ମାମୁଁ ହେଲେ ଓଡ଼ିଆ ହିରୋ Sabyasachi Mishra,ସବ୍ୟଙ୍କ ଘରେ ଏକାବେଳେ ଜନ୍ମ ହେଲେ 4ଟି ଝିଅ,ଆଉ ତାପରେ ଅର୍ଚିତା ଯାହା କହିଲେ ଆପଣ ମଧ୍ୟ କହିବେ ସାବାସ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରି ଜଗତର ଏକ ବିଶେଷ ଖବର ବିଷୟରେ ଜାଣିବା।ଯଦି ଆପଣ ଓଡିଶା ବାସୀ ଅଟନ୍ତି ତେବେ ଓଡ଼ିଆ ଫିଲ୍ମ ତ ନିଶ୍ଚୟ ଭାବରେ ଦେଖୁଥିବେ।ଏବଂ ଏହାକୁ ପସନ୍ଦ ମଧ୍ୟ କରୁଥିବେ।ବର୍ତ୍ତମାନ ସମୟରେ ଓଡ଼ିଆ ଫିଲ୍ମକୁ ଦର୍ଶକ ଅନେକ ମାତ୍ରା ପସନ୍ଦ କରୁଛନ୍ତି।ଏହି ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଅନ୍ୟତମ ତାରକା ହେଉଛନ୍ତି ସବ୍ୟସାଚୀ ମିଶ୍ର।ଆପଣ ସବ୍ୟସାଚୀ ମିଶ୍ରଙ୍କୁ ତ ନିଶ୍ଚୟ ଭାବରେ ଜାଣିଥିବେ।ସେ ଜଣେ ପ୍ରସିଦ୍ଧ ତାରକା ଅଟନ୍ତି।ଅନେକ ଲୋକ ତାଙ୍କୁ ପସନ୍ଦ କରିଥାନ୍ତି।

ସବ୍ୟସାଚୀ ଯେତେ ସୁନ୍ଦର ଅଭିନୟ କରିଥାନ୍ତି ସେ ବାସ୍ତବ ଦୁନିଆରେ ମଧ୍ୟ ସେହିଭଳି ସୁନ୍ଦର ଚରିତ୍ର ଅଟନ୍ତି।ଏହା କାରଣଯେ ଲୋକ ତାଙ୍କୁ ପ୍ରଶଂସା କରିବା ସହିତ ସନ୍ମାନ ଦେଇଥାନ୍ତି।ସବ୍ୟସାଚୀ ମିଶ୍ର ଅନେକ ହିଟ ଫିଲ୍ମ ଦେଇଛନ୍ତି।ସେ ଖୁବ କମ ସମୟ ମଧ୍ୟରେ ଅନେକ ଲୋକ ପ୍ରିୟତା ହାସଲ କରିପାରିଥିଲେ।ଏଥିପାଇଁ ତାଙ୍କର ଫ୍ୟାନ ବେଶ ମଧ୍ୟ ଅଧିକ ରହିଛି।ତାଙ୍କ ଫ୍ୟାନ ମାନେ ତାଙ୍କୁ ସବୁ ସ୍ଥାନରେ ସପୋର୍ଟ କରିଥାନ୍ତି।

ବର୍ତ୍ତମାନ ସମୟରେ ସବ୍ୟସାଚୀ ମିଶ୍ରଙ୍କ ଠାରୁ ଏକ ଅତ୍ୟନ୍ତ ଖୁସିର ଖବର ସାମ୍ନାକୁ ଆସିଛି।ତେବେ ଏହି ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା କଣ ରହିଛି ଏହି ଖୁସି ଖବର।ଯେଉଁ ଖବର ବର୍ତ୍ତମାନ ସମୟରେ ସାମ୍ନାକୁ ଆସିଛି ସେହି ଅନୁସାରେ ମାମୁ ହେଲେ ସବ୍ୟସାଚୀ।ଓଡିଶାରେ ଘଟିଲା ଭାରତୀୟ ଚିକିତ୍ସା ଇତିହାସର ଏକ ବିରଳ ମୁହୂର୍ତ୍ତ।

ଏକା ଥରେ ଜନ୍ମ ନେଲେ ଚାରୋଟି ଲକ୍ଷ୍ମୀ ଏବଂ ମାମୁଁ ହେଲେ ସବ୍ୟସାଚୀ।ତାଙ୍କ ଭଉଣୀ ଏକାଥରେ ଚାରୋଟି ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଛନ୍ତି।ଏହି ଘଟଣା ସମସ୍ତିଙ୍କ ମୁଖରେ ହାସ ଭରିଦେଇଛି।ଏବଂ ସବ୍ୟସାଚୀଙ୍କ ସମସ୍ତ ଫ୍ୟାନ ମାନେ ଏଥିପାଇଁ ନିଜର ଅନେକ ଅନେକ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଇଛନ୍ତି।ଏବଂ ଏହା ଓଡିଶା ଇତିହାସରେ ଏକ ବିରଳ ମୁହୂର୍ତ୍ତ ଅଟେ ଯେ ଏକା ସାଙ୍ଗରେ ଚାରୋଟି ଶିଶୁ କନ୍ୟାଙ୍କୁ ଜନ୍ମ ଦେଲେ ସବ୍ୟଙ୍କ ଭଉଣୀ।

ସମଗ୍ର ଓଡିଶା ବାସୀ ମଧ୍ୟ ଏହି ଖବର ଶୁଣି ଅତ୍ୟନ୍ତ ଖୁସି ଅଛନ୍ତି ଏବଂ ଅଭିନନ୍ଦନ ଜଣାଇଛନ୍ତି।ସମସ୍ତ ନ୍ୟୁଜ ଏବଂ ମିଡିଆ ହାଉସରେ ଏହି କଥାର ଚର୍ଚ୍ଚା ଚାଲିଛି।ଏହି ଘଟଣା ପାଇଁ ସମସ୍ତେ ବହୁତ ଖୁସି ଅଛନ୍ତି।ଏବଂ ଏହି ଘଟଣା ପାଇଁ ଅଭିନେତା ସବ୍ୟସାଚୀ ମଧ୍ୟ ଏତେ ଖୁସି ଅଛନ୍ତିଯେ ନିଜର ସୋସିଆଲ ମିଡିଆରେ ଏହି ଖୁସି ଖବର ସେ ନିଜର ଦର୍ଶକ ଏବଂ ଫ୍ୟାନ ମାନଙ୍କୁ ଜଣାଇଛନ୍ତି।ତାଙ୍କ ଭଉଣୀଙ୍କୁ ମଧ୍ୟ ସେ ଏଥିପାଇଁ ଅଭିନନ୍ଦନ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *