Sarmista ସ୍ୱାମୀଙ୍କ ସମ୍ମୁଖରେ ନିରଞ୍ଜନଙ୍କ ସହିତ କରୁଥିଲେ ଏପରି କାମ,ଆସିଲା ବଡ ଅଭିଯୋଗ,ଜାଣିବା ପରେ ଆପଣ ମଧ୍ୟ ହେଇଯିବେ ତାଯୁବ…ଦେଖନ୍ତୁ Video

Spread the love

ତେବେ ବହୁ ଚର୍ଚ୍ଚିତ ହତ୍ୟାକାଣ୍ଡ ମାନସଙ୍କ ସମ୍ପର୍କରେ ଆମେ ସମସ୍ତେ ଭଲ ଭାବରେ ଜାଣୁ।ତେବେ ତାଙ୍କର ହତ୍ୟା ସହିତ ଜଡିତ ଅନେକ କଥା ବର୍ତ୍ତମାନ ସାମ୍ନାକୁ ଆସିବା ଆରମ୍ଭ ହୋଇ ସାରିଲାଣି।ଏହା ସହିତ ତାଙ୍କର ହତ୍ୟା ହେବା ପରେ ଏହି ଘଟଣାରେ ଅନେକ ମୋଡ଼ ଆସି ସାରିଲାଣି।ଏହା ସହିତ ଏହି ଘଟଣା ଉପରେ ଅନେକ ଲୋକ ବର୍ତ୍ତମାନ ନିଜର ନିଜର ଭିନ୍ନ ଭିନ୍ନ ମତ ପ୍ରକାଶ କରିବା ଆରମ୍ଭ କରି ସାରିଲେଣି।

ତେବେ ଏହି ଘଟଣାରେ ସବୁ ସମୟରେ କିଛି କିଛି ନୂଆ ନୂଆ କଥା ବର୍ତ୍ତମାନ ସାମ୍ନାକୁ ଆସିବାରେ ଲାଗିଚି।ତେବେ ଏହି ଘଟଣା ସହିତ ଜଡ଼ିତ କିଛି କଥା ସମ୍ପର୍କରେ ଆମେ ବର୍ତ୍ତମାନ ଆଲୋଚନା କରିବା।ତେବେ ଏହି ଘଟଣାରେ ବର୍ତ୍ତମାନ ବୃଦ୍ଧାଶ୍ରମ ଚଳାଉ ଥିବା ଶର୍ମିଷ୍ଠାଙ୍କୁ ନେଇ ବର୍ତ୍ତମାନ ଅନେକ କଥା ସାମ୍ନାକୁ ଆସିବା ଆରମ୍ଭ ହୋଇ ଗଲାଣି।

ତେବେ ତାଙ୍କର ତାଙ୍କ ପତିଙ୍କ ସହିତ ସମ୍ପର୍କ ଭଲ ନଥିବା ବର୍ତ୍ତମାନ ଶୁଣିବାକୁ ମିଳିଛି।ଏହା ସହିତ ତାଙ୍କର ପତି ତାଙ୍କ ସହିତ ଅନେକ ଦିନ ଧରି ରହୁ ନାହାଁନ୍ତି ବୋଲି ମଧ୍ୟ ଜଣାପଡ଼ିଛି।ତେବେ ପ୍ରାୟ ୨୦୧୮ ମସିହାରୁ ତାଙ୍କର ପତି ତାଙ୍କ ସହିତ ରହୁ ନାହାଁନ୍ତି।ଏହା ସହିତ ଏହି ସବୁ ପରେ ମଧ୍ୟ ବର୍ତ୍ତମାନ ତାଙ୍କର ପତିଙ୍କ ସହିତ ତାଙ୍କର କୌଣସି କଥା ହୋଇ ନାହିଁ।

ଏହା ସହିତ ତାଙ୍କର ବର୍ତ୍ତମାନ ଆଉ ଏକ କଥା ସମସ୍ତଙ୍କୁ ଚକିତ କରି ଦେଇଚି ତେବେ ବର୍ତ୍ତମାନ ଏହା ଶୁଣିବାକୁ ମିଳିଛି କି ତାଙ୍କର ଓ ନିରଞ୍ଜନଙ୍କ ମଧ୍ୟରେ କିଛି ସମ୍ପର୍କ ଥିଲା।ତେବେ ଏହା ଜାଣିବା ପରେ ତାଙ୍କର ପତି ତାଙ୍କୁ ଏହା ବିଷୟରେ କିଛି ପଚାରି ପାରି ନଥିଲେ।କାରଣ ତାଙ୍କର ପତ୍ନୀ ଖରାପ ସ୍ୱଭାବର ଥିଲେ।

ଏହା ସହିତ ଏହିପରି ଭାବରେ ଅନେକ କଥା ବର୍ତ୍ତମାନ ସାମ୍ନାକୁ ଆସିବାରେ ଲାଗିଚି।ତେବେ ଏହି ଘଟଣାର ସମାଧାନ କରିବା ପାଇଁ ବର୍ତ୍ତମାନ ଅନେକ ଲୋକ ତୁରନ୍ତ ଦାବି କରିଛନ୍ତି।ତେବେ ଏହି ଘଟଣାର ସମାଧାନ କରିବା ପାଇଁ ବର୍ତ୍ତମାନ ପୋଲିସ ନିଜର ସମସ୍ତ ପ୍ରୟାସ କରୁଛି ଏହା ସହିତ ଏହି ଘଟଣାରେ ଜଡ଼ିତ ଥିବା ଅନେକ ଲୋକଙ୍କୁ

ବର୍ତ୍ତମାନ ପୋଲିସ ଧରିବା ପାଇଁ ମଧ୍ୟ ପ୍ରୟାସ କରୁଛି ଏହା ପରେ ମଧ୍ୟ ଏହି ଘଟଣାର ସମାଧାନ ନ ହୋଇ ପାରିବା ଫଳରେ ତାଙ୍କର ପରିବାର ଲୋକ ମଧ୍ୟ କିଛି ଅସନ୍ତୋଷ ପ୍ରକାଶ କରିଛନ୍ତି।ତେବେ ଏହି ଘଟଣା ସବୁ ସମୟରେ ନୂଆ ନୂଆ ମୋଡ଼ ନେଇ ଚାଲିଛି।ଯାହା ଫଳରେ ଏହାର ସମାଧାନ ହେବାରେ ଅଧିକ ସମୟ ଲାଗୁଚି ବୋଲି କୁହା ଯାଇଛି।

ତେବେ ଏହି ଘଟଣାର ସମାଧାନ ତୁରନ୍ତ ହୋଇଯିବ ବୋଲି ମଧ୍ୟ ଜଣା ପଡ଼ୁଛି ଏହା ବ୍ୟତୀତ ଏହାର ସମାଧାନ ପାଇଁ ପୋଲିସ ମଧ୍ୟ ନିଜର ସମସ୍ତ ପ୍ରୟାସ କରୁଛି ଯାହା ଫଳରେ ଯଥା ଶୀଘ୍ର ସେମାନେ ଏହି ଘଟଣାର ସମାଧାନ କରିବାରେ ନିଶ୍ଚୟ ଭାବରେ ସଫଳ ହେବେ।

Leave a Reply

Your email address will not be published. Required fields are marked *