୧୩ ସେପ୍ଟେମ୍ବର ୨୦୨୧ Rasiphala,ଆଜି କିପରି ରହିବ ଆପଣଙ୍କ ରାଶିର ଭାଗ୍ୟ

Spread the love

ମେଷ ରାଶି:- ଏହି ରାଶିର ଲୋକମାନେ ନିଜ ଜୀବନରେ ଅନେକ ଉନ୍ନତିମୂଳକ ପଦକ୍ଷେପ ନେବାକୁ ଯାଉଛନ୍ତି।ଏହା ସହିତ ଆଗାମୀ ସମୟରେ ଏହି ରାଶିର ଲୋକମାନେ ନିଜ ଜୀବନରେ ଅନେକ ସଫଳତା ମଧ୍ୟ ପାଇବାକୁ ଯାଉଛନ୍ତି।ଶୁଭ ଫଳ ପ୍ରାପ୍ତ କରିବାକୁ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ।ବୃଷ ରାଶି:- ଏହି ରାଶିର ଲୋକମାନଙ୍କ ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି।ଏହା ସହିତ ଏମାନେ ଅଚାନକ ଧନ ପ୍ରାପ୍ତି କରିବାର ସମ୍ଭାବନା ମଧ୍ୟ ରହିଛି।ଗୋ ମାତାଙ୍କୁ କିଛି ଖାଇବାକୁ ଦିଅନ୍ତୁ ଏପରି କରିବା ଦ୍ୱାରା ଆପଣଙ୍କ ସମସ୍ତ ଇଚ୍ଛା ପୂରଣ ହେବ।

ମିଥୁନ ରାଶି:- ଏହି ରାଶିର ଲୋକମାନେ ନିଜର ବନ୍ଧୁ ମାନଙ୍କ ପାଖରୁ ଭଲ ଉପଦେଶ ପାଇ ପାରନ୍ତି।ଏହା ସହିତ ଏହି ରାଶିର ଲୋକମାନେ ନିଜର ସମସ୍ତ କାର୍ଯ୍ୟରେ ପରିଜନଙ୍କ ସହାୟତା ପାଇବେ।କର୍କଟ ରାଶି:- ଏହି ରାଶିର ଲୋକମାନେ ଅନେକ ଭଲ କର୍ମ କରିବେ।ମାତ୍ର କିଛି ଭୁଲ ଖବର ପାଇ କିଛି ମାତ୍ରାରେ ବିବ୍ରତ ହୋଇ ପାରନ୍ତି।ଏହା ସହିତ ଆପଣଙ୍କ କାର୍ଯ୍ୟରେ କିଛି ପରିମାଣରେ ବାଧା ଉତ୍ପନ ହୋଇ ପାରେ।

ସିଂହ ରାଶି:- ଏହି ରାଶିର ଲୋକମାନେ ନିଜର ପରିବାର ଲୋକଙ୍କ ପୂର୍ଣ୍ଣ ସମର୍ଥନ ସମସ୍ତ କାର୍ଯ୍ୟରେ ପାଇବେ।ଆପଣ ନିଜର ସ୍ଵାସ୍ଥ୍ୟ ପ୍ରତି ସର୍ବଦା ଯତ୍ନବାନ ରୁହନ୍ତୁ।ନଚେତ ଅସୁବିଧାର ସମ୍ମୁଖୀନ ହୋଇ ପାରନ୍ତି।କନ୍ୟା ରାଶି:- ଏହି ରାଶିର ଲୋକଙ୍କ ପାଇଁ ଏହି ଦିନଟି ମାଧ୍ୟମ ଧରଣର ରହିବ।ଆପଣ ସମସ୍ତ କାର୍ଯ୍ୟ କରିବା ପୂର୍ବରୁ ସତର୍କ ହୋଇ କାର୍ଯ୍ୟ କରନ୍ତୁ ନଚେତ ଆପଣଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ।

