ଶେଷ ହେଲା ଓଡ଼ିଆ Serial କେମିତି କହିବି କାହା,ଶେଷ ଦିନରେ କାନ୍ଦିଲେ ଅଭିନେତ୍ରୀ ସୁପ୍ରିୟା ଆଉ କହିଲେ ଏପରି କଥା…ଦେଖନ୍ତୁ Video

Spread the love

ଅଭିନେତ୍ରୀ ସୁପ୍ରିୟାଙ୍କୁ ଆମେ ସମସ୍ତେ ଭଲ ଭାବରେ ଜାଣୁ।ସେ ନିଜର ଅଭିନୟ ପାଇଁ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି।ତାଙ୍କର ଅଭିନୟ ଅନେକ ଲୋକଙ୍କୁ ପ୍ରଭାବିତ କରିଥାଏ।ଏହା ସହିତ ନିଜର ଅଭିନୟ ମାଧ୍ୟମରେ ସେ ସମସ୍ତଙ୍କ ମନରେ ଘର କରିବା ପାଇଁ ସକ୍ଷମ ହୋଇ ପାରିଛନ୍ତି।ତେବେ ତାଙ୍କର ଅଭିନୟ ଅନେକ ଲୋକଙ୍କୁ ଅନେକ ଭାବରେ ଆକର୍ଷିତ କରିଥାଏ।ଏହା ସହିତ ଏହି ଅଭିନେତ୍ରୀ ଜଣେ ବହୁତ ଭଲ ଅଭିନେତ୍ରୀ ଅଟନ୍ତି।

ସେ କେମିତି କହିବି କହ ଧାରାବାହିକ ମାଧ୍ୟମରେ ଲୋକମାନଙ୍କ ଅଧିକ ପ୍ରିୟ ହୋଇ ଯାଇ ପାରିଛନ୍ତି।ତେବେ ଏହି ଧାରାବାହିକରେ ଅଭିନୟ କରି ସେ ବହୁତ ସଫଳତା ମଧ୍ୟ ପାଇ ପାରିଛନ୍ତି।ତେବେ ଏହି ଅଭିନେତ୍ରୀ ଜଣଙ୍କ ଓଡ଼ିଆ ଅଭିନୟ ଜଗତରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ଅନେକ ଭାବରେ ସଫଳ ହୋଇ ପାରିଛନ୍ତି।

ତେବେ ବର୍ତ୍ତମାନ ଏହି ଧାରାବାହିକ ଶେଷ ହେବାକୁ ଯାଉଛି।ଯାହା ଫଳରେ ସେ ମଧ୍ୟ ବହୁତ ଦୁଃଖିତ ହୋଇ ପଡ଼ି ଥିଲେ।ତେବେ ସେ କିଛି ଦିନ ତଳେ ଲାଇଭ ଆସି ଥିଲେ।ଯାହା ଫଳରେ ତାଙ୍କର ଅନେକ ପ୍ରଶଂସକ ବହୁତ ଦୁଃଖିତ ହୋଇ ଥିଲେ ତେବେ ଏହା ସହିତ ସେ ଆଗାମୀ ସମୟରେ କେଉଁ ଧାରାବାହିକରେ ଅଭିନୟ କରିବାକୁ ଯାଉଛନ୍ତି

ଏହା ସମ୍ପର୍କରେ ମଧ୍ୟ ସେମାନେ ଅନେକ ପ୍ରଶ୍ନ କରିଥିଲେ।ଏହା ସହିତ ସେ କିନ୍ତୁ ଏହା ଉପରେ କିଛି କହି ନଥିଲେ।ଏହା ସହିତ ସେ କହି ଥିଲେ କି ତାଙ୍କୁ ବର୍ତ୍ତମାନ ତାଙ୍କର ଆଗାମୀ ଧାରାବାହିକ ବିଷୟରେ ନ ପଚାରିବା ପାଇଁ।ଏହା ସହିତ ସେ ବହୁତ ଦୁଃଖିତ ଥିବା ଜଣା ପଡ଼ି ଥିଲା।ତେବେ ବାସ୍ତବରେ ସେ ଜଣେ ବହୁତ ଭଲ ଅଭିନେତ୍ରୀ ଅଟନ୍ତି।

ତେବେ ତାଙ୍କର ଅଭିନୟ ସମସ୍ତ ଦର୍ଶକ ମାନଙ୍କୁ ବହୁତ ଭଲ ଲାଗି ଥାଏ।ତେବେ ଏହି ଧାରାବାହିକ ବର୍ତ୍ତମାନ ଶେଷ ହେଉ ଥିବାରୁ ଅନେକ ଲୋକ ବର୍ତ୍ତମାନ ତାଙ୍କର ଆଗାମୀ ଧାରାବାହିକ ସମ୍ପର୍କରେ ଜାଣିବା ପାଇଁ ପ୍ରୟାସ କରିଥିଲେ।ତେବେ ଏହା ପରେ ମଧ୍ୟ ସେ ଏହା ସମ୍ପର୍କରେ କିଛି କଥା କହି ନଥିଲେ।

ଏହା ସହିତ ସେ ଆଗାମୀ କୌଣସି ଧାରାବାହିକରେ ଅଭିନୟ କରିବେ କି ନାହିଁ ଏହା ଦେଖିବାକୁ ବାକି ରହିଲା।ତେବେ ସେ ଏହି ଧାରାବାହିକ ଛାଡ଼ିବା ପରେ ବର୍ତ୍ତମାନ ବହୁତ ଅଧିକ ଦୁଃଖିତ ଥିବା ଜଣା ପଡିଛି।ଏହା ସହିତ ଏହି ଧାରାବାହିକ ପାଇଁ ସେ ଅନେକ ଲୋକଙ୍କ ପାଖରେ ନିଜକୁ ଏକ ସ୍ବତନ୍ତ୍ର ପରିଚୟ ଦେବାରେ ସଫଳ ହୋଇ ପାରିଥିଲେ।

ତେବେ ଏହି ଧାରାବାହିକ ବର୍ତ୍ତମାନ ବନ୍ଦ ହେଉ ଥିବାରୁ ଅନେକ ଲୋକ ବର୍ତ୍ତମାନ ଏହି ଧାରାବାହିକ ପାଇଁ ଅନେକ ଦୁଃଖ ପ୍ରକାଶ କରିଛନ୍ତି।ଏହା ସହିତ ଏହି ଧାରାବାହିକ ଅନେକ ଲୋକଙ୍କ ପ୍ରିୟ ମଧ୍ୟ ଥିଲା।ଏହା ସହିତ ଅଳ୍ପ ସମୟ ମଧ୍ୟରେ ଏହି ଧାରାବାହିକ ଅନେକ ଲୋକପ୍ରିୟତା ପାଇ ପାରି ଥିଲା।

Leave a Reply

Your email address will not be published. Required fields are marked *