ଗଜପତି,ଗଞ୍ଜାମ, ଅନୁଗୁଳ,ଢେଙ୍କାନାଳ,ସମ୍ବଲପୁର,ଝାରସୁଗୁଡ଼ା,ବରଗଡ଼ ଏହି ସମସ୍ତ ଜିଲ୍ଲାରେ ଝିପି ଝିପି ବର୍ଷା ହୋଇପାରେ।ଏହା ସହିତ ବାଲେଶ୍ଵର,ଭଦ୍ରକ,ଯାଜପୁର,କେନ୍ଦ୍ରାପଡ଼ା, ଜଗତସିଂପୁର,କଟକ,ଖୋର୍ଦ୍ଧା,ପୁରୀ,ଗଜପତି ଓ ଗଞ୍ଜାମରେ ମଧ୍ୟ ଭଲ ବର୍ଷା ହେବ।

ଏହା ସହିତ ଏହି ସମସ୍ତ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।ଏହା ସହିତ ଆସନ୍ତା ଦୁଇଦିନ ମଧ୍ୟରେ ସୁନ୍ଦରଗଡ,କେନ୍ଦୁଝର ଓ ମୟୂରଭଞ୍ଜ ଅଞ୍ଚଳରେ ମଧ୍ୟ ବର୍ଷାର ପରିମାଣ ଅଧିକ ହେବାର ସମ୍ଭାବନା ରହିଛି।ଏହା ସହିତ ଏହି ସମସ୍ତ ଅଞ୍ଚଳରେ ଲୋକମାନଙ୍କୁ ଏହି ସମୟରେ ସତର୍କ ରହିବା ସହିତ ବାହାରକୁ ନ ଯିବା ପାଇଁ ପାଣିପାଗ ବିଭାଗ ତରଫରୁ କୁହାଯାଇଛି।ଏହା ସହିତ ଏହି ସମସ୍ତ ଅଞ୍ଚଳର ଲୋକମାନଙ୍କୁ ନିଜର ଆବଶ୍ୟକ ସାମଗ୍ରୀ ମହଜୁଦ ରଖିବା ପାଇଁ ମଧ୍ୟ ପାଣିପାଗ ବିଭାଗ ତରଫରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *