ଏବେ କିପରି ଅହସାନଟି ଓଡ଼ିଆ ସିଙ୍ଗର ଶକ୍ତି ମିଶ୍ର – ମେଡିକାଲ ରେ କିପରି ଜୀବନ ବିତୁଛି ଓ ଡାକ୍ତର କଣ କହିଲେ ଜାଣିରଖନ୍ତୁ ଏବେ

Spread the love

ନବେ ଦଶକର ପ୍ରତିଷ୍ଠିତ ସଙ୍ଗୀତଜ୍ଞ ଶକ୍ତି ମିଶ୍ରଙ୍କର ଅବସ୍ଥା ଏବେ ସଙ୍କଟାପନ୍ନ ରହିଛି।ଆଜି ପର୍ଯ୍ୟନ୍ତ ଓଡ଼ିଆ ସଙ୍ଗୀତ ଜଗତକୁ ସେ ଦେଇଥିବା ଅବଦାନ ଅତୁଳନୀୟ।ସେ ନିଜର ଦକ୍ଷତା ମାଧ୍ୟମରେ ଜୀବନରେ ଅନେକ ସଫଳତା ପ୍ରାପ୍ତ କରିଛନ୍ତି।ସେ ନିଜର ସଙ୍ଗୀତ ମାଧ୍ୟମରେ ଓଡ଼ିଶାର ଘରେ ଘରେ ନିଜକୁ ପରିଚିତ କରାଇ ପାରିଛନ୍ତି।ଏହା ସହିତ ସେ ନିଜର ଅନେକ ସଙ୍ଗୀତକୁ ସୁପରହିଟ କରାଇ ପାରିଥିଲେ।ତାଙ୍କର ସଙ୍ଗୀତ ଓଡ଼ିଶାର ପ୍ରତ୍ୟେକ ଲୋକଙ୍କ ପାଇଁ ସର୍ବଦା ସ୍ମରଣୀୟ ହୋଇ ରହିଛି।

ଏହା ସହିତ ସେ ନିଜର ସଙ୍ଗୀତ ମାଧ୍ୟମରେ ସମସ୍ତଙ୍କୁ ମତୁଆଲା ହେବା ପାଇଁ ବାଧ୍ୟ କରି ଦେଉଥିଲେ।ଏହା ସହିତ ସେ ଅନେକ ସଙ୍ଗୀତ ଲୋକମାନଙ୍କୁ ଭେଟି ଦେଇଛନ୍ତି ଯାହା ଫଳରେ ଓଡ଼ିଶାର ପ୍ରତ୍ୟେକ ଲୋକ ତାଙ୍କୁ ସର୍ବଦା ସ୍ମରଣ ରଖିବେ।ତେବେ ସେ ନିଜର ଦକ୍ଷତା ତଥା ନିଜର ସଙ୍ଗୀତ ଗାଇବାର କଳା ମାଧ୍ୟମରେ ନିଜର ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି।ଏହି କିଛି ଦିନ ତଳେ ତାଙ୍କର ସ୍ଵାସ୍ଥ୍ୟ ଅବସ୍ଥା କିଛିଟା ଗୁରୁତର ହୋଇପଡ଼ିଥିଲା।ଫଳରେ ତାଙ୍କର ପରିବାର ଲୋକ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

ତେବେ ତାଙ୍କ ସ୍ଵାସ୍ଥ୍ୟ ଅବସ୍ଥାରେ କିଛି ସୁଧାର ଦେଖାଯାଉ ନାହିଁ।ତାଙ୍କର ସ୍ବାସ୍ଥ୍ୟାବସ୍ଥା ଏବେ ଗୁରୁତର ହେବାରେ ଲାଗିଛି।ତେବେ ବର୍ତ୍ତମାନ ଡକ୍ଟରଙ୍କ କହିବା ଅନୁସାରେ ତାଙ୍କର ସ୍ବାସ୍ଥ୍ୟରେ କିଛି ପରିବର୍ତ୍ତନ ଦେଖାଯାଉନାହିଁ।ସମସ୍ତ ପ୍ରୟାସ ପରେ ମଧ୍ୟ ତାଙ୍କର ସ୍ଵାସ୍ଥ୍ୟ ଅବସ୍ଥା ବର୍ତ୍ତମାନ ସଙ୍କଟାପନ୍ନ ରହିଛି।ନବେ ଦଶକରେ ନିଜର ସଙ୍ଗୀତ ମାଧ୍ୟମରେ ଓଡ଼ିଆ ସଙ୍ଗୀତ ଜଗତରେ ରାଜ କରୁଥିବା ଶକ୍ତି ମିଶ୍ର ଆଜି ଶକ୍ତି ହିନ ହୋଇ ପଡିଛନ୍ତି।ତେବେ ସେ ବର୍ତ୍ତମାନ ମୃତ୍ୟୁ ସହିତ ସଂଘର୍ଷ କରୁଥିବା ଜଣା ପଡ଼ିଛି।

