ଓଡ଼ିଆ ହିରୋ ହିରୋଇନ ମାନେ ରାକ୍ଷୀ କିପରି ପାଳନ କଲେ,Sabya ଙ୍କ ଶାଳୀ ଦେଲେ ଏତେ Price ର ରାକ୍ଷୀ ଦେଖିଲେ ଆପଣ ଖୁସି ହେଇଯିବେ

ଆମ ହିନ୍ଦୁ ଶାସ୍ତ୍ରରେ ରାକ୍ଷୀ ପୂର୍ଣ୍ଣିମାର ଏକ ବିଶେଷ ମହତ୍ତ୍ଵ ରହିଛି।ଏହି ଦିବସ ପ୍ରତି ଭାଇ ଓ ପ୍ରତି ଭଉଣୀ ମାନଙ୍କ ପାଇଁ ଏକ ବିଶେଷ ମହତ୍ତ୍ଵ ରଖିଥାଏ।ଏହା ସହିତ ଏହି ଦିବସରେ ସମସ୍ତ ଭଉଣୀ ମାନେ ନିଜର ଭାଇ ହାତରେ ରାକ୍ଷୀ ବାନ୍ଧିଥାନ୍ତି।ଏହା ସହିତ ଏହି ଦିନ ସମସ୍ତ ଲୋକଙ୍କ ପାଇଁ ଏକ ଖାସ ଦିନ ହୋଇଥାଏ।ଭାରତର ସମସ୍ତ ଜାଗାରେ ଏହି ପର୍ବ ପାଳନ ହୋଇଥାଏ।ପ୍ରତ୍ୟେକ ଝିଅ ନିଜର ଭାଇ ହାତରେ ରାକ୍ଷୀ ବାନ୍ଧି ଥାଆନ୍ତି।ଏହା ସହିତ ସେମାନେ ନିଜର ଭାଇକୁ ମିଠା ମଧ୍ୟ ଖୁଆଇ ଥାଆନ୍ତି।

ତେବେ ଏହି ପର୍ବକୁ ଅନେକ ଲୋକ ଖୁବ ଧୁମ ଧାମରେ ପାଳନ କରନ୍ତି।ତେବେ ଏହି ଭଳି ଆମ ଓଡ଼ିଆ ଅଭିନୟ ଜଗତର ସମସ୍ତ କଳାକାର ମାନେ ଏହି ପର୍ବକୁ ଅନେକ ଆନନ୍ଦର ସହିତ ପାଳନ କରିଥାନ୍ତି।ଏହା ସହିତ ଏହି ପର୍ବକୁ ସେମାନେ ଅନେକ ଦିନ ଧରି ମଧ୍ୟ ଅପେକ୍ଷା କରି ରହିଥାନ୍ତି।ଏହି ପର୍ବର ମହତ୍ତ୍ୱ ଅନେକ ଲୋକଙ୍କ ପାଇଁ ରହିଛି।ତେବେ ଏହି ପର୍ବରେ ଝିଅମାନେ ନିଜର ଭାଇ ହାତରେ ରାକ୍ଷୀ ବାନ୍ଧିଥାନ୍ତି ଏହି ଆଶାରେ କି ସେମାନେ ତାଙ୍କର ସମସ୍ତ ଅସୁବିଧାରେ ତାଙ୍କ ସହିତ ରହିବେ ଓ ତାଙ୍କୁ ସମସ୍ତ ପ୍ରକାରର ବିପଦରୁ ରକ୍ଷା କରିବେ।

ତେବେ ଏହି ଭଳି ଏକ ପର୍ବ ଆମ ଓଡ଼ିଆ ତଥା ଆମ ସମଗ୍ର ଭାରତରେ ଅନେକ ଆନନ୍ଦରେ ପାଳନ କରାଯାଏ।ତେବେ ଏହି ପର୍ବ ଅନୁସାରେ ଆମ ଓଡ଼ିଆ ଅଭିନୟ ଜଗତର ସମସ୍ତ କଳାକାର ମାନେ ଅନେକ ଆନନ୍ଦରେ ଏହି ପର୍ବର ପାଳନ କରିଛନ୍ତି।ସର୍ବପ୍ରଥମେ ବାବୁସାନ ଏହି ପର୍ବକୁ ଅନେକ ଆନନ୍ଦର ସହିତ ପାଳନ କରିଥିଲେ।ସେ ନିଜର ଭଉଣୀଙ୍କ ପାଖରୁ ନିଜର ହାତରେ ରାକ୍ଷୀ ବାନ୍ଧିବାର ଫଟୋ ସୋସିଆଲ ମିଡିଆରେ ଛାଡିଥିଲେ।ଏହି ଫଟୋ ବର୍ତ୍ତମାନ ଅନେକ ଭାଇରାଲ ହେଉଛି।

