ବର୍ତ୍ତମାନ ଭୁବନେଶ୍ୱର ସହର ସ୍ମାର୍ଟ ହେବାରେ ଲାଗିଛି ଏହା ସହିତ ଦେ-ହ ଦଲାଲ ମଧ୍ୟ ସ୍ମାର୍ଟ ହେବାରେ ଲାଗିଛନ୍ତି।ବର୍ତ୍ତମାନ ଭୁବନେଶ୍ୱର ସହର ଦେହ ବେ-ପାରର ଏକ ମୁଖ୍ୟ ସହର ହୋଇ ସାରିଲାଣି।ତେବେ ସେହି ସହରରେ ବର୍ତ୍ତମାନ ଅନେକ ଲୋକ କିଛି ସମୟର ବେ-ପାର ପାଇଁ ରାତିରେ କିଛି ଟଙ୍କା ବଦଳରେ ଝିଅ ମାନେ ସେମାନଙ୍କ ସହିତ ରାତି ଅତିବାହିତ କରୁଛନ୍ତି।ଏହି ସହରରେ ବର୍ତ୍ତମାନ ଦେ-ହ ବେପାର ଧୀରେ ଧୀରେ ବଢ଼ିବାରେ ଲାଗିଛି।
ତେବେ ଏହି ଦଲାଲ ମାନେ ନିଜର ବ୍ୟବସାୟ ପାଇଁ ବର୍ତ୍ତମାନ ନୂଆ ନୂଆ ରାସ୍ତା ବ୍ୟବହାର କରୁଛନ୍ତି।ଏବେ ଅନଲାଇନ ମାଧ୍ୟମରେ ପ୍ରଥମେ ହେଉଛି ବୁକିଂ।ଏହା ପରେ ଧାର୍ଯ୍ୟ କରାଯାଇଥିବା ହୋଟେଲ କିମ୍ବା ସ୍ଥାନକୁ ଯାଇ ଝିଅ ମାନେ ନିଜର ବେପାର କରୁଛନ୍ତି।ତେବେ ଏହା ବର୍ତ୍ତମାନ ବହୁତ ଅଧିକ ମାତ୍ରାରେ ଚାଲୁଛି।
ଗତ ଦୁଇ ବର୍ଷ ମଧ୍ୟରେ ଭୁବନେଶ୍ବର ଠାରେ ପ୍ରାୟ ୭୭ ନୂତନ ଦେ-ହ ବେ-ପାର ଦଳ ଧରା ପଡ଼ି ସାରିଲେଣି।୨୫୧ ଜଣ ମାଲିକ ଓ ଗରାଖଙ୍କୁ ଗିରଫ କରା ଯାଇଥିବା ବେଳେ ବର୍ତ୍ତମାନ ୭ ଜଣ ରୁପଜିବିଙ୍କୁ ପୋଲିସ ନିଜ ଅଧୀନରେ ରଖିଛି।ତେବେ ଏହା ପଛରେ ଥିବା ମୁଖ୍ୟ ଲୋକକୁ ଏବେ ମଧ୍ୟ ପୋଲିସ ଧରି ପାରି ନାହିଁ।ତେବେ ଭୁବନେଶ୍ଵରର ବଡ଼ ବଡ଼ ହୋଟେଲରେ ପାର୍ଟି ଆଳରେ ଦେ-ହ ବେ-ପାର ଆସର ଜମିବାରେ ଲାଗିଛି।
ତେବେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଅନେକ ପ୍ରକାରର ପଦକ୍ଷେପ ନେବା ପରେ ମଧ୍ୟ ଏହାକୁ ନିୟନ୍ତ୍ରଣ କରିବାରେ ବିଫଳ ହେଉଛି।ବିଭିନ୍ନ ପ୍ରକାରର ଆଳ ଦେଖାଇ ବଞ୍ଚି ଯାଉଛନ୍ତି ଅନେକ ଦେ-ହ ବେ-ପାର।ଏହା ସହିତ ୨୦୧୪-୧୬ ମଧ୍ୟରେ ବିଭିନ୍ନ ପ୍ରକାରର ଘରକୁ ମିଶାଇ ସମୁଦାୟ ୧୨ ଟି ଘରକୁ ବେ-ଶ୍ୟା-ଳ-ୟ ଘୋଷଣା କରା ଯାଇଥିଲା।
ଏହା ସହିତ ଅନେକ ଲୋକଙ୍କୁ ମଧ୍ୟ ଗିରଫ କରା ଯାଇଥିଲା।ତେବେ ସେଠାରୁ ଅନେକ ଥାଇଲାଣ୍ଡର ଯୁବତୀ ମାନଙ୍କୁ ମଧ୍ୟ ଉଦ୍ଧାର କରାଯାଇ ତାଙ୍କ ଦେଶକୁ ପଠାଇ ଦିଅ ଯାଇଛି।ତେବେ ଏହି ସମସ୍ତ ପ୍ରକାର ବେପାର କରିବା ପାଇଁ ଏହି ଦଲାଲ ମାନେ ଏତେ ସାହାସ ପାଉଛନ୍ତି କେଉଁଠୁ ଏହା ମଧ୍ୟ ଆଶ୍ଚର୍ଯ୍ୟର ବିଷୟ ହୋଇଛି।
ତେବେ ଏମାନେ ବର୍ତ୍ତମାନ ସମ୍ପୂର୍ଣ୍ଣ ଖୋଲା ଖୋଲି ଭାବରେ ଦେ-ହ ବେ-ପାର କରିବାରେ ଲାଗି ପଡିଛନ୍ତି।ଏହା ସହିତ ଏହି ମାମଲାରେ ଅନ୍ତର୍ଗତ ହୋଇଥିବା ସମସ୍ତ ଯୁବତୀଙ୍କ ପାସପୋର୍ଟ ଓ ଭିଜାକୁ କଳା ତାଲିକା ଭୁକ୍ତ କରିବାକୁ ଚିଠି ଲେଖା ଯାଇ ସାରିଛି।ତେବେ କିଛି ବର୍ଷ ତଳେ ଭୁବନେଶ୍ୱରକୁ ଭାରତର ୧ ନମ୍ୱର ସ୍ମାର୍ଟ ସିଟି ରୂପରେ ଘୋଷଣା କରାଯାଇଥିଲା।
ଯାହା ପରେ ଏହା ଉପରେ ନଜର ପଡ଼ିଥିଲା ଏହି ଦଲାଲ ମାନଙ୍କର।ବର୍ତ୍ତମାନ ଏଠାରେ ସେହି ଦଲାଲ ମାନେ ନିର୍ଭୟରେ ନିଜର ସମସ୍ତ କାର୍ଯ୍ୟ ଚଳାଇ ଛନ୍ତି।ଏହା ସହିତ ସେମାନେ ବାହାର ଦେଶରୁ ଝିଅ ମାନଙ୍କୁ ଆଣି ସେମାନଙ୍କୁ ମଧ୍ୟ ବେ-ପା-ର କାର୍ଯ୍ୟରେ ଲଗାଇ ସାରିଛନ୍ତି।ତେବେ ବର୍ତ୍ତମାନ ଏହା ପୋଲିସ ପାଇଁ ଏକ ବଡ଼ ଆହ୍ବାନ ହୋଇଛି କି କିଭଳି ଭାବରେ ଏହି ସମସ୍ତ ଦଲାଲଙ୍କୁ ଧରା ଯାଇ ପାରିବ।