ନିଜର କିଛି ନାହିଁ,ଅନେକ ପିଲା ସେଲ୍ଫି ନେଇ Reels କରି କହୁଛନ୍ତି ଆମେ ଷ୍ଟାର,ସେଥିପାଇଁ ଅସୁବିଧା ରେ ପଡୁଛନ୍ତି…ଦେଖନ୍ତୁ Video

Spread the love

ତେବେ ବର୍ତ୍ତମାନ ଓଡିଶାରେ ମଧ୍ୟ ନାରୀ ନିର୍ଯାତନା ବଢିବା ଆରମ୍ଭ ହୋଇ ଗଲାଣି।ଏହା ଉପରେ ଅନେକ ଲୋକ ବର୍ତ୍ତମାନ ଭିନ୍ନ ଭିନ୍ନ ଭିନ୍ନ ମତ ପ୍ରକାଶ କରିବା ଆରମ୍ଭ କରି ସାରିଲେଣି।ତେବେ କିଛି ଲୋକଙ୍କ କହିବା ଅନୁସାରେ ଏହା ହେବା ପଛରେ ବର୍ତ୍ତମାନ ସୋସିଆଲ ମିଡ଼ିଆ ଅଧିକ ଭାବରେ ଦାୟୀ ଅଟେ।ଏହା ସହିତ ବିଶେଷ ଭାବରେ ଲୋକମାନେ ଏହା କହିବା ଆରମ୍ଭ କରି ସାରିଲେଣି କି ଆଜିକାଲି ଯେପରି ଭାବରେ ଝିଅ ମାନେ ଛୋଟ ଛୋଟ ଭିଡିଓ କରି ସୋସିଆଲ ମିଡିଆରେ ଛାଡ଼ିବା

ସହିତ ନିଜକୁ ଏକ ଷ୍ଟାର ବୋଲି ଭାବୁଛନ୍ତି ଏହି କାରଣରୁ ଏହି ସମସ୍ୟା ବଢ଼ି ବଢ଼ି ଚାଲିଛି।ତେବେ ଏହି କଥାକୁ ଅନେକ ଲୋକ ସମର୍ଥନ କରିବା ବେଳେ ଆଉ କିଛି ଲୋକ ଏହାକୁ ନିନ୍ଦା କରିଛନ୍ତି ତେବେ ଏହା ସହିତ ବର୍ତ୍ତମାନ ଯେପରି ଭାବରେ ସମାଜରେ ନାରୀ ମାନଙ୍କ ପାଇଁ ନିର୍ଯାତନା ବଢ଼ି ବଢ଼ି ଚାଲିଛି ଏହାକୁ ନଜରରେ ରଖିଲେ ଏହାର ସମାଧାନ ନିହାତି ଭାବରେ ଆବଶ୍ୟକ ବୋଲି ଅନେକ ଲୋକ କହିବା ଆରମ୍ଭ କରି ଦେଇଛନ୍ତି।

ଏହା ସହିତ କିଛି ଲୋକଙ୍କର କହିବା ଅନୁସାରେ ଏହା ବର୍ତ୍ତମାନ ନିହାତି ଭାବରେ ଜରୁରୀ ହୋଇ ପଡ଼ିଛି କି ଝିଅ ମାନଙ୍କୁ ସେମାନଙ୍କ ନିଜର ଦାୟିତ୍ଵ ନେବା ନିହାତି ଭାବରେ ଆବଶ୍ୟକ।ଏହା ସହିତ ଯଦି ସେମାନେ କୌଣସି କାରଣରୁ ବାହାରକୁ ଯାଉଛନ୍ତି ଏହା ସମ୍ପର୍କରେ ସେମାନେ ନିଜର ପରିବାର ଲୋକଙ୍କୁ ଜଣାଇବା ନିହାତି ଭାବରେ ଆବଶ୍ୟକ।

ଅନେକ ଝିଅ ନିଜର ପରିବାର ଲୋକଙ୍କୁ ନ ଜଣାଇ ଅନେକ ଦୂର ସ୍ଥାନକୁ ଚାଲି ଯାଉଛନ୍ତି।ଯାହା ଫଳରେ ସେମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।ତେଣୁ ସେମାନଙ୍କୁ ନିଜର ଏହି ସବୁ କାର୍ଯ୍ୟ ବନ୍ଦ କରିବାକୁ ଅନେକ ଲୋକ କହିଛନ୍ତି।ବିଶେଷ ଭାବରେ ଆଜିକାଲିର ଝିଅ ମାନେ ଯେଉଁ ସବୁ କାର୍ଯ୍ୟ କରୁଛନ୍ତି

ସେହି ସମସ୍ତ କାର୍ଯ୍ୟ ସମ୍ପର୍କରେ ନିଜର ପରିବାର ଲୋକଙ୍କୁ କିଛି ମଧ୍ୟ ଜଣାଉ ନାହାନ୍ତି।ତେଣୁ ଏହା ନ କରିବା ପାଇଁ ବର୍ତ୍ତମାନ କିଛି ଲୋକ କହିଛନ୍ତି।ଏହା ସହିତ ଏହି ଘଟଣା ପରେ ସେମାନେ ଯାହା ମଧ୍ୟ କରୁଛନ୍ତି ସେହି ସମସ୍ତ ଘଟଣା ସମ୍ପର୍କରେ ସେମାନେ ନିଜର ପରିବାର ଲୋକଙ୍କୁ ଜଣାଇବା ନିହାତି ଭାବରେ ଆବଶ୍ୟକ।

ଯାହା ଫଳରେ ସେମାନେ ସୁରକ୍ଷିତ ରହି ପାରିବେ।ନଚେତ ସେମାନେ ଅନେକ ପ୍ରକାରର ଅସୁବିଧାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି।ତେଣୁ ଏହି ଘଟଣା ସହିତ ଜଡ଼ିତ କିଛି କଥା ବର୍ତ୍ତମାନ ଅନେକ ଲୋକ କହିଛନ୍ତି।ତେବେ କିଛି ଲୋକଙ୍କ କହିବା ଅନୁସାରେ ଆଜି କାଲିର ଝିଅ ମାନେ

ଅନେକ ପ୍ରକାରର ଅସୁବିଧାର ସମ୍ମୁଖୀନ ହେବାର କାରଣ ସେମାନେ ନିଜେ ତେଣୁ ଝିଅ ମାନେ ନିଜର ପରିବାର ଲୋକଙ୍କୁ ଜଣାଇ ନିଜର କାର୍ଯ୍ୟ କରିବା ଆବଶ୍ୟକ।ଯାହା ଫଳରେ ସେମାନେ ସୁରକ୍ଷିତ ରହି ପାରିବେ।ତେଣୁ ସେମାନଙ୍କୁ ନିଜର ପରିବାର ଲୋକଙ୍କୁ ସବୁକିଛି ଜଣାଇ କାର୍ଯ୍ୟ କରିବା ଆବଶ୍ୟକ।

Leave a Reply

Your email address will not be published. Required fields are marked *