ତେବେ ଆମେ ଅଭିନେତ୍ରୀ ରଧିକାଙ୍କୁ ବହୁତ ଭଲ ଭାବରେ ଜାଣୁ।ସେ ନିଜର ଅଭିନୟ ଜୀବନ ଏହି କିଛି ବର୍ଷ ତଳେ ଆରମ୍ଭ କରିଥିଲେ।ତେବେ ସେ ଯାହା ବି ହେଉ ନା କାହିଁକି ସେ ଖୁବ କମ ସମୟ ମଧ୍ୟରେ ନିଜକୁ ଏକ ବହୁତ ବଡ଼ ପରିଚୟ ଦେଇ ପାରୁଛନ୍ତି।ତରଙ୍ଗରେ ପ୍ରସାରିତ ହେଉଥିବା ନୁଆବୋହୁ ଚଳଚ୍ଚିତ୍ରରେ ସେ ବର୍ତ୍ତମାନ ଅଭିନୟ କରୁଛନ୍ତି।ତେବେ ସେ ନିଜର ଅଭିନୟ ମାଧ୍ୟମରେ ନିଜକୁ ଅନେକ ପରିଚିତ କରି ପାରିଛନ୍ତି।ଏହା ସହିତ ସେ ନିଜର ଅଭିନୟ ଜୀବନରେ ଅନେକ ସଫଳତା ପାଇ ସାରିଲେଣି।
ତେବେ ସେ ଏକ ଆଗ ଧାଡ଼ିର ଅଭିନେତ୍ରୀ ଭାବରେ ବର୍ତ୍ତମାନ ନିଜକୁ ପରିଚିତ କରାଇ ପାରିଛନ୍ତି।ଏହା ସହିତ ସେ ଅନେକ ଆଲବମରେ ମଧ୍ୟ ଅଭିନୟ କରି ସାରିଛନ୍ତି।ତେବେ ସେ ନିଜର ଅଭିନୟ ମାଧ୍ୟମରେ ସମସ୍ତ ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଛନ୍ତି।ତେବେ ସେ ଜଣେ ଏପରି ଅଭିନେତ୍ରୀ ଯିଏକି ସମସ୍ତଙ୍କୁ ନିଜର ଅଭିନୟ ମାଧ୍ୟମରେ ବାନ୍ଧି ରଖି ପାରନ୍ତି।ଏହା ସହିତ ସେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରି ନିଜର ନାମକୁ ବର୍ତ୍ତମାନ ଅନେକ ଉଚ୍ଚ କରି ସାରିଲେଣି।ତେବେ ସେ ବର୍ତ୍ତମାନ ନିଜକୁ ସାରା ଓଡ଼ିଶାରେ ପରିଚିତ କରାଇ ପାରିଛନ୍ତି।
ତେବେ ସେ ନିଜର ଅଭିନୟ ମାଧ୍ୟମରେ ସମଗ୍ର ଓଡ଼ିଶାର ଲୋକଙ୍କ ନିକଟରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି।ତାଙ୍କର ସୋସିଆଲ ମିଡିଆରେ ଅନେକ ଅନୁଗତ ରହିଛନ୍ତି।ଯାହା ଫଳରେ ସେମାନେ ସୋସିଆଲ ମିଡିଆରେ ତାଙ୍କର ଫଟୋ ଓ ଭିଡ଼ିଓ ଅନେକ ମାତ୍ରାରେ ପସନ୍ଦ କରିଥାନ୍ତି।ସେ ନିଜର ଅଭିନୟ କରିବାର ଏକ ସ୍ବତନ୍ତ୍ର ଶୈଳୀ ପାଇଁ ବେସ ଅଧିକ ପରିଚିତ।ତେବେ ସେ ବର୍ତ୍ତମାନ କିଛି ଦିନ ତଳେ ନିଜର ଭଉଣୀଙ୍କ ବାହାଘରର କିଛି ଫଟୋ ସୋସିଆଲ ମିଡିଆରେ ଛାଡିଥିଲେ।
ଏହି ଫଟୋ ମାନଙ୍କରେ ସେ ବହୁତ ଅଧିକ ମଜା ଓ ମସ୍ତି କରୁଥିବାର ଦେଖା ଯାଇଥିଲା।ଏହା ସହିତ ସେ ନିଜର ବନ୍ଧୁ ମାନଙ୍କ ସହିତ ବସି ଅନେକ କଥା ଆଲୋଚନା ମଧ୍ୟ କରୁଥିଲେ।ତେବେ ସେ ନିଜର ଭଉଣୀଙ୍କ ବାହାଘରରେ ଅନେକ ଖୁସି ଥିବା ନିଜର ସୋସିଆଲ ମିଡିଆରେ ଲେଖିଛନ୍ତି।ଏହା ସହିତ ସେ ନିଜର ଭଉଣୀଙ୍କୁ ବହୁତ ଭଲ ପାଆନ୍ତି ବୋଲି ସେଠାରେ ମଧ୍ୟ ଲେଖିଥିଲେ।ତେବେ ତାଙ୍କର ଭଉଣୀଙ୍କ ବାହାଘରକୁ ଅନେକ ପ୍ରସିଦ୍ଧ ଅଭିନେତା ଓ ଅଭିନେତ୍ରୀ ମାନେ ମଧ୍ୟ ଯୋଗ ଦେଇଥିଲେ।
ଯାହା ସେହି ବାହାଘରକୁ ଆହୁରି ଅଧିକ ଆକର୍ଷିତ କରିଥିଲା।ତେବେ ବର୍ତ୍ତମାନ ଏହା ଶୁଣା ଯାଉଛି କି ଅଭିନେତ୍ରୀ ରାଧିକା ମଧ୍ୟ ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି।ତେବେ ସେ କାହାକୁ ବିବାହ କରିବେ ଏହା ସମ୍ପର୍କରେ କିଛି ସୂଚନା ଦେଇ ନାହାନ୍ତି ସେ।ତେବେ ସେ ନିଜର ଭଉଣୀଙ୍କ ବାହାଘରର ଅନେକ ଗୀତରେ ନାଚୁ ଥିବାର ମଧ୍ୟ ଦେଖା ଯାଇଥିଲା।ଏହା ସହିତ ସେ ନିଜର ସମସ୍ତ ବନ୍ଧୁଙ୍କ ସହିତ ବହୁତ ମଜା କରିଥିଲେ ଓ ନିଜର ଅଭିନୟ ବନ୍ଧୁ ମାନଙ୍କ ସହିତ ମିଶି ନିଜର ଭଉଣୀ ବାହାଘରକୁ ଅଧିକ ଆକର୍ଷିତ କରିଥିଲେ।