ଏହା ସେହିତ ଅଭିନେତା ଅମ୍ଳାନ ମଧ୍ୟ ଏହି ପର୍ବକୁ ପାଳନ କରିଥିଲେ।ସେ ମଧ୍ୟ ନିଜର ଭଉଣୀ ପାଖରୁ ରାକ୍ଷୀ ବାନ୍ଧିବା ସହିତ ଏହାର ଫଟୋ ସୋସିଆଲ ମିଡିଆରେ ଛାଡିଥିଲେ।ଯାହାକୁ ଅନେକ ଲୋକ ପସନ୍ଦ କରିବା ସହିତ ଲାଇକ ମଧ୍ୟ କରିଥିଲେ।

ଏହା ସହିତ ଅନେକ ଅଭିନେତ୍ରୀ ମାନେ ମଧ୍ୟ ଏହି ପର୍ବରେ ନିଜର ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ।ଏହା ସହିତ ସେମାନେ ମଧ୍ୟ ନିଜର ଏହି ଫଟୋକୁ ସୋସିଆଲ ମିଡିଆରେ ଛାଡିଥିଲେ ଯାହା ଅନେକ ଲୋକଙ୍କ ଦ୍ୱାରା ପସନ୍ଦ ମଧ୍ଯ ହୋଇଥିଲା।

ତେବେ ଏହି ପର୍ବର ମହତ୍ତ୍ୱକୁ ସମସ୍ତେ ବୁଝିବା ସହିତ ସେମାନେ ଏହାକୁ ଅତି ଆନନ୍ଦରେ ପାଳନ କରିଥିଲେ।ଏହା ସହିତ ଏହି ପର୍ବରେ ସେମାନେ ସମସ୍ତେ ଅନେକ ମଜା ମଧ୍ୟ କରିଥିଲେ।ଏହା ସହିତ ସେମାନେ ଅନେକ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଛାଡିଥିଲେ।ଯାହା ଅନେକ ଲୋକଙ୍କ ଦ୍ୱାରା ଅନେକ ମାତ୍ରାରେ ଭାଇରାଲ ମଧ୍ୟ ହୋଇଥିଲା।ତେବେ ଏହି ପର୍ବରେ ଓଡ଼ିଶାର ସମସ୍ତ ଅଭିନେତା ଓ ଅଭିନେତ୍ରୀ ମାନେ ସେମାନଙ୍କର ଭାଇ ଓ ଭଉଣୀଙ୍କ ସହିତ ଅନେକ ଆନନ୍ଦରେ ପାଳନ କରୁଛନ୍ତି।

ତେବେ ସେହି ପରି ଓଡ଼ିଶାର ସୁପରଷ୍ଟାର ସବ୍ୟସାଚୀ ମଧ୍ୟ ଆଜି ରାକ୍ଷୀ ବାନ୍ଧିଥିଲେ,ତାଙ୍କ ଶାଳୀ ତାଙ୍କୁ ଏକ ସୁନ୍ଦର ରାକ୍ଷୀ ଗିଫ୍ଟ ଭାବେ ଦେଇଥିଲେ ,ତେବେ ଏହାର ଦାମ ତ ବହୁତ ଅଟେ କାରଣ ସେଥିରେ ପ୍ରେମ ଓ ଭଲ ପାଇବା ଥିଲା ଯାହା ସବୁ ଭାଇ ଭଉଣୀ ଭିତରେ ରହେ ,ତେବେ ଏହାକୁ ନେଇ ଖୁସି ଥିଲେ ସବୁ ଓ ସେ ନିଯେ ଏହାକୁ ସେୟାର କରିଥିଲେ

ସେହିପରି ଅର୍ଚିତା ମଧ୍ୟ ତାଙ୍କ ଭାଇ ଙ୍କ ହାତରେ ରାକ୍ଷୀ ବାନ୍ଧି ଫୋଟୋ ସେୟାର କରିଥିଲେ ଯାହାକୁ ଅନେକ ଦର୍ଶକ ଭଲ ପାଇଥିଲେ ତେବେ ଆପଣ କିପରି ରାକ୍ଷୀ ପାଳନ କଲେ କମେନ୍ଟ କରିବେ

Leave a Reply

Your email address will not be published. Required fields are marked *