Sambalpur ରେ ନିଜ ଭକ୍ତଙ୍କୁ ଯେବେ ବଞ୍ଚାଇଲେ ନାଗ ଦେବତା,ମନ୍ଦିର ରେ ହେଲା ଏପରି ଯେ ଲୋକ ମାନେ ହେଇଗଲେ ଭକ୍ତିମୟ

Spread the love

ଆମେ ସମସ୍ତେ ଭଗବାନ ଶିବଙ୍କ କୃପା ଓ କ୍ରୋଧ ଉଭୟ ବିଷୟରେ ଅନେକ କଥା ସୁଣିଛେ।ତେବେ ଆମେ ବର୍ତ୍ତମାନ ଭଗବାନ ଶିବଙ୍କ ଏକ କାହାଣୀ ସମ୍ପର୍କରେ ବର୍ତ୍ତମାନ ଆଲୋଚନା କରିବା।ସୂଚନା ଅନୁସାରେ ବିହାରର ଏକ ଛୋଟ ଗ୍ରାମରେ ଏକ ବହୁତ ପୁରୁଣା ଭଗବାନ ଶିବଙ୍କ ମନ୍ଦିର ରହିଥିଲା।ଏହି ମନ୍ଦିରର କବାଟ ଅନେକ ବର୍ଷ ହେବ ସେପରି ଭାବରେ ବନ୍ଦ ଥିଲା ଏହାକୁ କେହି ଖୋଲିବା ପାଇଁ ସାହାସ ମଧ୍ୟ କରୁ ନଥିଲେ।

କାରଣ ଏହି ମନ୍ଦିର ବିଷୟରେ କିଛି ବହୁତ ବଡ଼ କଥା ସେହି ଅଞ୍ଚଳରେ ପ୍ରଚାରିତ ଥିଲା।ଏହା ସହିତ ସେହି ଅଞ୍ଚଳର ଲୋକମାନେ ଏହା ବିଶ୍ୱାସ କରନ୍ତି କି ସେହି ମନ୍ଦିରରେ ଭଗବାନ ଶିବଙ୍କର ପୂଜା ଅନେକ ବଡ଼ ବଡ଼ ନାଗ ମାନେ କରିଥାନ୍ତି।ଏହା ସହିତ ସେହି ମନ୍ଦିର ମଧ୍ୟକୁ କୌଣସି ଲୋକଙ୍କୁ ପ୍ରବେଶ କରିବାର ଅନୁମତି କାହାକୁ ମଧ୍ୟ ନଥାଏ।

ଏହା ସହିତ ସେହି ମନ୍ଦିର ମଧ୍ୟକୁ କେହି ମଧ୍ୟ ସାପ ମାନଙ୍କ ଭୟରେ ପ୍ରବେଶ କରନ୍ତି ନାହିଁ।ତେବେ ଏହା ଅନେକ ଦିନରୁ ବନ୍ଦ ରହିଥିବା କାରଣରୁ କେହି ମଧ୍ୟ ଏହା ମଧ୍ୟକୁ ପ୍ରବେଶ କରିବାର ସାହାସ କରନ୍ତି ନାହିଁ।ତେବେ ଅଚାନକ ଭାବରେ କିଛି ଲୋକ ଏହି ମନ୍ଦିରକୁ ଖୋଲିବା ପାଇଁ ଯୋଜନା କଲେ।ଏହା ସହିତ ସେମାନେ କହିଲେ କି ଭଗବାନ ଶିବଙ୍କ ପୂଜା ଅର୍ଚ୍ଚନା ସେମାନେ ସଠିକ ଭାବରେ ନ କରୁଥିବା କାରଣରୁ ସେମାନଙ୍କ ଗ୍ରାମରେ ପ୍ରାୟ ୪ ବର୍ଷ ହେବ ବର୍ଷା ହେଉ ନାହିଁ।

ସେଥିପାଇଁ ସେମାନେ ସମସ୍ତେ ସେହି ମନ୍ଦିରକୁ ଖୋଲି ସେହି ମନ୍ଦିରରେ ଭଗବାନ ଶିବଙ୍କ ମୂର୍ତ୍ତିକୁ ପୂଜା କରିବା ପାଇଁ ଯୋଜନା କଲେ।କିନ୍ତୁ କିଛି ଲୋକ ଏହାକୁ ବିରୋଧ କରିବାକୁ ଲାଗିଲେ।ସେମାନେ କହିଲେ ଏହି ମନ୍ଦିର ଅନେକ ଦିନ ହେବ ବନ୍ଦ ରହିଛି।ଏହା ସହିତ ଏହି ମନ୍ଦିରକୁ ଏପରି ଖୋଲିବା ଠିକ ହେବ ନାହିଁ।ସେଥିପାଇଁ ଏହି ମନ୍ଦିରକୁ ଖୋଲିବା ସମ୍ପୂର୍ଣ୍ଣ ଭାବରେ ଅନୁଚିତ ବୋଲି ସେମାନେ କହିଲେ।ଏହା ସହିତ ଏହି ମନ୍ଦିରକୁ ଖୋଲିବା ପାଇଁ ମନା କଲେ।

ତେବେ ସରପଞ୍ଚଙ୍କ ପାଖକୁ ଏହି କଥା ପହଞ୍ଚିଲା।ଶେଷରେ ନିଷ୍ପତି ହେଲା କି ଆସନ୍ତା ଶିବରାତ୍ରିରେ ସେହି ମନ୍ଦିର ଖୋଲାଯିବ।ଏହା ସହିତ ଅନେକ ଲୋକ ମଧ୍ୟ ଏହି କଥାରେ ସହମତି ହେଲେ।ଶେଷରେ ଦେଖୁ ଦେଖୁ ଶିବରାତ୍ରି ଆସିଗଲା।ଏହାପରେ ସମସ୍ତେ ମନ୍ଦିର ଖୋଲିବା ପାଇଁ ମନ୍ଦିର ପାଖକୁ ଗଲେ।

ମନ୍ଦିରର ଦ୍ଵାରା ଖୋଲାଯିବା ପରେ ପ୍ରଥମେ ପୂଜାରୀ ଓ ସରପଞ୍ଚ ସେହି ମନ୍ଦିର ଭିତରକୁ ଗଲେ।ସେମାନେ ସେଠାରେ ଯାଇ ଦେଖିଲେ କି ବିଶାଳ ବିଶାଳ ସର୍ପ ସେଠାରେ ଭଗବାନ ଶିବଙ୍କ ମୂର୍ତ୍ତିରେ ଗୁଡ଼ାଇ ହୋଇ ରହିଛନ୍ତି।ଏହା ଦେଖିବା ପରେ ସେମାନେ ତୁରନ୍ତ ସେଠାରୁ ପଳାଇ ଆସିଲେ ଓ କହିଲେ କି ମନ୍ଦିରର କବାଟ ତୁରନ୍ତ ବନ୍ଦ କରିଦିଅ।

ଏହାପରେ ସେଠାରେ ସେ ଯାହା ଯାହା ଦେଖିଲେ ସବୁ କଥା କହିଲେ।ଏହା ପରେ ସେହି ଦିନ ଠାରୁ ସେହି ମନ୍ଦିରକୁ ଆଉ କେହି ମଧ୍ୟ ଖୋଲିବା ପାଇଁ ସାହାସ କରନ୍ତି ନାହିଁ ଓ ସେହି ମନ୍ଦିର ସେପରି ଭାବରେ ବନ୍ଦ ହୋଇ ରହିଛି।ତେବେ ଆପଣ ମଧ୍ୟ କମେନ୍ଟ ରେ ଲେଖନ୍ତୁ ହର ହର ମହାଦେବ

Leave a Reply

Your email address will not be published. Required fields are marked *