ସେ ଅନେକ ଦିନ ହେବ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।କିନ୍ତୁ ଏହା ପରେ ମଧ୍ୟ ତାଙ୍କର ସ୍ଵାସ୍ଥ୍ୟ ଅବସ୍ଥାରେ କୌଣସି ସୁଧାର ଆସୁନାହିଁ।ଯାହା ଫଳରେ ଡକ୍ଟରଙ୍କ ସହିତ ତାଙ୍କର ପରିବାର ଲୋକ ମାନେ ଅନେକ ଚିନ୍ତା ଗ୍ରସ୍ତ ଅଛନ୍ତି।ତେବେ ତାଙ୍କର ଏପରି ଅବସ୍ଥା ଫଳରେ ବର୍ତ୍ତମାନ ଓଡ଼ିଶାର ସମସ୍ତ ଲୋକ ଚିନ୍ତିତ ଅଛନ୍ତି।ତାଙ୍କ ଭଳି ଜଣେ ପ୍ରତିଭା ସମ୍ପର୍ଣ୍ଣ ବ୍ୟକ୍ତିଙ୍କର ଏହି ଭଳି ଅବସ୍ଥା ଯେ କୌଣସି ବ୍ୟକ୍ତିକୁ ଅସ୍ଥିର କରିଦେବ।ତେବେ ତାଙ୍କ ଭଳି ସଙ୍ଗୀତ କାର ଓଡ଼ିଶା ପାଇଁ ବରଦାନ ସଦୃଶ।ଫଳରେ ତାଙ୍କ ପାଇଁ ଓଡ଼ିଶାର ଅନେକ ଲୋକ ଚିନ୍ତିତ ଅଛନ୍ତି।

ସେ ନିଜର ସଙ୍ଗୀତ ଗାଇବାର କଳା ମାଧ୍ୟମରେ ନିଜର ଯେଉଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ତାହା ହୁଏତ ଆଉ କେହି କରି ପାରିବେ ନାହିଁ।ଏହା ସହିତ ସେ ଯେଉଁ ଯେଉଁ ସଙ୍ଗୀତ ମାନ ଓଡ଼ିଆ ସଙ୍ଗୀତ ଜଗତକୁ ଭେଟି ଦେଇଛନ୍ତି ତାହା ସର୍ବଦା ସ୍ମରଣୀୟ ହୋଇ ରହିବ।ସେ ଅନେକ ଫିଲ୍ମରେ ମଧ୍ୟ ନିଜର କଣ୍ଠ ଦାନ କରିଛନ୍ତି।ଏହା ସହିତ ସେ ଅନେକ ଭଜନ ମଧ୍ୟ ଗାନ କରିଛନ୍ତି।ଏହା ସହିତ ବର୍ତ୍ତମାନ ତାଙ୍କର ଆସୁ ଆରୋଗ୍ୟ ନିମନ୍ତେ ବର୍ତ୍ତମାନ ସମସ୍ତ ଲୋକ ଭଗବାନ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି।ତେବେ ତାଙ୍କର ଏହି ଭଳି ପରିସ୍ଥିତି ପାଇଁ। ବର୍ତ୍ତମାନ ଓଡ଼ିଶାର ସମସ୍ତ ଲୋକ ଦୁଃଖିତ ଅଛନ୍ତି।

Leave a Reply

Your email address will not be published. Required fields are marked *