ସେଦିନ ରାତିରେ ଏହି Pujari ସହିତ Nidhi ବନ ରେ ଯାହା ହୋଇଥିଲା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ,କ୍ୟାମେରା ରେ କଏଦ ହେଲା ଏପରି ଭୟାନକ ଦୃଶ୍ୟ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଏକ ଏପରି ସତ ଘଟଣା ବିଷୟରେ ଜାଣିବା ଯାହାକୁ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।ସେହି ରାତିରେ ପୂଜାରୀ ଜଣଙ୍କ ନିଧି ବନରେ ଯାହା ଦେଖିଲେ ଯଦି ତାହା ସମଗ୍ର ଦୁନିଆ ଦେଖିପାରିଥାନ୍ତା ତେବେ ବୋଧ ହୁଏ ସମସ୍ତେ ଭଗବାନଙ୍କ ଉପରେ ବିଶ୍ୱାସ କରିବାରେ ଲାଗିଯାଇଥାନ୍ତେ।ତେବେ ଏହି ଘଟଣା ସମ୍ବନ୍ଧରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ଆମେ ଆଶା କରୁଛୁକି ଏହାକୁ ପଢିବା ଏବଂ ଜାଣିବା ପରେ ଆପଣ ମଧ୍ୟ ଭଗବାନଙ୍କ ଆଗରେ ନତ ମସ୍ତକ ହୋଇଯିବେ।

ଏହି ସ୍ଥାନ ନିଧିବନ ବହୁତ ପବିତ୍ର, ଧାର୍ମିକ ଏବଂ ରହସ୍ୟମୟ ଅଟେ।କିଛି ଏପରି ରହସ୍ୟ ଏଥିରେ ଲୁଚିକରି ଅଛି ଯାହା ଆଜି ମଧ୍ୟ ବିଦେଶୀ ପର୍ଯ୍ୟଟକଙ୍କୁ ନିଜ ଆଡକୁ ଟାଣି ଆଣେ।ଆଜି ମଧ୍ୟ ମାନ୍ୟତା ଅଛିଯେ ଭଗବାନ ଶ୍ରୀକୃଷ୍ଣ ଏହି ନିଧି ବନରେ ଗୋପୀମାନଙ୍କ ସହିତ ରାସଲୀଳା କରିଥାନ୍ତି।ଏହି କାରଣଯେ ସକାଳେ ମନ୍ଦିର ଖୋଲିବା ଆଗରୁ ନିଧି ବନକୁ ବନ୍ଦ ରଖାଯାଇଥାଏ।ଏବଂ ସେଠାରେ କେହି ରୁହନ୍ତିନାହିଁ।

ଏଥିରେ ଦିନରେ ରହୁଥିବା ପଶୁ ଏବଂ ପକ୍ଷୀ ମଧ୍ୟ ସନ୍ଧ୍ୟା ହେବା ଆଗରୁ ଏହି ବନ ଛାଡି ଚାଲିଯାଇଥାନ୍ତି।ଏକ ଥର ଜୟପୁରରୁ ଆସିଥିବା ଏକ ଭଗବାନ ଶ୍ରୀକୃଷ୍ଣଙ୍କ ଭକ୍ତ ରାସଲୀଳା ଦେଖିବା ପାଇଁ ନିଧିବନରେ ଲୁଚିକି ବସିଯାଇଥିଲା।ଯେତେବେଳେ ସକାଳେ ଏହି ବାନର ଗେଟ ଖୋଲାଯାଇଥିଲା ସେହି ବ୍ୟକ୍ତି ବେହୋସ ଅବସ୍ଥାରେ ମିଳିଥିଲା।ତାହାର ମାନସିକ ସନ୍ତୁଳନ ବିଗିଡିଯାଇଥିଲା।

