ତପସ୍ୱିନୀ କହିଲେ ମୁଁ ମୋର ଶାଶୁ ଶ୍ୱଶୁର ଓ ସ୍ୱାମୀ ଙ୍କ ପାଖରେ ରହିବା ପାଇଁ READY,ନହେଲେ ମୁଁ ଯାହା କରିବି…ଦେଖନ୍ତୁ Video

Spread the love

ତେବେ ତପସ୍ଵିନୀ ଓ ଡକ୍ଟର ସୁମିତଙ୍କ ମଧ୍ୟରେ ଥିବା କଳହ ଉପରେ କୋର୍ଟ ନିଜର ମତ ଦେଇ ସାରିଛନ୍ତି।ତେବେ କୋର୍ଟ କହିଥିଲେ କି ତପସ୍ଵିନୀ ନିଜର ଶ୍ୱଶୁର ଘରେ ରହି ପାରିବେ।ଏହା ସହିତ ତପସ୍ଵିନୀ ବର୍ତ୍ତମାନ ନିଜର ଶ୍ୱଶୁର ଘରେ ରହିବା ପାଇଁ ମଧ୍ୟ ପ୍ରସ୍ତୁତ ହେଉଛନ୍ତି।କିନ୍ତୁ ଡକ୍ଟର ସୁମିତଙ୍କ ପରିବାର ଲୋକ ବର୍ତ୍ତମାନ ତାଙ୍କୁ ନିଜର ଘରେ ରଖିବା ପାଇଁ ବ୍ୟବସ୍ଥା ମଧ୍ୟ କରୁଛନ୍ତି।

ତେବେ ତପସ୍ୱିନୀଙ୍କୁ ରଖିବା ପାଇଁ ତାଙ୍କର ଶ୍ୱଶୁର ଘର ଲୋକ ବର୍ତ୍ତମାନ ଉପର ଘର ସଜାଡୁ ଥିବାର ମଧ୍ୟ ଦେଖିବାକୁ ମିଳିଥିଲା।ଏହା ସହିତ ତପସ୍ଵିନୀ ବର୍ତ୍ତମାନ ନିଜର ଏହି କଥାକୁ ନେଇ ଅନେକ ଅସନ୍ତୋଷ ପ୍ରକାଶ କରିଛନ୍ତି।ସେ କହିଛନ୍ତି କି ତାଙ୍କର ଶ୍ୱଶୁର ଘରେ ରହିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ମାନେ ସେ ନିଜର ଶ୍ୱଶୁର ଓ ପତି ଯେଉଁଠାରେ ରହିବେ ସେ ସେହିଠାରେ ରହିବେ ବୋଲି କହିଛନ୍ତି।

ତେବେ ଏହା ଉପରେ କିନ୍ତୁ ଡକ୍ଟର ସୁମିତଙ୍କ ପରିବାର ଲୋକ ନିଜର ଆଉ କିଛି ମତ ରଖିଛନ୍ତି।ତେବେ ଡକ୍ଟର ସୁମିତଙ୍କ ପିତା କହିଥିଲେ କି ତାଙ୍କର ଉପର ଘର ମଧ୍ୟ ତାଙ୍କର ଘର ଅଟେ।ତେବେ ଯେହେତୁ କୋର୍ଟ ବର୍ତ୍ତମାନ ତାଙ୍କୁ ତାଙ୍କର ଶ୍ୱଶୁର ଘରେ ରହିବା ପାଇଁ ଅନୁମତି ଦେଇଛନ୍ତି ତେବେ ସେ ତାଙ୍କର ସେହି ଘରେ ରହି ପାରିବେ।

ତେବେ ଏହା ଉପରେ କିନ୍ତୁ ତପସ୍ଵିନୀ ସନ୍ତୁଷ୍ଟ ନାହାନ୍ତି।ଏହା ସହିତ ଡକ୍ଟର ସୁମିତଙ୍କ ଓକିଲ କହିଥିଲେ କି ତପସ୍ଵିନୀ ତାଙ୍କର ନାମରେ ଅନେକ ଅଭିଯୋଗ ମଧ୍ୟ କରିଛନ୍ତି ଯାହା ଫଳରେ ସେମାନେ ଏକାଠି ରହିବା ମଧ୍ୟ ଠିକ ହେବ ନାହିଁ।ଏହିପରି ଭାବରେ ତପସ୍ଵିନୀ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।

ଏହା ସହିତ ସେ ନିଜର ଶ୍ୱଶୁର ଘର ଲୋକଙ୍କ ସହିତ ରହିବା ପାଇଁ ବର୍ତ୍ତମାନ ଜିଦ ଧରି ରହିଛନ୍ତି।ଏହା ସହିତ ଯେହେତୁ ବର୍ତ୍ତମାନ ପର୍ଯ୍ୟନ୍ତ ତପସ୍ଵିନୀ ନିଜର ଶ୍ୱଶୁର ଘରକୁ ଯାଇ ନାହାନ୍ତି ତେବେ ସେ ନିଜର ଶ୍ୱଶୁର ଘରକୁ ଗଲେ କେଉଁଠି ରହିବେ ଏହା ମଧ୍ୟ ଏକ ବହୁତ ବଡ଼ ପ୍ରଶ୍ନ ଭାବରେ ବର୍ତ୍ତମାନ ଛିଡା ହୋଇଛି।

କାରଣ ଡକ୍ଟର ସୁମିତଙ୍କ ପରିବାର ଲୋକ ତାଙ୍କୁ ଗୋଟେ ସ୍ଥାନରେ ରହିବା ପାଇଁ କହୁଥିଲେ ତପସ୍ଵିନୀ ତାଙ୍କର ପରିବାର ସହିତ ରହିବା ପାଇଁ ଚାହୁଁଛନ୍ତି।ତେବେ ଡକ୍ଟର ସୁମିତଙ୍କ ପରିବାର ପକ୍ଷରୁ କୁହାଯାଇଥିଲା କି ତଳେ ତାଙ୍କର ପରିବାରର କିଛି ଅସୁସ୍ଥ ବ୍ୟକ୍ତି ମଧ୍ୟ ରହୁଛନ୍ତି।ଯେଉଁ କାରଣରୁ ସେ ସେଠାରେ ରହିବା ଫଳରେ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ମଧ୍ୟ ରହିଛି।

ସେହି କାରଣରୁ ସେମାନେ ତପସ୍ଵିନୀଙ୍କୁ ଉପର ଘରେ ରଖିବା ପାଇଁ ବ୍ୟବସ୍ଥା କରୁଛନ୍ତି।ତେବେ ତପସ୍ଵିନୀ କିନ୍ତୁ ବର୍ତ୍ତମାନ ନିଜର ଜିଦରେ ଅଟଳ ରହିବା ସହିତ ନିଜର ଶ୍ୱଶୁର ଘର ଲୋକଙ୍କ ସହିତ ରହିବେ ବୋଲି ସ୍ପଷ୍ଟ ଭାବରେ କହି ସାରିଛନ୍ତି।ତେବେ ଯେତେବେଳେ ସେ ନିଜର ଶ୍ୱଶୁର ଘରକୁ ଯିବେ ସେତେବେଳେ ସେ କେଉଁଠି ରହିବେ ଏହା ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *