Humana ସାଗର ଙ୍କ ମା କହିଲେ ହୁମାନ ଶାଶୁର ଅଛି ପରକୀୟା ପ୍ରୀତି,ସେ ଝିଅ ଠାରୁ ବଳିକି…

Spread the love

ପରକୀୟା ପ୍ରୀତି ମୋ ପୁଅର ନାହିଁ। ଯଦି ମୁଁ ଜାଣି ଥାଆନ୍ତି ତାକୁ ଗାଲ ଫଟେଇକି ମାରି ଥାଆନ୍ତି। ମୁଁ ତ ଦେଖିନି ସେଟା।କିନ୍ତୁ ମୁଁ ଦେଖିଛି ତା ଶାଶୁର।ସେ ଗୀତ ଗାଇବାକୁ ଆସିଲେ ଛୁଆକୁ ଧ୍ୟାନ ଦିଏ ନାହିଁ। ଶାଶୁର ସେବା କରେ ନାହିଁ।ତା ସ୍ତ୍ରୀ ମଦ ପିଇକି ଶୋଇଥିବ। ମିଛ ଅଭିଯୋଗ ଲଗାଇଛନ୍ତି ମୋ ପୁଅ ଉପରେ।

ଅଭିଯୋଗ ହୋଇଛି କି ଯୌତୁକ ପାଇଁ ନିର୍ଯାତନା ଦେଉଛନ୍ତି ଶାରୀରିକ ନିର୍ଯାତନା ମଧ୍ୟ ଦେଉଛନ୍ତି।ଏ ସବୁ ମିଛ ଅଭିଯୋଗ। ସୁନା ଗହଣା ଘର ଗାଡ଼ି ସବୁ ତା ନାମରେ ରହିଲା।ଆଉ ଯୌତୁକ ନିର୍ଯାତନା କଣ।ଏଥିରୁ ତ ଆପଣ ମାନେ ଜାଣିବା କଥା।ତେବେ କଣ ପାଇଁ ବିବାଦ ଆରମ୍ଭ ହେଲା। ଘର ଗୋଟିଏ କିଣିବୁ

ବୋଲି ଏତେ କଥା ହେଲା।ମୋ ପୁଅ ଗୀତ ଗାଇ ଯେତେ ପଇସା ରୋଜଗାର କରା ସେ ବିଶ୍ୱାସ କରି ସବୁ ପଇସା ଅନ୍ଧ ଭଳିଆ ଶ୍ରୀୟା ହାତରେ ଦେଲା।ତାର ଘର ଗୋଟିଏ ନାହିଁ। ଭଡ଼ା ଘରେ ରହୁଛି ମୋ ପୁଅ।ଯେତେବେଳେ ଘର କିଣିବା ଠିକ ହେଲା ପଇସା ମାଗିବାକୁ ଶ୍ରୀୟା ଏମିତି ଝଗଡ଼ା କରିକି ପଳେଇ ଯାଇଛି।

ସବୁ ପଇସା ତା ବାପା ମାଆଙ୍କୁ ଦେଇ ଦେଇଛି। ୮ ଦିନରେ ଥରେ ଆସି ସବୁ ପଇସା ନେଲା।ସେଥି ପାଇଁ ଏମିତି ଝଗଡ଼ା ହେଲା। ତାଙ୍କ ଶଶୁର ପରକୀୟାପ୍ରୀତି କଥା କହୁଛନ୍ତି। ପରକୀୟାପ୍ରୀତି ମୋ ପୁଅର ନାହିଁ।ଯଦି ମୁଁ ଜାଣି ଥାଆନ୍ତି ତା ଗାଲ ଫଟେଇ ମାରି ଥାଆନ୍ତି।ମୁଁ ତ ଦେଖିନି କେବେ।କିନ୍ତୁ ମୁଁ ଦେଖିଛି ତା

ଶାଶୁର।ତା ଶାଶୁର ଆଉ ଜଣଙ୍କ ସହ ପରକୀୟା ପ୍ରୀତି ଚାଲିଛି। ଅଭିଯୋଗ ଏହା ମଧ୍ୟ ହୋଇଛି କି ହ୍ୟୁମାନ ତାଙ୍କୁ ମାରି ଦେବା ପାଇଁ ଉଦ୍ୟମ କରିଥିଲେ।ନାହିଁ ଏହା ସମ୍ପୂର୍ଣ୍ଣ ମିଛ କଥା।ଏହା ସହିତ ଧର୍ମ ପରିବର୍ତ୍ତନ ପାଇଁ ମଧ୍ୟ ବାଧ୍ୟ କରା ଯାଇଥିବା ସେ କହିଛନ୍ତି।ନା ଆମେ କେବେ ବି ତାକୁ ଧର୍ମ ପରିବର୍ତ୍ତନ ବିଷୟରେ କିଛି କହି ନାହୁଁ।

ଯଦି ଧର୍ମ ପରିବର୍ତ୍ତନ କରିବାର ଥିଲା ତାହା ହେଲେ ୨୦୧୫ରୁ ସେ ବାହା ହେଲାଣି ଆମେ ତାକୁ ଏତେ ଦିନ କେମିତି ରଖିଲୁ ଘରେ।୮ ବର୍ଷ ଯାଏ ତାକୁ କାହିଁକି ଘରେ ରଖିଲୁ।ଏହା ମିଛ କଥା।ସେ କହିଛନ୍ତି କି ତାଙ୍କୁ ନିର୍ଯାତନା ଦିଆ ଯାଏ। ଶାରୀରିକ ଓ ମାନସିକ ଉଭୟ ନିର୍ଯାତନା ଦିଅନ୍ତି ଆପଣ।ଏମିତି କିଛି ହ୍ୟୁମାନଙ୍କ ମାଆ କହିଥିଲେ।

Leave a Reply

Your email address will not be published. Required fields are marked *