ବବି ଙ୍କ ନାମରେ ସଂଗତିକ ଅଭିଯୋଗ ଆଣିଲେ Tapi ମିଶ୍ର,କହିଲେ Koyel ଙ୍କୁ ବହୁତ ହଇରାଣ କରୁଥିଲେ ତାଙ୍କ ସହ ଏପରି କାମ କରୁଥିଲେ ବୋଲି ସେ ଗଲେ ଭାରି

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ କିଛି ବିଶେଷ ତଥ୍ୟ ବିଷୟରେ ଆଲୋଚନା କରିବା।ତେବେ ଏହି ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ଆଜି ଆମେ ଜାଣିବା ତପୀ ମିଶ୍ର ବବି ମିଶ୍ରଙ୍କ ଉପରେ ଲାଗିଥିବା ଅଭିଯୋଗ ବିଷୟରେ କଣ କହୁଛନ୍ତି ସେହି ବିଷୟରେ।

ସେ ଏଠାରେ କହୁଛନ୍ତିଯେ ଯେହେତୁ ସେ ଜଣେ ସେହି କାଟାଗୋରୀର ଲୋକ ସେମାନଙ୍କୁ କଣ କୁହନ୍ତି ଯେଉଁମାନେ ନିଜ ସ୍ତ୍ରୀକୁ ସନ୍ତୁଷ୍ଟ କରିପାରନ୍ତି ନାହିଁ ଏବଂ ସେ ଜଣେ ସେହି କାଟାଗୋରୀର ଲୋକ।ଯେଉଁଥିପାଇଁ ସେ ନିଜ ଦ୍ୱାରା ନୁହଁ ବରଂ ସ୍ତ୍ରୀକୁ ମାରି ସନ୍ତୁଷ୍ଟ ଲାଭ କରନ୍ତି।ଏବଂ ସେ ତାଙ୍କ ସ୍ତ୍ରୀକୁ ଏହି ପାଖରର ହଜାର ଥର ଗୋଇଠା ମାରିଛନ୍ତି।

୧୨ ବର୍ଷ ଜଣେ ସ୍ତ୍ରୀ ଏଠାରୁ ମାଡ଼ ଖାଇକି ଗଲେ ଏବଂ ଏବେ ଡିଭୋର୍ସ କଲେ।ଏବଂ ସେ ଏଠାରେ ଏହା କହିଛନ୍ତି ଯାହାଙ୍କ ପାଖରେ ପିଲା ଛୁଆ ହେଉନାହାନ୍ତି ଏବଂ ନିଜ ସ୍ତ୍ରୀ ଯାହା ପାଖରେ ରହୁନାହିଁ ସେ ଆଉ କାହାଙ୍କୁ କଣ ଲାଞ୍ଚନ ଦେବେ।ସେ ଯେତେବେଳେ ରାତି ୯ଟା ୩୦ରେ ଆସି ପହଞ୍ଚିଲେ ତାଙ୍କ ପାର୍କିଂରେ ଏକ ଗାଡି ଥିଲା ଏବଂ ଆଠ ନଅ ଜଣ ଲୋକ ସେଠାରେ ଥିଲେ।

ଏବଂ ସେ ନିଜ ସିକ୍ୟୁରୀଟି ଗାର୍ଡଙ୍କୁ ପଚାରିଲେ ପର୍କିଂରେ କାହା ଗାଡି ଏଥିରେ ସେ କହିଥିଲେ ବବି ମିଶ୍ରଙ୍କ ଗାଡି।ଏବଂ ଏହାପରେ ସେ ସେହି ଗାଡିକୁ କାଢ଼ିବାପାଇଁ କହିଥିଲେ।ଏଠାରେ ଗୋଟିଏ ପାର୍କିଂ।କିନ୍ତୁ ସେ ପାଞ୍ଚ ସାତଟି ଗାଡି ରଖନ୍ତି।ଏବଂ ସେ ଯେତେବେଳେ ଗାଡି କାଢ଼ିବାକୁ କହିଲେ।

ସେ ସେଠାରୁ ଓହ୍ଲାଇକରି ଆସିଲେ ଏବଂ ତାଙ୍କର ସେଠାରେ କିଛି ସାଙ୍ଗ ମାନେ ମଧ୍ୟ ଥିଲେ ଏବଂ ସେ ଯେହେତୁ ଡ୍ରିଙ୍କ କରିଥିଲେ।ଏବଂ ସେ ପ୍ରଥମେ ଆସି ତାଙ୍କୁ ଅଶ୍ଳୀଳ ଭାଷାରେ ଗଲିକଲେ ଯେପରି ଏକ ଭିଲିଆନ ଏକ ସାଧାରଣ ଲୋକଙ୍କୁ କୁହେ ସେହିପରି କହିଲେ।ଏବଂ ସେ ବହୁତ ଶାଳୀନତାରେ କହିଥିଲେ ରାତି ହେଲାଣି ଗାଡିଟି କାଢ଼ିଦେବାକୁ।

ଏବଂ ଏହାପରେ ସେ କହିଥିଲେ ମୁଁ ଗାଡି କାଢିବିନି ତୁ ଯେଉଁଠି ରଖିବା କଥା ରଖ।ଏହାପରେ ତାଙ୍କ ମଧ୍ୟରେ ଯୁକ୍ତି ହୋଇଥିଲା ଏବଂ ବବି ମିଶ୍ର ଧକା ମାରିଥିଲେ।ଏହାପରେ ତପି ମିଶ୍ର ଥାନାକୁ ଯାଇ କହିଥିଲେ।ଏବଂ ତାଙ୍କ ସ୍ତ୍ରୀକୁ ମଧ୍ୟ ଅଶ୍ଲିଳ କଥା କହିଥିଲେ।ଏବଂ ତାଙ୍କୁ ଅନେକ ଧମକ ମଧ୍ୟ ଦେଇଥିଲେ।ଏବଂ ଏହି ରାସ୍ତା ଉପରେ ଦଶ ଥର  ଫ୍ୟାୟରିଂ ମଧ୍ୟ କରାଯାଇଛି।

ସେ ମଧ୍ୟ କହିଛନ୍ତି ଆପଣ ଯଦି ଏହି କଲୋନୀରେ ତାଙ୍କ ନାମରେ ପଚାରିବେ ସମସ୍ତେ ସେହି କଥା କହିବେ।ତପି କହିଛନ୍ତି ତାଙ୍କ ସହିତ କଲି ଅତି ହୋଇଯାଇଥିଲା।ଏଥିପାଇଁ ସେ ଏଫ ଆଇ ଆର ଦେବାପାଇଁ ବାଧ୍ୟ ହୋଇଥିଲେ।ଏହାପରେ ସେ ଏହା ମଧ୍ୟ କହିଛନ୍ତି ସେ ଜଣେ ଅଭିନେତା ନୁହନ୍ତି ସେ ଜଣେ ଆଣ୍ଟି ସୋସିଆଲ ଲୋକ।ସେ ପ୍ରଥମେ ଜଣେ ଅଭିନେତା ଥିଲେ ଏବଂ ଏଥିରୁ ଯେଉଁ ନାମ କମାଇଥିଲେ ତାହାକୁ ଦଳାଳୀରେ ବ୍ୟବହାର କରନ୍ତି।

Leave a Reply

Your email address will not be published. Required fields are marked *