ଅଭିନେତାରୁ ଆର୍ମି ଅଫିସର ବନିଲେ ଆପଣଙ୍କର ପ୍ରିୟ ନେତା Sidhantaa ମହାପାତ୍ର,ଆଉ କହିଲେ ଏଭଳି…

Spread the love

ଜଣେ ଗେଷ୍ଟ ଅଛନ୍ତି ଆଉ ସେ ହଉଛନ୍ତି ଜିତୁ ସାର। ତ ଜିତୁ ସାରଙ୍କୁ ମୁଁ ଏବେ ଷ୍ଟେଜ ଉପରକୁ ଡାକିବି। ଜିତୁ ସାର ପ୍ଲିଜ ଆପଣ ଷ୍ଟେଜ ଉପରକୁ ଆସନ୍ତୁ ଆଉ ଆସିକି କିଛି କୁହନ୍ତୁ ଆଉ ଆମେ ତାଙ୍କ ହାତରୁ କିଛି ଉନ୍ମଚୋନ ମଧ୍ୟ କରିବୁ ଏବଂ ଜିତୁ ଭାଇନା ସହିତ ମୁଁ ଆଉ ଜଣଙ୍କୁ ମଧ୍ୟ ଏଠାକୁ ଆସିବାକୁ ଅନୁରୋଧ କରିବି

ସ୍ଵେତାଙ୍କୁ ମଧ୍ୟ ମୁଁ ଅନୁରୋଧ କରିବି ଯେ ପ୍ଲିଜ ଆପଣ ମଧ୍ୟ ଆମ ପାଖରେ ଆସି ଉପସ୍ଥିତ ରୁହନ୍ତୁ ଆଉ ତା ସହିତ ମୁଁ ନେଚର ଗ୍ରୁପର ଜଣଙ୍କୁ ଇନଭାଇଟ କରିବି।ଡାଇରେକ୍ଟର ଅଫ ନେଚର ଗ୍ରୁପ ମାଡ଼ମଙ୍କୁ ମୁଁ ଅନୁରୋଧ କରିବି ସେ ମଧ୍ୟ ମଞ୍ଚ ଉପରକୁ ଆସି ଆମ ସହିତ ଉପସ୍ଥିତ ରୁହନ୍ତୁ। ତ ଚାଲନ୍ତୁ ଆମେ ଦେଖିବା

ସିଦ୍ଧାନ୍ତ ଭାଇ କଉ ଲୁକ ଆପଣେଇଛନ୍ତି ଆଉ ଆମେ ଅଗଷ୍ଟ ମାସ ପାଇଁ ବହୁତ ବହୁତ ଉତ୍ସାହିତ ଅଛୁ।ତେଣୁକରି ସ୍ମିତା ମାଡମଙ୍କୁ ମୁଁ ଧନ୍ୟବାଦ ଦେବି ତାଙ୍କର ସହଯୋଗ ପାଇଁ।ତ ଏବେ ସିଦ୍ଧାନ୍ତ ଭାଇଙ୍କୁ ମୁଁ ଅନୁରୋଧ କରିବି ଏବେ ଆମର କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ। ତେଣୁକରି କାଉଁଟ ଡ଼ାଉନ ଆରମ୍ଭ

୩, ୨, ୧ ଦେଖନ୍ତୁ କେମିତି ଦେଖା ଯାଉଛନ୍ତି ସିଦ୍ଧାନ୍ତ ସାର।ତ ଯେମିତିକି ଆପଣ ମାନେ ସମସ୍ତେ ଜାଣିଥିବେ ଆମେ ଏହି ବର୍ଷ ଆଜାଦିକା ଅମ୍ରିତ ମହୋତ୍ସବ ପାଳନ କରୁଛନ୍ତି।୭୫ ବର୍ଷର ସ୍ଵାଧୀନତା ଦିବସ ଆମେ ପାଳନ କରୁଛନ୍ତି। ତ ଏଠାରେ ମୁଁ କହି ପାରିବି ଯେ ସିଦ୍ଧାନ୍ତ ଭାଇଙ୍କ ଠାରୁ ଆଉ ଅଧିକ ଭଲ ଲୁକ କେହି କ୍ୟାରି କରୁ ନାହାନ୍ତି।

ସିଦ୍ଧାନ୍ତ ଭାଇଙ୍କୁ ଆମେ ଅନେକ ସମୟରେ ପୋଲିସ ବେଶରେ ଦେଖିଛନ୍ତି ଆଉ ମଧ୍ୟ ଅନେକ ଅନେକ ବେଶରେ ଦେଖିଛନ୍ତି ହେଲେ ଏବେ ଏଠାରେ ସେ ଫ୍ଲାଇଙ୍ଗ ଅଫିସର ଭାବରେ ଡ୍ରେସ ପରିଧ୍ୟାନ କରିଛନ୍ତି। ତ ଏହି ଜାଗାରେ ଆମେ ସିଦ୍ଧାନ୍ତ ଭାଇଙ୍କର ଭିଜନକୁ ରିଲେଟ କରି ପାରୁଛୁ। ଏମିତି କିଛି ସେ କହିଥିଲେ।

Leave a Reply

Your email address will not be published. Required fields are marked *