ମାଡି ଆସୁଛି ଅତି ଭୟଙ୍କର ବର୍ଷା,Augast 26 ଯାଏ ଏହି ଜିଲ୍ଲାମାନଙ୍କରେ ପ୍ରବଳ ବର୍ଷା,ମିଳିଲା ଏହି ବଡ ସୂଚନା

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଏକ ବିଶେଷ ଖବର ବିଷୟରେ ଆଲୋଚନା କରିବା।ଏହି ଖବର ବର୍ତ୍ତମାନ ସମୟରେ ଆପଣଙ୍କ ପାଇଁ ଜାଣିବା ନିହାତି ଆବଶ୍ୟକ।ଏବଂ ଏଥିପ୍ରତି ସତର୍କ ଏବଂ ସଜାଗ ରହିବା ମଧ୍ୟ ଅତ୍ୟନ୍ତ ଆବଶ୍ୟକ।ଆପଣ ଏହି ସବୁ ଖବର ପ୍ରତ ସଜାଗ ହେଲେ ଆପଣ ନିଜେ ସୁରକ୍ଷିତ ରହିବା ସହିତ ଆପଣଙ୍କ ପରିବାର ଏବଂ ପଡୋଶୀ ମାନଙ୍କୁ ମଧ୍ୟ ସଚେତନ କରିପାରିବେ।ଆମେ ଆଜି ପାଣିପାଗକୁ ନେଇ କିଛି ବିଶେଷ ଅପଡେଟ ବିଷୟରେ ଜାଣିବା।ପାଣିପାଗର ସୂଚନା ନିଶ୍ଚିତ ଭାବରେ ସମସ୍ତିଙ୍କ ପାଖରେ ରହିବା ଆବଶ୍ୟକ।

ଏହାଦ୍ୱାରା ଆପଣ ଅନେକ କ୍ଷତିରୁ ବଞ୍ଚିପାରିବେ।ଏବଂ ଏହା ଜାଣିବା ଦ୍ୱାରା ଆପଣ ନିଜେ ସତର୍କ ରହିପାରିବେ।ଏଥିପାଇଁ ଅପଣଙ୍କୁ ନଜଜେ ଅଞ୍ଚଳର ପ୍ରତି ସମୟର ପାଣିପାଗର ଜ୍ଞାନ ରହିବା ନିହାତି ଆବଶ୍ୟକ।ଆଜିର ଏହି ଆର୍ଟିକିଲରେ ଆମେ ଓଡିଶାର ବର୍ତ୍ତମାନର ପାଣିପାଗକୁ ନେଇ କିଛି ବଡ଼ ଅପଡେଟ ବିଷୟରେ କଥା ହେବା।ତେବେ ଏହି ବିଷୟରେ ସମ୍ପୂର୍ଣ୍ଣ ସୂଚନା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।

ତେବେ ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ୍ଣ ଖବର।ଏବେ ଏବେ ଆସିଲା ବଡ଼ ଖବର।ତେବେ ମିଳିଥିବା ଖବର ଅନୁସାରେ ଅଗଷ୍ଟ ଶେଷ ବେଳକୁ ଅନ୍ୟ ଏକ ଲଘୁଚାପର ସମ୍ଭାବନା ରହିଛି।ଯାହାଫଳରେ ପ୍ରବଳ ବର୍ଷା ସହିତ ୧୨ଟି ଜିଲାରେ ପ୍ରବଳ ବଜ୍ରପାତର ଆଶଙ୍କା ରହିଛି।ତେବେ ପାଣିପାଗ କେନ୍ଦ୍ର ତରଫରୁ ଏହି ୧୨ଟି ଜିଲ୍ଲାକୁ ଆଗ ସତର୍କତାର ଆଲର୍ଟ ଜାରି ହୋଇଛି।

ଏବେ ଆସନ୍ତୁ କଣ ରହିଛି ଏହାର ସମ୍ପୂର୍ଣ୍ଣ ଖବର ଉପରେ ନଜର ପକାଇବା।ଜାଣିନେବା ଆସୁଥିବା ଲଘୁଚାପଟି କେଉଁ ତାରିଖରେ ଆସିବ ଏବଂ ଏହାର ପ୍ରଭାବରେ କେଉଁ ସବୁ ଜିଲ୍ଲାରେ ବର୍ଷା ଏବଂ ବଜ୍ରପାତ2ର ଆଶଙ୍କା ରହିଛି।ଚଳିତ ମାସ ୧୭ ତାରିଖରେ ବଙ୍ଗୋପ ସାଗରରେ ହୋଇଥିବା ଲଘୁଚାପ ଯୋଗୁଁ ନିଆଣ୍ଟିଆ ବର୍ଷା ସ୍ଥିତିରେ କିଛିଟା ଉର୍ଣ୍ଣତ୍ତି ଆସିଛି।

ତେବେ ଏହି ଲଘୁଚାପ ପ୍ରଭାବରେ ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ ପ୍ରବଳ ବର୍ଷା ହୋଇଛି।ଘରୋଇ ପାଣିପାଗର ପୂର୍ବାନୁମାନ ଅନୁସାରେ ଆସନ୍ତା ୨୭ ଏବଂ ୨୮ ବେଳକୁ ବଙ୍ଗୋପ ସାଗରରେ ଅନ୍ୟ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି।ଏହି ଲଘୁଚାପ କ୍ଷେତ୍ରରେ ଦକ୍ଷିଣ ଓଡିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶରେ ସୃଷ୍ଟି ହେବ।

ପୂର୍ବ ଲଘୁଚାପ ଭଳି ଏହି ଲଘୁଚାପ ମଧ୍ୟ ସାମାନ୍ୟ ଦୁର୍ବଳ ରହିବ।ଏହା ସତ୍ୱେ ଲଘୁଚାପ ପ୍ରଭାବରେ ଓଡିଶାରେ ଭଲ ବର୍ଷା ହେବାର ସମ୍ଭାବନା ରହିଛି।ଫଳରେ ଅଗଷ୍ଟରେ ଦେଖାଦେଇଥିବା ବର୍ଷା ନିଅଣ୍ଟ ଆହୁରି ଦୂର ହେବାର ସମ୍ଭାବନା ରହିଛି।ଚଳିତ ଅଗଷ୍ଟ ମାସ ଗତ କିଛି ଦଶନ୍ଧି ମଧ୍ୟରେ ଏକ ଶୁଖିଲା ମାସରେ ପରିଣତ ହୋଇଛି।

ହେଲେ ମାସର ଦ୍ୱିତୀୟ ଭାଗରେ ହୋଇଥିବା ବର୍ଷା ନିଅଣ୍ଟ ପରିମାଣକୁ କିଛିଟା କମେଇଦେଇଛି।ଅଗଷ୍ଟ ୧ରୁ ୧୮ ମଧ୍ୟରେ ହାରାହାରି ୧୫୯.୯ ମିଲିମିଟର ବର୍ଷା ହୋଇଥାଏ।କିନ୍ତୁ ଚଳିତ ବର୍ଷ ଅଗଷ୍ଟର ଏହି ସମୟରେ ଦେଶରେ ମାତ୍ର ୧୧୦ ମିଲିମିଟର ବର୍ଷା ହୋଇଛି।ଯାହାକି ୩୧ ପ୍ରତିଶତ କମ।ତେବେ ଆସୁଥିବା ଲଘୁଚାପ ବର୍ଷା ନିଅଣ୍ଟକୁ ଦୂର କରିବ।

Leave a Reply

Your email address will not be published. Required fields are marked *