ଆସିଲା ବଡ ଖବର,ବିବାହର ମାତ୍ର ୫ ଦିନ ପରେ ସମ୍ପର୍କୀୟ (Relative) ଭାଇ ସହ ନୂଆ ବୋହୂ ଫେରାର୍,ଆଉ ତାପରେ ଗଛ ଘଟିଲା ସାରା ଅଂଚଳ ରେ ହେଇଗଲା ଚହଳ…

Spread the love

ଆପଣ ଏପରି ଅନେକ ଘଟଣା ଘଟୁ ଥିବାର ଦେଖି ଥିବେ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରି ଦେଇ ଥାଏ।ତେବେ ଆମେ ବର୍ତ୍ତମାନ ଏପରି ଏକ ଘଟଣା ସମ୍ପର୍କରେ ଆଲୋଚନା କରିବା ଯାହାକୁ ଶୁଣିବା ପରେ ଆପଣ ଏହାକୁ ସହଜରେ ବିଶ୍ୱାସ କରି ପାରିବେ ନାହିଁ।ଏହା ସହିତ ଆପଣ ଏହା ଚିନ୍ତା କରିବେ କି ଏପରି ମଧ୍ୟ ଏହି ଦୁନିଆରେ ହେଉଛି।ଏହା ସହିତ ଏହାକୁ ଆପଣ ସହଜରେ ବିଶ୍ୱାସ ମଧ୍ୟ କରି ପାରିବେ ନାହିଁ।

ଏହି ଘଟଣା ହେଉଛି ବିହାର ରାଜ୍ୟର।ଏହା ସହିତ ସେଠାରେ ଏକ ଗ୍ରାମରେ ଏକ ବିବାହ ହୋଇଥିଲା।ଏହା ସହିତ ବିବାହ ପରେ ସବୁକିଛି ବହୁତ ଭଲ ମଧ୍ୟ ଥିଲା।ଏହା ସହିତ ଉଭୟ ପରିବାରର ଲୋକ ମଧ୍ୟ ବହୁତ ଖୁସି ଥିଲେ।ତେବେ ବିବାହ ପରେ ସମସ୍ତେ ନିଜର ନିଜର ଘରକୁ ଚାଲି ଯାଇଥିଲେ।

ଏହା ସହିତ ବିବାହ ପରେ ସେହି ଝିଅ ମଧ୍ୟ ନିଜର ପତିଙ୍କ ସହିତ ନିଜର ଶ୍ୱଶୁର ଘରକୁ ଚାଲି ଯାଇଥିଲେ।ଏହା ସହିତ ଏହା ପରେ ଏପରି କିଛି ଘଟିଲା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା।ତେବେ ସେହି ଝିଅ ଜଣକ ବିବାହର ଚାରି ଦିନ ଯାଏ ବହୁତ ଭଲରେ ରହିଥିଲେ।ଏହା ସହିତ ନିଜର ଶ୍ୱଶୁର ଘରେ ସେ ବହୁତ ଭଲରେ ଥିଲେ ମଧ୍ୟ ଜଣା ପଡି ଥିଲା।

ଏହା ପରେ ପଞ୍ଚମ ଦିନ ସେହି ଝିଅ ଜଣକ ଅଚାନକ ଭାବରେ ନିଜର ଶ୍ୱଶୁର ଘର ଛାଡ଼ି ଚାଲି ଯାଇଥିଲେ।ଏହା ଜାଣିବା ପରେ ତାଙ୍କର ଶ୍ୱଶୁର ଘର ଲୋକ ତାଙ୍କୁ ଖୋଜିବା ପାଇଁ ତାଙ୍କୁ ଅନେକ ପ୍ରୟାସ କରିଥିଲେ।ତେବେ ଅନେକ ଖୋଜିବା ପରେ ସେମାନେ ତାଙ୍କୁ ପାଇ ନଥିଲେ।ଏହା ସହିତ ଶେଷରେ ଏହା ସମ୍ପର୍କରେ ସେହି ମହିଳାଙ୍କ

ପତି ତାଙ୍କର ବାପ ଘର ଲୋକଙ୍କୁ ଖବର ଦେଇଥିଲେ।ତେବେ ତାଙ୍କର ବାପ ଘର ଲୋକ ଏହା ସମ୍ପର୍କରେ ଖବର ପାଇବା ପାରେ ଆସି ସେଠାରେ ପହଞ୍ଚି ଯାଇଥିଲେ।ଏହା ସହିତ ଏହି ଘଟଣା ସମ୍ପର୍କରେ ପୋଲିସ ପାଖରେ ମଧ୍ୟ ଖବର ପହଞ୍ଚି ଯାଇଥିଲା।ତେବେ ଅନେକ ଖୋଜା ଖୋଜି କରିବା ପରେ ଶେଷରେ ଏହା ଜଣା ପଡିଥିଲା

କି ସେହି ଝିଅ ନିଜର ଏକ ସମ୍ପର୍କୀୟ ଭାଇଙ୍କ ସହିତ ଫେରାର ହୋଇ ଯାଇ ଅଛନ୍ତି।ଏହା ସହିତ ଏହା ଶୁଣିବା ପରେ ସମସ୍ତେ ଆଶ୍ଚର୍ୟ୍ଯ ହୋଇ ଯାଇଥିଲେ।ଏହା ସହିତ ସେ କିପରି ଭାବରେ ଏହା କରି ପାରିଲେ ଏହା ସମସ୍ତଙ୍କୁ ଚକିତ କରି ଦେଇଥିଲା।ଏହା ସହିତ ବିବାହ ହେବାର ମାତ୍ର ଚାରିଦିନ ପରେ ସେ କିପରି ଭାବରେ ନିଜର ଶ୍ୱଶୁର ଘର ଛାଡ଼ି ଚାଲିଗଲେ

ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା।ଏହା ସହିତ ପୋଲିସ ମଧ୍ୟ ବର୍ତ୍ତମାନ ସେମାନଙ୍କୁ ଖୋଜିବା ପାଇଁ ନିଜର ସମସ୍ତ ପ୍ରୟାସ କରୁଛି।ଏହା ସହିତ ତାଙ୍କର ପରିବାର ଲୋକ କହିଛନ୍ତି କି ସେହି ଝିଅ ତାଙ୍କର ଘରୁ ସମସ୍ତ ସୁନା ଅଳଙ୍କାର ନେଇ ମଧ୍ୟ ଚାଲି ଯାଇଛନ୍ତି।

Leave a Reply

Your email address will not be published. Required fields are marked *