ଓଡ଼ିଆ ହିରୋ ବାବୁସାନ ବାହା ହେବା ପରେ କାହିଁକି ତାଙ୍କ ପ୍ରିୟ ହିରୋଇନ ରିୟା ଦେ (Swarnali) ଙ୍କ ସହ ଫିଲ୍ମ କରୁ ନାହାନ୍ତି,Long ଟାଇମ ପରେ ଅସଲ ସତ୍ୟତା ଧାରା ପଡିଲା

Spread the love

ଅଭିନେତା ବାବୁସାନ ଓ ଅଭିନେତ୍ରୀ ରିୟାଙ୍କୁ ଆମେ ସମସ୍ତେ ଭଲ ଭାବରେ ଜାଣୁ।ସେ ନିଜର ଅଭିନୟ ଦ୍ୱାରା ନିଜର ଏକ ଭଲ ପରିଚୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି।ଅଭିନେତା ବାବୁସାନ ନିଜର ଅଭିନୟ ଦ୍ୱାରା ନିଜର ଅନେକ ଅନୁଗତ ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି।ଏହା ସହିତ ସେ ଆମ ଓଡ଼ିଆ ଅଭିନୟ ଜଗତର ଜଣେ ଆଗ ଧାଡ଼ିର ଅଭିନେତ୍ରୀ ତାଙ୍କର ଅଭିନୟ ଦେଖିବା ପାଇଁ ଅନେକ ଲୋକ ପସନ୍ଦ କରନ୍ତି।ଏହା ସହିତ ସେ ଜଣେ ବହୁତ ଭଲ ଅଭିନେତା ମଧ୍ୟ।

ତାଙ୍କର ଅଭିନୟ ଦ୍ଵାରା ସେ ଅନେକ ଲୋକଙ୍କ ପ୍ରିୟ ହୋଇ ପାରିଛନ୍ତି।ଏହା ସହିତ ସେ ଆମ ଓଡ଼ିଆ ଅଭିନୟ ଜଗତକୁ ଅନେକ ସୁପରହିଟ ଫିଲ୍ମ ଦେଇ ସାରିଛନ୍ତି।ତାଙ୍କର ଅଭିନୟ ପାଇଁ ସେ ଆମ ଓଡ଼ିଆ ଅଭିନୟ ଜଗତରେ ନିଜର ଅନେକ ପ୍ରତିଷ୍ଠା ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି।ଏହା ସହିତ ସେ ଆମ ଓଡ଼ିଆ ଅଭିନୟ ଜଗତର ପ୍ରସିଦ୍ଧ ଅଭିନେତ୍ରୀ ଅପରାଜିତାଙ୍କ ପୁଅ ଏହା ସହିତ ସେ ଉତ୍ତମ ମହାନ୍ତିଙ୍କ ପୁଅ ମଧ୍ୟ।

ତେବେ ଏହି ଅଭିନେତା ନିଜକୁ ଓଡ଼ିଶାର ଲୋକପ୍ରିୟ କରି ପାରିଛନ୍ତି।ଅଭିନେତ୍ରୀ ରିୟାଙ୍କୁ ଆମେ ସମସ୍ତେ ଭଲ ଭାବରେ ଜାଣୁ।ସେ ନିଜର ଅଭିନୟ ପାଇଁ ଅନେକ ପୁରସ୍କାର ପାଇ ସାରିଛନ୍ତି।ଏହା ସହିତ ସେ ଆମ ଓଡ଼ିଆ ଅଭିନୟ ଜଗତରେ ନିଜର ଅନେକ ପ୍ରତିଷ୍ଠା ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି।ସେ ଆମ ଓଡ଼ିଆ ଅଭିନୟ ଜଗତର ଜଣେ ଆଗ ଧାଡ଼ିର ଅଭିନେତ୍ରୀ

ତାଙ୍କର ଅଭିନୟ ପାଇଁ ସେ ନିଜକୁ ଓଡ଼ିଶାର ଘରେ ଘରେ ପରିଚିତ ହୋଇ ପାରିଛନ୍ତି।ଏହା ସହିତ ସେ ଆମ ଓଡ଼ିଆ ଅଭିନୟ ଜଗତ ପାଇଁ ଏକ ବରଦାନ ସଦୃଶ।ସେ ଅନେକ ଓଡ଼ିଆ ଫିଲ୍ମରେ ଅଭିନୟ କରି ସାରିଛନ୍ତି।ତାଙ୍କର ଅଭିନୟ ଦେଖିବା ପାଇଁ ଅନେକ ଲୋକ ପସନ୍ଦ ମଧ୍ୟ କରନ୍ତି।

ତାଙ୍କର ଆମ ଓଡ଼ିଆ ଅଭିନୟ ଜଗତରେ ଅନେକ ଦର୍ଶକ ରହିଛନ୍ତି।ଏହା ସହିତ ସେ ଆମ ଓଡ଼ିଆ ଅଭିନୟ ଜଗତରେ ଜଣେ ପ୍ରତିଷ୍ଠିତ ନାମ।ଏହା ସହିତ ସେ ଆମ ଓଡ଼ିଆ ଅଭିନୟ ଜଗତରେ ନିଜର ଏକ ସ୍ବତନ୍ତ୍ର ପ୍ରତିଷ୍ଠା ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି।ତାଙ୍କର ଅଭିନୟ ଦେଖିବା ପାଇଁ ଅନେକ ଲୋକ ବହୁତ ଅଧିକ ପସନ୍ଦ କରିଥାନ୍ତି।

ତେବେ ସେ ଅନେକ ଲୋକଙ୍କ ପ୍ରିୟ ଅଭିନେତ୍ରୀ ଅଟନ୍ତି।ତେବେ ଏହି ଅଭିନେତା ଓ ଅଭିନେତ୍ରୀ ବର୍ତ୍ତମାନ ଅନେକ ଦିନ ହେବ ଏକାଠି ଅଭିନୟ କରି ନାହାନ୍ତି।ତେବେ ଏହା ଯେତେବେଳେ ଅଭିନେତା ବାବୁସାନଙ୍କୁ ପଚରା ଯାଇଥିଲା ସେ କହିଥିଲେ କି ସେ ବର୍ତ୍ତମାନ ଅନେକ ଫିଲ୍ମରେ ଅଭିନୟ କରୁଛନ୍ତି।

କିନ୍ତୁ ତାଙ୍କୁ ରିୟାଙ୍କ ସହ ଅଭିନୟ କରିବା ପାଇଁ କୌଣସି ଭଲ ଷ୍ଟୋରି ମିଳିନାହିଁ।ଏହା ସହିତ ଯେବେ ଭଲ ଷ୍ଟୋରି ମିଳିବ ସେ ନିଶ୍ଚୟ ତାଙ୍କ ସହିତ ଅଭିନୟ କରିବେ ବୋଲି କହିଛନ୍ତି।ତେବେ ତାଙ୍କର ଯୋଡ଼ି ମଧ୍ୟ ଓଡ଼ିଶାର ଅନେକ ଲୋକଙ୍କୁ ବହୁତ ପସନ୍ଦ।

Leave a Reply

Your email address will not be published. Required fields are marked *