ଛୋଟ ବେଳେ କିପରି ଦେଖାଯାଉଥିଲେ ମାୟା ସିରିଏଲର Rudri,ଫୋଟୋ ଦେଖିଲେ ଆପଣ ମଧ୍ୟ କହିବେ ପିଲା ଦିନରୁ ଅପ୍ସରୀ ଭଳି ଦେଖା ଯାନ୍ତି Jasmine Rath

Spread the love

ସାଙ୍ଗମାନେ ଆପଣମାନେ ତ ନିଶ୍ଚିତ ଭାବରେ ଓଡ଼ିଆ ସିରିଏଲ ଦେଖୁଥିବେ ଏବଂ ଏହା ଆପଣଙ୍କୁ ପସନ୍ଦ ମଧ୍ୟ ଆସୁଥିବ।ବର୍ତ୍ତମାନ ସମୟରେ ଓଡ଼ିଆ ସିରିଏଲର କ୍ରେଜ ସମଗ୍ର ଓଡିଶାରେ ଲାଗି ରହିଛି।ଅନେକ ଲୋକ ଏହାକୁ ଦେଖିବାକୁ ପସନ୍ଦ କରୁଛନ୍ତି।ସେମାନଙ୍କ ମନ ପସନ୍ଦର ସିରିଏଲ ଦେବା ମାତ୍ରେ ସମସ୍ତ କାମ ସାରି ଟିଭି ଆଗରେ ବସିଯାଇଥାନ୍ତି।ଏହି ସବୁ ସିରିଏଲ ବିଷୟରେ ଆପଣ ଲୋକମାନଙ୍କୁ ଅନେକ ସ୍ଥାନରେ ଆଲୋଚନା ମଧ୍ୟ କୃତଗିବାର ଦେଖୁଥିବେ।ଏହି ସବୁ ହିଟ ହିଟ ସିରିଏଲ ମାନଙ୍କ ମଧ୍ୟରୁ ମାୟା ସିରିଏଲ ଅନ୍ୟତମ ଅଟେ।

ଆପଣମାନେ ତ ମାୟା ସିରିଏଲ ନିହାତି ଭାବରେ ଦେଖିଥିବେ।ଏହା ଅନେକ ଲୋକଙ୍କୁ ଖୁବ ପସନ୍ଦ ଆସିଥାଏ।ଏହି ସିରିଏଲର କାହାଣୀ ଅତ୍ୟନ୍ତ ରୋମାଞ୍ଚକର ଏବଂ ଏହି କାହାଣୀ ଦର୍ଶକ ମାନଙ୍କୁ ସିରିଏଲ ସହିତ ଯୋଡି ରଖିଥାଏ।ଏବଂ ଏଥିରେ ଅଭିନୟ କରିଥିବା ଅଭିନେତା ଏବଂ ଅଭିନେତ୍ରୀ ସିରିଏଲଟିରେ ଖୁବ ସୁନ୍ଦର ଅଭିନୟ କରିଛନ୍ତି।ସେମାନଙ୍କ ଅଭିନୟ ଦ୍ୱାରା ସେମାନେ ଦର୍ଶକ ମାନଙ୍କ ହୃଦୟରେ ଏକ ନୂତନ ସ୍ଥାନ ସୃଷ୍ଟି କରିପାରିଛନ୍ତି।

ଲୋକ ମାନେ ମଧ୍ୟ ତାଙ୍କୁ ଖୁବ ପସନ୍ଦ କରୁଛନ୍ତି।ଆପଣ ମାୟା ସିରିଏଲରେ ଅଭିନୟ କରୁଥିବା ରୁଦ୍ରୀଙ୍କୁ ବେଶ ଭଲ ଭାବରେ ଜାଣିଥିବେ ଆଜିର ଏହି ଆର୍ଟିକିଲରେ ଆମେ ଅଭିନେତ୍ରୀ ରୁଦ୍ରୀଙ୍କ ଜୀବନୀ ବା ପରିବାର ବିଷୟରେ ଜାଣିବା।ଯାହା ଆଗରୁ ଆପଣମାନେ କେବେହେଲେ ଜାଣି ନଥିବେ।

ରୁଦ୍ରୀଙ୍କ ଜିବନୀ ଏବଂ ପରିବାର ବିଷୟରେ ଜାଣିବାକୁ ହେଲେ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ଆପଣ ତ ରୁଦ୍ରୀଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ ଏବଂ ତାଙ୍କ ଜବରଦସ୍ତ ଆକ୍ଟିଙ୍ଗ ମାୟା ସିରିଏଲରେ ନିଶ୍ଚିତ ଭାବରେ ଦେଖିଥିବେ।ଶିଶୁ କଳାକାର ଭାବରେ ଓଲିଉଡ ଇଣ୍ଡଷ୍ଟ୍ରିରେ ପାଦ ରଖିଥିଲେ ରୁଦ୍ରୀ।

ସେ ମାୟା ସିରିଏଲ କରିବା ପୂର୍ବରୁ ବହୁତ ସାରା ଧାରାବାହିକ ବା ଫିଲ୍ମରେ ଜବରଦସ୍ତ ଆକ୍ଟିଙ୍ଗ କରିଛନ୍ତି।ଏବଂ ତାଙ୍କ ଜବରଦସ୍ତ ଆକ୍ଟିଙ୍ଗ ପାଇଁ ସେ ଲୋକମାନଙ୍କ ମନରେ ଏକ ଅଲଗା ପ୍ରକାର ସ୍ଥାନ ବନେଇପାରିଛନ୍ତି।ଲୋକମାନେ ମଧ୍ୟ ତାଙ୍କ ଆକ୍ଟିଙ୍ଗକୁ ବହୁତ ପସନ୍ଦ କରନ୍ତି।ରୁଦ୍ରୀ ଖୁବ ସୁନ୍ଦର ମଡ଼ଳିଙ୍ଗ କରିବା ସହିତ ଖୁବ ସୁନ୍ଦର ଓଡିଶୀ ଡ୍ୟାନ୍ସ ମଧ୍ୟ କରନ୍ତି।

ରୁଦ୍ରୀଙ୍କ ଘର ହେଉଛି ଭୁବନେଶ୍ୱର ଏବଂ ସେ ବର୍ତ୍ତମାନ ତାଙ୍କ ପରିବାର ସହିତ ଭୁବନେଶ୍ୱରରେ ରହୁଛନ୍ତି।ତାଙ୍କ ପରିବାରରେ ତାଙ୍କ ବାପା ମାଆ ଏବଂ ତାଙ୍କ ଭାଇ ଅଛନ୍ତି।ଏବଂ ସେ ତାଙ୍କ ପରିବାର ସହିତ ଖୁବ ଖୁସିରେ ରୁହନ୍ତି।ରୁଦ୍ରୀ ଯିଏକି ଏବେ ଖୁବ ସୁନ୍ଦର ଦେଖା ଯାଆନ୍ତି ସେ ପିଲା ବେଳେ ମଧ୍ୟ ସେହିପରି ସୁନ୍ଦର ଥିଲେ ଏବଂ ସେତେବେଳେ ମଧ୍ୟ ଜବରଦସ୍ତ ଅଭିନୟ କରୁଥିଲେ।

Leave a Reply

Your email address will not be published. Required fields are marked *