ସାଧାରଣ ଜ୍ଞାନ ପ୍ରଶ୍ନ ଓ ଉତ୍ତର – କେଉଁ ଗଛର ଆମେ ଫୁଲ,ଫଳ,କାଣ୍ଡ ଓ ପତ୍ର ସବୁ ଖାଇଥାଉ ବୁଦ୍ଧିମାନ skilful ଲୋକ ସଠିକ ଉତ୍ତର ଦେବେ…

Spread the love

ଆଜି କିଛି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଓ ତାହାର ଉତ୍ତର ନେଇକି ଆସିଛୁ। ତେବେ ଏମିତି କିଛି ପ୍ରଶ୍ନ ଆପଣଙ୍କର ପରୀକ୍ଷାରର ଆସିପାରେ। ଏମିତି କିଛି ପ୍ରଶ୍ନ ଓ ତାହାର ଉତ୍ତର ଜାଣିଲେ ଆପଣ ଅନେକ କ୍ଷେତ୍ରରେ ଆଗକୁ ଯିବେ। କିଛି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଓ ଉତ୍ତର ନେଇକି ଆସିଛୁ। ତେବେ ଅନେକ କ୍ଷେତ୍ରରେ ଏମିତି କିଛି ପ୍ରଶ୍ନ ଆସିପାରେ।

ତେବେ ଏହା ପଢି ସାରି ଆପଣଙ୍କୁ କିପରି ଲାଗିଲା ତାହା କମେଣ୍ଟ ରେ ଜଣେଇ ପାରିବେ।ପ୍ରଥମ ପ୍ରଶ୍ନ: (୧) “ଆରାମ ହାରାମ ହୈ” କାହାର ମତ ଥିଲା? ଉତ୍ତର:ଜବାହାରଲାଲ ନେହେରୁ। ପରବର୍ତ୍ତୀ ପ୍ରଶ୍ନ:(୨) ଅମ୍ଳଜାନ କିଏ ଆବିଷ୍କାର କରିଥିଲେ? ଉତ୍ତର: ଜେ.ବି. ଫ୍ରିଷ୍ଟେଲ।ପରବର୍ତ୍ତୀ ପ୍ରଶ୍ନ: (୩) ଅଶୋକ ଚକ୍ରରେ କେତୋଟି ଅର ଅଛି? ଉତ୍ତର:୨

୪। ପରବର୍ତ୍ତୀ ପ୍ରଶ୍ନ:(୪) ଇ-ମେଲ କେଉଁ ମସିହାରୁ ଆରମ୍ଭ ହୋଇଥିଲା? ଉତ୍ତର: ୧୯୭୧।ପରବର୍ତ୍ତୀ ପ୍ରଶ୍ନ: (୫) ଦିଆସିଲ କାଠିର ବାରୁଦରୁ ମୂଖ୍ୟତଃ କଣ ଥାଏ? ଉତ୍ତର: ସଲଫର। ପରବର୍ତ୍ତୀ ପ୍ରଶ୍ନ: (୬) କାଚକୁ କାଟିବା ପାଇଁ କଣ ବ୍ୟବହାର କରାଯାଏ? ଉତ୍ତର:ହୀରା।ପରବର୍ତ୍ତୀ ପ୍ରଶ୍ନ: (୭) ଭୂଗୋଳ ଶବ୍ଦଟି କେଉଁ ଶବ୍ଦରୁ ଆସିଅଛି? ଉତ୍ତର:ଗ୍ରୀକ।

ପରବର୍ତ୍ତୀ ପ୍ରଶ୍ନ: (୮) କାଶ୍ମୀରରୁ କନ୍ୟାକୁମାରୀର ଦୂରତା ପ୍ରାୟ କେତେ କିଲୋମିଟର? ଉତ୍ତର: ୩୦୨୯ କି.ମି.।ପରବର୍ତ୍ତୀ ପ୍ରଶ୍ନ:(୯) ‘ଭୂ’ ଅର୍ଥ ପୃଥିବୀ ଓ ‘ଗୋଳ’ର ଅର୍ଥ କଣ? ଉତ୍ତର: ବର୍ଣ୍ଣନା। ପରବର୍ତ୍ତୀ ପ୍ରଶ୍ନ: (୧୦) କେଉଁ ଗଛର ଆମେ ଫୁଲ,ଫଳ,କାଣ୍ଡ ଓ ପତ୍ର ସବୁ ଖାଇଥାଉ? ଉତ୍ତର: କଖାରୁ ଗଛ।

Leave a Reply

Your email address will not be published. Required fields are marked *