ତୁଳା ରାଶି:- ଏହି ରାଶିର ଲୋକମାନଙ୍କ ସ୍ବାସ୍ଥ୍ୟରେ ଯଦି କିଛି ଅସୁବିଧା ଥାଏ ତେବେ ସେମାନଙ୍କର ସ୍ବାସ୍ଥ୍ୟରେ ଉନ୍ନତି ଆସିବ।ଏହା ସହିତ ସେମାନଙ୍କ ବନ୍ଧୁ ମାନେ ସେମାନଙ୍କୁ ସମସ୍ତ କାର୍ଯ୍ୟରେ ସାହାଯ୍ୟ କରିବେ।ବିଛା ରାଶି:- ଏହି ରାଶିର ସମସ୍ତ ଗଠନ ମୂଳକ କାର୍ଯ୍ୟ ସଫଳ ହେବା।ଆପଣଙ୍କ ମାନସିକ ସ୍ଥିତି ଭଲ ରହିବ।ଏହା ସହିତ ଆପଣ ସମାଜରେ ଅନେକ ପ୍ରତିଷ୍ଠିତ ହୋଇ ପାରିବେ।

ଧନୁ ରାଶି:- ଏହି ରାଶିର ଲୋକଙ୍କ ବାଣିଜ୍ୟ ଓ ବ୍ୟବସାୟ କ୍ଷେତ୍ରରେ ଅନେକ ଲାଭ ହେବ।ଏହା ସହିତ ଆପଣଙ୍କ ସ୍ଵାସ୍ଥ୍ୟ ଅବସ୍ଥାନରେ ଅନେକ ଉନ୍ନତି ମଧ୍ୟ ଦେଖାଯିବ।ତେବେ ଆପଣ ଏହି ସମୟରେ ସମସ୍ତ ଲୋକଙ୍କ ସମର୍ଥନ ପାଇବେ।ମକର ରାଶି:- ଆପଣଙ୍କ ଇଚ୍ଛା ନଥାଇ ମଧ୍ୟ ଆପଣ ଦୂର ସ୍ଥାନକୁ ଯିବାପାଇଁ ବାଧ୍ୟ ହୋଇ ପାରନ୍ତି।ଏହା ସହିତ ଆପଣ ନିଜର ସମସ୍ତ କାର୍ଯ୍ୟରେ ସଫଳତା ପାଇବା ପାଇଁ ଅନେକ ସଂଘର୍ଷ କରିବେ।ନିଜର ସ୍ୱାସ୍ଥ୍ୟକୁ ନେଇ କିଛି ମାତ୍ରାରେ ଚିନ୍ତିତ ରହି ପାରନ୍ତି।

କୁମ୍ଭ ରାଶି:- ଏହି ରାଶିର ଲୋକମାନେ ଅଚାନକ କୌଣସି ସ୍ଥାନକୁ ଭ୍ରମଣ କରିବାକୁ ଯିବା ପାଇଁ ଯୋଜନା ପ୍ରସ୍ତୁତ କରି ପାରନ୍ତି।ନିଜର ମାନସିକ ଅବସ୍ଥାକୁ ସ୍ତିର ରଖନ୍ତୁ ଓ ନିଜର କ୍ରୋଧକୁ ନିୟନ୍ତ୍ରିତ ରଖନ୍ତୁ।ମିନ ରାଶି:- ଏହି ରାଶିର ଲୋକମାନଙ୍କ କାର୍ଯ୍ୟରେ ସାମାନ୍ୟ ବାଧା ଉତ୍ପନ ହୋଇପାରେ।ସାମାଜିକ ସ୍ତରରେ ଅନେକ ସମ୍ମାନ ଲାଭ କରିବେ ଏହା ସହିତ ଆପଣଙ୍କୁ ଈର୍ଷା କରୁଥିବା ଲୋକମାନେ ଆପଣଙ୍କ ପାଖରୁ ଦୂରେଇଯିବେ ଓ ଆପଣ ନିଜର ସ୍ଵାସ୍ଥ୍ୟ ଅବସ୍ଥା ପ୍ରତି କିଛି ମାତ୍ରାରେ ଯତ୍ନବାନ ରୁହନ୍ତୁ।

Leave a Reply

Your email address will not be published. Required fields are marked *