ଓଡ଼ିଆ ଫିଲ୍ମ ଜଗତ ପାଇଁ ପୁଣି ବଡ ଦୁଃଖ ଖବର,ଓଡ଼ିଆ ସିଙ୍ଗର Shakti Mishra ଙ୍କୁ ନେଇ ଆସିଲା ବଡ ଦୁଃଖ ଖବର,ଜାଣିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ..

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ କିଛି ବିଶେଷ ଖବର ବିଷୟରେ ଜାଣିବା।ଏକ ଅତ୍ୟନ୍ତ ଦୁଃଖ ଖବର ସମ୍ନାକୁ ଆସିଛି।ବର୍ତ୍ତମାନର ସବୁଠାରୁ ବଡ଼ ଖବର ଏହା ଯେ ଶକ୍ତି ମିଶ୍ରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପୁଣିଥରେ ଗୁରୁତର ହୋଇପଡିଛି।ଆପଣମାନେ ତ ସିଙ୍ଗର ଶକ୍ତି ମିଶ୍ରଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ।ସେ ଓଡିଶାର ଜଣେ ଜଣା ଶୁଣା ସିଙ୍ଗର ଅଟନ୍ତି।ତାଙ୍କ ସଙ୍ଗୀତକୁ ଲୋକ ବହୁତ ମାତ୍ରାରେ ପସନ୍ଦ କରିଥାନ୍ତି।ଏବଂ ଚାରି ଆଡ଼େ ତାଙ୍କର ପ୍ରଶଂସା ଶୁଣିବାକୁ ମିଳିଥାଏ ତାଙ୍କ ସଙ୍ଗୀତକୁ ନେଇ।

ବର୍ତ୍ତମାନ ଯେଉଁ ଖବର ସାମ୍ନାକୁ ଆସିଛି ସେହି ଖବର ଅନୁସାରେ ଶକ୍ତି ମିଶ୍ରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପୁନର୍ବାର ଗୁରୁତର ହୋଇପଡିଛି।ଏତେ ମାତ୍ରାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଛିଯେ ତାଙ୍କ ପରିବାରଙ୍କୁ ସରକାରଙ୍କ ସାହାଯ୍ୟ ଲୋଡିବାକୁ ପଡିଲା।ତେବେ ଏହି ଖବର ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।

ତେବେ ଓଡ଼ିଶାର ସୁପରିଚିତ ଗାୟକ ଶକ୍ତି ମିଶ୍ର ପୁଣିଥରେ ଗୁରୁତର ହୋଇପଡିଛନ୍ତି।ସେ ପୂର୍ବଥର କରୋନାରେ ଆକ୍ରାନ୍ତ ହୋଇଥିଲେ ଏବଂ ତାଙ୍କର ଫୁସ ଫୁସ ମଧ୍ୟ ଆକ୍ରାନ୍ତ ହୋଇଥିବାର ଜଣାପଡିଥିଲା।ବର୍ତ୍ତମାନ ସେ ପୁଣିଥରେ ଗୁରୁତର ହୋଇ ଭୁବନେଶ୍ୱରର ଏକ ଘରୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି।କିନ୍ତୁ ବର୍ତ୍ତମାନ ଆହୁରି ଏକ ଦୁଃଖର କଥା ଏହା ଯେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ କରିବା ପାଇଁ ଅର୍ଥ ବାଧକ ସାଜିଛି।

ତେବେ ତାଙ୍କୁ ସାହାଯ୍ୟ କରିବା ପାଇଁ ତାଙ୍କ ପରିବାର ସମସ୍ତଙ୍କୁ ନିବେଦନ କରିଛନ୍ତି |ଯଦି ଆପଣଙ୍କ ମନରେ ଶକ୍ତି ଙ୍କ ପାଇଁ ଭଲ ପାଇବା ଥିବା ତେବେ milaap ରେ ମଧ୍ୟ ନିଜର ସାହାଯ୍ୟ ଦେଇ ପାରିବେ| ଏହା ବ୍ୟତୀତ ଆପଣ ତାଙ୍କ ପୁଅ ଙ୍କ ଆକାଉଣ୍ଟ ରେ ସିଦ୍ଧସଲାକହ Phone Pay/Google Pay ନମ୍ବର – 9861049180 ରେ ସାହାଯ୍ୟ ର ହାତ ବଢ଼େଇ ପାରିବେ

ପରିବାର ପାଖରେ ଯେଉଁ କିଛି ଟଙ୍କା ଥିଲା ତାହା ବର୍ତ୍ତମାନ ଶେଷ ହୋଇଯାଇଛି।ଏହି ସମୟରେ ତାଙ୍କ ପୁଅ ଦିବ୍ୟ ଜ୍ୟୋତି ମିଶ୍ର ଲୋକଙ୍କ ସାହାଯ୍ୟ ଲୋଡିଛନ୍ତି।ମେଡ଼ିକାଲ ଖର୍ଚ୍ଚ ବାବଦକୁ ତାଙ୍କୁ ୩୦ ଲକ୍ଷ ଟଙ୍କା ଦରକାର।ତେବେ ବୟସର ରାଜ ପଥରେ ମନ ହେଲା ବାଟ ବଣା, ବାଟର ଦୋଷ ନା ପାଦର ଦୋଷ, ହାୟ ହାୟ ତୋ ମଲିