ରାବଣ ମରିବା ସମୟରେ କହିଥିଲା ଏହି ୩ ଟି କଥା ଯାହା ଆଜି ମଧ୍ୟ ସତ ସାବ୍ୟସ୍ତ ହେଉଛି..ଜାଣିରଖନ୍ତୁ ସେହି କଥା

Spread the love

ଆଜି ଆମେ ଜାଣିବା ରାବଣ ମରିବା ସମୟରେ କହିଥିବା ୩ ଟି ସତ କଥା ଯାହା ଏବେ ସତ ହେଉଛି। ଆପଣ ସମସ୍ତେ ନିଶ୍ଚିନ୍ତ ଭାବରେ ରାମାୟଣ କାହାଣୀ ଜାଣିଥିବେ,ଧାର୍ମିକ ଶାସ୍ତ୍ର ଅନୁସାରେ ରାବଣ ମାତା ସୀତାଙ୍କ ଅପହରଣ କରି ବହୁତ ବଡ଼ ଭୁଲ କରିଥିଲା ଆଉ ତା ସହିତ ଭଗବାନ ଶ୍ରୀ ରାମଙ୍କ ସହିତ ଶତ୍ରୁତା ଆଚରଣ କରିବାକୁ ଲାଗିଲା।ଦେଖିବାକୁ ଗଲେ ଏ ସମ୍ପୂର୍ଣ୍ଣ ଜଗତ ରାଵଣକୁ ଏକ ଖରାପ ମଣିଷ ବୋଲି ଭାବିଥାଏ। କଣ ଆପଣ ମାନେ ଜାଣିଛନ୍ତି ଭଗବାନ ରାମଙ୍କ ଠାରୁ ସେ ରାବଣ ବହୁତ ବଡ଼ ଜ୍ଞାନୀ ଥିଲା।

କହିବାକୁ ଗଲେ ଏକଥା ସତ କି ସେ ନିଜେ ସୀତା ମାତାଙ୍କର ହରଣ କରି ସେ ନିଜେ ନିଜ ମୃତ୍ୟୁକୁ ଚୟନ ନିଜେ କରିଥିଲା। ସେ ନିଜେ ମାତା ସୀତାଙ୍କୁ ହରଣ କଲା ସତ କିନ୍ତୁ ଏଠାରେ ସନ୍ଦେହ କରିବାର କଥା କେଉଁଠାରେ ନାହିଁ କି ରାବଣର ସହନ ଶକ୍ତି ପାଇଁ ସୀତା ମାତାଙ୍କ ମର୍ଯ୍ୟାଦା ବଞ୍ଚିକି ଥିଲା।ସେ ଯେତେବେଳେ ତାଙ୍କୁ ହରଣ କଲା ତା ପରଠାରୁ ସେ ମାତା ସୀତାଙ୍କ ସହିତ କେବେ ଖରାପ ବ୍ୟବହାର କରି ନାହିଁ।ଆମେ ଏଠାରେ ରାଵଣକୁ ଭଲ କହୁ ନାହୁଁ।

କେବଳ ଆମେ ଏଠାରେ ଏହା କହିବାକୁ ଚାହୁଁଚୁକି ମଣିଷର କେବଳ ଗୋଟେ ଭୁଲ ଆମ ଜୀବନକୁ ବହୁତ ଶିଘ୍ର ନଷ୍ଟ କରି ପାରେ ଆମେ ଏହି କଥା କହିବାକୁ ଚାହୁଁଚୁ। ରାବଣର ଏହି ଛୋଟ ଭୁଲ ତାର ପ୍ରାଣ ନେଇ ଗଲା ଆଉ ସେ ମରିବା ବେଳେ ବହୁତ କିଛି କହି ନିଜ ଜୀବନ ତ୍ୟାଗ କରିଥିଲା।ସେ କଥା ଗୁଡିକ ଥିଲା ସ୍ତ୍ରୀ ମାନଙ୍କ ବିଷୟରେ ଯେଉଁ କଥା ଆଜି ସତ ହୋଇଗଲା ଓ ଯାହାକୁ ଆପନମାନେ ଜାଣି ଆଶ୍ଚର୍ଯ୍ୟଚକିତ ହୋଇଯିବେ। ଏବେ ଆସନ୍ତୁ ଜାଣିବା ସେ ୩ ଟି କଥା।

୧.ସ୍ତ୍ରୀ ଲୋକମାନେ ମିଛ କହିଥାନ୍ତି,ସ୍ତ୍ରୀ ଲୋକମାନେ ନିଜ କହିଥିବା କଥାରୁ ମୁହଁ ବୁଲେଇ ନିଅନ୍ତି ଓ ସେ କେବେ ସତ କୁହନ୍ତି ନାହିଁ।ଏଥିପାଇଁ ସ୍ତ୍ରୀ ଉପରେ ଭାବିଚିନ୍ତି ଭରସା କରିବା ଉଚିତ ନୁହେଁ।ତାଙ୍କ ପାଖରେ ଏକ ଖରାପ ଗୁଣ ଥାଏ ସେ ନିଜ କଥାରେ ଦୁଇଟି ପୁରୁଷଙ୍କୁ ନିଜ ନିଜ ଭିତରେ ଲଢେଇ ପାରନ୍ତି।ଯାହାଦ୍ୱାରା ଝଗଡା ବଢି ପାରେ।ଯେଉଁ କାରଣରୁ କୋଟ କଚେରି ଓ ବିଭିନ୍ନ ପ୍ରକାରର ପୋଲିସ ମୋକଦ୍ଧମା ଚାଲି ପାରେ।ସେଥିପାଇଁ ଆପଣ ଯେପର୍ଯ୍ୟନ୍ତ କୌଣସି କଥାର ପୁଷ୍ଟି ଆପଣ ନିଜେ ନକରିଛନ୍ତି ସେପର୍ଯ୍ୟନ୍ତ ଆପଣ ସ୍ତ୍ରୀ ଲୋକଙ୍କ ଉପରେ ବିଶ୍ୱାସ କରିବା ଅନୁଚିତ ଅଟେ।ସେ ପଛେ ନିଜ ସ୍ତ୍ରୀ କାହିଁକି ନହେଇଥାଉ।

୨.ରାବଣ କହିଲା ସ୍ତ୍ରୀ ଲୋକମାନେ କୌଣସି କଥାକୁ ଗୁପ୍ତ ରଖି ପାରନ୍ତି ନାହିଁ।ରାବଣ ଅନୁସାରେ ଯଦି ସ୍ତ୍ରୀକୁ କୌଣସି ଗୋପନୀୟ କଥାର ଜଣା ପଡିଲା ତାହେଲେ ଏହି କଥାକୁ ସେ କେବେ ହଜମ କରି ପାରିବେ ନାହିଁ।ଆଉ ଗୋଟେ ସ୍ତ୍ରୀ ସେ କଥାକୁ ସର୍ଵ ସ୍ଥାନରେ ନିଆଁ ଭଳି ପ୍ରସାର କରିଦିଏ।ଯେମିତି କାହାର ଖରାପ ଅଭ୍ୟାସର ଜଣାପଡିଯାଏ ନହେଲେ କୌଣସି ଖରାପ କାମ କରିଥାଉ ତାହେଲେ କୌଣସି ସ୍ତ୍ରୀ କୁ ଏ କଥା ଯେମିତି ଜଣା ନପଡ଼େ।ସେଥିପାଇଁ ସ୍ତ୍ରୀକୁ ନିଜ ଗୋପନିୟ କଥା କହିବା ଉଚିତ ନୁହେଁ।ଏମିତି କରିବା ଦ୍ୱାର ସ୍ତ୍ରୀ ଆମର ବିନାଶର କାରଣ ହୋଇ ପାରେ।

୩.ତୃତୀୟରେ ହେଉଛି ସ୍ୱାର୍ଥୀ ସ୍ଵଭାଵ,ଅନ୍ତିମରେ ରାବଣ କହିଥିଲା ସ୍ତ୍ରୀ ଲୋକମାନେ ବହୁତ ସ୍ୱାର୍ଥପର ହୋଇଥାନ୍ତି।ରାବଣ ଏହା ମାନୁଥିଲା କି ଗୋଟେ ସ୍ତ୍ରୀ ନିଜର କାର୍ଯ୍ୟ ହାସଲ ପାଇଁ ବହୁତ ତଳକୁ ଖସିଯାଇ ପାରନ୍ତି।ଦରକାର ପଡିଲେ କାହାକୁ ଧୋକା ଦିଅନ୍ତି ଓ ଦରକାର ପଡିଲେ ନିଜର କରି ନିଅନ୍ତି।ସେଥିପାଇଁ କୌଣସି ସ୍ତ୍ରୀ ସହିତ କୌଣସି ବ୍ୟବହାର କରିବା ପୂର୍ବରୁ ଅବଶ୍ୟ ଭାବିବା ଅତ୍ୟନ୍ତ ଆଵଶ୍ୟକ ଅଟେ।ସେ ନିଜର ସ୍ୱାରଥପାଇଁ ମିଛ କହିବାରେ ମଧ୍ୟ ପଛେଇ ନଥାଏ।ଏହାଥିଲା ସେହି ୩ ଟି କଥା ଯାହା ରାବଣ ସ୍ତ୍ରୀ ମାନଙ୍କ ବିଷୟରେ କହିଥିଲା।

Leave a Reply

Your email address will not be published. Required fields are marked *