ବଲିଉଡ ଅଭିନେତା Krishnaa ଅଭିଷେକ କହିଲେ ମୋ ଲାଇଫ୍ ରେ ପ୍ରଥମ ଥର ଓଡିଆ ଗୀତରେ ଡ୍ୟାନ୍ସ କରିଛି, ମୋତେ ବହୁତ ଖୁସି ଲାଗୁଛି,ମୁଁ ଜଗନ୍ନାଥ ପ୍ରେମୀ କାରଣ…ଦେଖନ୍ତୁ Video

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା କିଛି ବିଶେଷ ତଥ୍ୟ ବିଷୟରେ।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ତେବେ ଆପଣମାନେ ଅନେକ ହିନ୍ଦୀ ରିୟାଲିଟି ସୋ ଦେଖିଥିବେ।ଅଧିକାଂଶ ଭାବରେ ଏହି ସବୁ ରିୟାଲିଟି ସୋ ଗୁଡିକ ବହୁତ ପ୍ରସିଦ୍ଧ ଥାଏ ଏବଂ ଏହା ଆପଣଙ୍କୁ ନିହାତି ଭାବରେ ଭଲ ଲାଗୁଥିବ।

ତେବେ ଅଧିକାଂଶ ରିୟାଲିଟି ସୋରେ କ୍ରୀଷ୍ଣ ଅଭିଷେକ ଅଭିନୟ କରିଥାନ୍ତି।ତେବେ ସେ ନିଜର କମେଡି ଏବଂ ଡ୍ୟାନ୍ସ କରିବାର କଳାକୁ ନେଇ ପ୍ରସିଦ୍ଧ ଅଟନ୍ତି।ତେବେ ଆମେ ଆଜି ତାଙ୍କ ବିଷୟରେ କିଛି ବିଶେଷ ତଥ୍ୟ ଜାଣିବା।ତେବେ ବର୍ତ୍ତମାନ ସମୟରେ ତାଙ୍କୁ ନେଇ ଏକ ବିଶେଷ ଖବର ସାମ୍ନାକୁ ଆସିଛି।

ତେବେ ସେହି ଖବର ଅନୁସାରେ ତେବେ କ୍ରୀଷ୍ଣ କହିଛନ୍ତି ସେ ମତେ ଏକ ଚିଠି ଲେଖିଲେ ଏବଂ ଡାକିଥିଲେ ଯେ ସେ ମୋର ଜଣେ ଫ୍ୟାନ ଅଟନ୍ତି ଏବଂ ସେ ମୋର ସୋ ଦେଖନ୍ତି ଓ ସେ ମତେ ରିକ୍ୟୁଏସ୍ଟି କରି କହିଥିଲେ ଯେ ଆମର ବାହାଘରକୁ ନିଶ୍ଚିତ ଭାବରେ ଆସିବ।ଓ ମୁଁ ସେହି ଚିଠି ପଢ଼ିଲି ଏବଂ ତାଙ୍କୁ ସରପ୍ରାଇଜ ଦେଲି।

ତେବେ ମୋର ସେହି ଏଣ୍ଟ୍ରି ଏକ ଗୀତ ଦ୍ୱାରା ହୋଇଥିଲା।ପ୍ରଥମ ଥର ମୁଁ ମୋ ଜୀବନରେ ଓଡ଼ିଆ ଗୀତ କରିଥିଲି ମତେ ତାହା କରିବାକୁ ବହୁତ ମଜା ଲାଗିଥିଲା।ଆମେ ସକାଳୁ ସୁଟ କରୁଛୁ।ଏକ ସିନ ମଧ୍ୟ ଆମେ କରିଥିଲୁ।ଏହି ସମଗ୍ର ଟିମ ବହୁତ ଭଲ ଅଟନ୍ତି।ଏହାର ଦିରେକ୍ଟର ମଧ୍ୟ ବହୁତ ଭଲ କାମ କରୁଛନ୍ତି।

ମୁଁ ଯେତେବେଳେ ତାଙ୍କ ସହିତ ପ୍ରଥମ ଥର ଦେଖା ହୋଇଥିଲି ସେ ଯେଉଁ କାହାଣୀ ଶୁଣାଇଲେ ତାହା ମତେ ବହୁତ ଭଲ ଲାଗିଥିଲା।ଓ ମତେ ଜଣା ଥିଲା ଯେ ବହୁତ ଭଲ ଫିଲ୍ମ ବନାଇବେ।ଓଡିଶା ମୁଁ ତିନି ଚାରି ଥର ଆସି ସାରିଛି ମତେ ଏଠାରେ ବହୁତ ଭଲ ଲାଗେ।ପ୍ରଭୁ ଜଗନ୍ନାଥଙ୍କ ଯେଉଁ ମୂର୍ତ୍ତି ଅଛି ତାହା ମୁଁ ମୋ ମନ୍ଦିରରେ ରଖିଛି।

ମୁଁ ପ୍ରତିଦିନ ସେଠାରେ ଫୁଲ ଦିଏ ଏବଂ ପୂଜା କରୁଥାଏ।ଏହି ପ୍ରଥମ ଓଡ଼ିଆ ଫିଲ୍ମକୁ ନେଇ ମୁଁ ବହୁତ ଉତ୍ସାହିତ ଅଟେ।ଏଠାରେ ଲୋକ ବହୁତ ଭଲ ଥାନ୍ତି ଇମୋସନାଲ ମଧ୍ୟ ଅଟନ୍ତି।ମତେ ଏଠାର ଚାଲି ଚଳନ ବହୁତ ପସନ୍ଦ ଅଟେ।ଏଠାରେ ସବୁ ଜାଗାରେ ମନ୍ଦିର ଦେଖିବାକୁ ମିଳିଥାଏ।ମୁଁ ପିପିଲିରେ ଏକ ଗାଁ ଯାଇଥିଲି ସେଠାରେ ଲୋକମାନେ ମତେ ଦେଖି ବହୁତ ଖୁସି ହୋଇଥିଲେ।ମୁଁ ତାଙ୍କ ସହିତ ମିସିଥିଲି ସେଠାରୁ ଅନେକ ଜିନିଷ ମଧ୍ୟ କିଣିଥିଲି।

Leave a Reply

Your email address will not be published. Required fields are marked *