Bastu Tips: ଗାଈର ପାଦତଳ ମାଟି ଆପଣଙ୍କୁ କରିବ ଲକ୍ଷ ପତି,କେବଳ ଏହି ଉପାୟ ଜୀବନରେ ଥରେ କରିଦିଅନ୍ତୁ ଆଉ ଜୀବନସାରା ପଇସା ଅଭାବ ରହିବ ନାହିଁ

Spread the love

ଗୋମାତାଙ୍କୁ ଆମ ହିନ୍ଦୁ ଶାସ୍ତ୍ରରେ ଅନେକ ମହତ୍ତ୍ଵ ଦିଆଯାଇଛି। ଗାଈ ମାନଙ୍କୁ ଆମେ ପୂଜା କରିଥାଉ।ଆମେ ସେମାନଙ୍କୁ ନିଜର ମାତା ରୂପରେ ମଧ୍ୟ ସ୍ବୀକାର କରିଥାଉ।ତେବେ ହିନ୍ଦୁ ଶାସ୍ତ୍ରରେ ଗାଈ ମାନଙ୍କର ଅନେକ ମହତ୍ତ୍ଵ ରହିଛି।ଆମେ ଗାଈ ମାନଙ୍କ କ୍ଷୀରକୁ ଅନେକ ପ୍ରକାରର ପୂଜା ପର୍ବରେ ଭଗବାନଙ୍କ ଉପରେ ଅର୍ପଣ କରିଥାଉ।ଏହା ସହିତ ଭଗବାନ ଶିବଙ୍କ ଉପରେ ଗାଈର କ୍ଷୀର ଅର୍ପଣ କରିବା ଫଳରେ ଅନେକ ପୁଣ୍ୟ ମିଳିଥାଏ।ଏହା ସହିତ ଗାଈର ପାଦ ଧୂଳିକୁ ଆମେ କିଛି ଉପାୟ କରିବା ଫଳରେ ଏହା ଆମକୁ ଅନେକ ଲାଭ ଦେଇପାରେ।

ଆମ ଭାରତରେ ଏପରି ମଧ୍ୟ ଏକ ପରମ୍ପରା ରହିଛି କି ଆମେ ଯେତେବେଳେ କୌଣସି କାର୍ଯ୍ୟ ପାଇଁ ବାହାରକୁ ଯାଇଥାଉ ସେହି ସମୟରେ ଆମେ ଯଦି ଗାଈର ମୁହଁରେ ହାତ ମାରି ଯାଉ ତେବେ ଆମେ ଯେଉଁ କାର୍ଯ୍ୟରେ ଯାଇଥାଉ ସେହି ସମସ୍ତ କାର୍ଯ୍ୟ ସଫଳ ହୋଇଥାଏ।ଏହା ସହିତ ଆମେ ଯଦି କୌଣସି ଅସୁବିଧାରୁ ବାହାରି ନପାରି ଥାଉ ଅଥବା କୌଣସି ମହିଳା ଯଦି ଗର୍ଭ ଧାରଣ କରିବାରେ ଅସମର୍ଥ ହେଉଥାନ୍ତି ତେବେ ଏହି ସମସ୍ତ ସମସ୍ୟାର ସମାଧାନ କରିବା ପାଇଁ ଆମେ ଗୋ ମାତାଙ୍କ ପାଦ ଧୂଳି ବ୍ୟବହାର କରି ପାରିବା।