ଏକ ପାଗଳ ବାବା ମଧ୍ୟ ଅଛନ୍ତି ଯିଏ ମଧ୍ୟ ରାସଲୀଳା ଦେଖିବାପାଇଁ ନିଧିବନରେ ଲୁଚି ରହିଯାଇଥିଲେ ଏବଂ ସେ ଏହାପରେ ପାଗଳ ହୋଇଯାଇଥିଲେ।ସେହି ନିଧି ବନରେ ତାଙ୍କର ସମଧି ଅଛି।ଅନ୍ୟ ଏକ ମାନ୍ୟତା ଏହା ଯେ ଏହି ବନରେ ଲାଗିଥିବା ତୁଳସୀର ଏକ ଡାଳ ମଧ୍ୟ କେହି ନିଜ ଘରକୁ ନେଇ ପାରିବେ ନାହିଁ।ସେଠାରେ ଥିବା ଘର ଗୁଡିକରେ ଝରକା ନଥାଏ।ଏବଂ ଯେଉଁ ଘରେ ଝରକା ଥାଏ ସେମାନେ ସନ୍ଧ୍ୟା ସାତଟା ପରେ ମନ୍ଦିରର ଘଣ୍ଟ ବାଜିବା ପରେ ସେହି ଝରକା ବନ୍ଦ କରିଦେଇଥାନ୍ତି।

ନିଧି ବନ ମଧ୍ୟରେ ଥିବା ରଙ୍ଗ ମହଲ ବିଷୟରେ ମାନ୍ୟତା ଅଛିଯେ ପ୍ରତିଦିନ ରାତ୍ରିରେ ଏଠାକୁ ରାଧା ଏବଂ ଶ୍ରୀକୃଷ୍ଣ ଆସି ରାସ ରଚେଇଥାନ୍ତି।ସେଠାରେ ଥିବା ଚନ୍ଦନର ପଲଙ୍କକୁ ସନ୍ଧ୍ୟା ସାତଟା ପୂର୍ବରୁ ସଜାଇଦିଆ ଯାଇଥାଏ।ସେଠାରେ ଏକ ଢାଲ ପାଣି ଏବଂ ରାଧାଙ୍କ କିଛି ଦ୍ରବ୍ୟ ମଧ୍ୟ ରଖାଯାଇଥାଏ।ଏବଂ ସକାଳୁ ସେହି ପଲଙ୍କ ଅସ୍ତବ୍ୟସ୍ତ ମିଳିଥାଏ।ପାଣି ଢାଳ ଖାଲି ମିଳିଥାଏ।

କୁହାଯାଇଥାଏ ଯେ ନିଧି ବନରେ ଥିବା ଯେତେସାରା ବୃଷ ସେ ସବୁ ୧୬୦୦୦ ଗୋପୀ ଅଟନ୍ତି।ଏଥିପାଇଁ ଏଠାରେ କୌଣସି ବ୍ୟକ୍ତିଙ୍କ ଯିବା ମନା ହୋଇଥାଏ।କୁହାଯାଇଥାଏ ଏକ ଥର ଏକ ପୂଜାରୀ ଏଥିରେ ପଶିବର ପ୍ରୟାସ କରିଥିଲା।ଏହାର ପର ଦିନ ସେ ବେହୋସ ଅବସ୍ଥାରେ ମିଳିଥିଲା ଏବଂ ଏହାପରେ ମନ୍ଦିର କମିଟି ଦ୍ୱାରା ତାହାର ସମାଧି ସେହି ବନରେ ତିଆରି କରିଦିଆ ଗଲା।ଏଥିପାଇଁ ଆପଣ ନିଧି ବନ ନିଶ୍ଚିତ ଯାଆନ୍ତୁ କିନ୍ତୁ ସନ୍ଧ୍ୟା ସାତ ଟା ପରେ ଏବଂ ସକାଳ ସାତଟା ପୂର୍ବରୁ ଆପଣଙ୍କୁ ଆସିବାକୁ ହୋଇଥାଏ।

Leave a Reply

Your email address will not be published. Required fields are marked *