ବିଜ୍ଞାନର କହିବା ଅନୁସାରେ ଗାଈ ଏପରି ଏକ ପଶୁ ଯାହା ନିଶ୍ବାସରେ ଅମ୍ଳଜାନ ନେଇଥାଏ ଓ ଅମ୍ଳଜାନ ମଧ୍ୟ ଛାଡ଼ିଥାଏ।ତେବେ ଗାଈର ଉପକାରିତା ମଧ୍ୟ ଅନେକ ରହିଛି।ଯାହାକୁ ଆମେ ଏପରି ଭାବରେ ସହଜରେ ବର୍ଣ୍ଣନା କରି ପାରିବା ନାହିଁ।ଏହା ସହିତ ଗାଈର ମୂତ୍ରରେ ଅନେକ ପ୍ରକାରର ଔଷଧୀୟ ଗୁଣ ରହିଥାଏ।ଏହା ସହିତ ଗାଈର ମଳକୁ ଆମେ କ୍ଷେତରେ ସାର ଭାବରେ ମଧ୍ୟ ବ୍ୟବହାର କରିଥାଉ।

ଏହାକୁ ଆମେ କୌଣସି ସ୍ଥାନକୁ ପବିତ୍ର କରିବା ପାଇଁ ମଧ୍ୟ ବ୍ୟବହାର କରିଥାଉ।ତେବେ ଗାଈର ଆମ ପାଇଁ ଏପରି ଅନେକ ଉପକାରିତା ରହିଛି।ଯଦି ଆପଣ କୌଣସି ସ୍ଥାନରେ ଗାଈକୁ ଗୁଡ଼ ଖାଇବା ପାଇଁ ଦେଇଥାନ୍ତି ତେବେ ଆପଣଙ୍କର ଅନେକ ସମସ୍ୟା ଦୂର ହୋଇ ଯାଇଥାଏ।ଏହା ସହିତ ଆପଣଙ୍କର ସମସ୍ତ ସ୍ଵାସ୍ଥ୍ୟ ସମସ୍ୟା ଦୂର ହୋଇ ଯାଇଥାଏ।ତେଣୁ ଆପଣ ମାନେ ଗାଈକୁ ଖାଇବାକୁ ଦେବା ଆବଶ୍ୟକ।

ଏହା ସହିତ ଆପଣ ଯଦି ନିଜର ଘରେ କୌଣସି ଗାଈକୁ ଖାଇବାକୁ ଦେଇଥାନ୍ତି ତେବେ ଆପଣଙ୍କର ପରିବାରର ଅନେକ ଉପକାର ହୋଇଥାଏ ଓ ଆପଣଙ୍କର ସମସ୍ତ ସମସ୍ୟା କ୍ଷଣକ ମଧ୍ୟରେ ଶେଷ ହୋଇ ଯାଇଥାଏ।ଏହା ସହିତ ଆପଣ କୌଣସି କାର୍ଯ୍ୟ କରିବା ପୂର୍ବରୁ ଯଦି ଗାଈର ବୋବାଇବା ଶବ୍ଦ ଶୁଣି ବାହାରକୁ ଯାଇଥାନ୍ତି।ତେବେ ଆପଣଙ୍କର ସେହି ସମସ୍ତ କାର୍ଯ୍ୟ ସଫଳତାର ସହିତ ସମ୍ପୂର୍ଣ୍ଣ ହୋଇଥାଏ।

ଏହ ସହିତ ଆପଣ ଯଦି ଗାଈର ପାଦ ତଳୁ ମାଟି ଆଣି ଏହାକୁ ଗଙ୍ଗା ପାଣିରେ ଓଦା କରି ଏହାକୁ ଆପଣ ଏକ କପଡ଼ାରେ ଗୁଡ଼ାଇ ଆପଣ ଏହାକୁ ନିଜର ତକିଆ ତଳେ ରଖିବେ ଓ ଆପଣ ଏହାକୁ ଏହାର ପରଦିନ ନେଇ ଅସ୍ଵସ୍ଥ ଗଛ ମୂଳରେ ଅର୍ପଣ କରିବେ ଏପରି ୧୫ ଦିନ କରିବା ଫଳରେ ଆପଣଙ୍କର ସମସ୍ତ ସମସ୍ୟା ଶେଷ ହୋଇଯିବ।

Leave a Reply

Your email address will not be published. Required fields are marked *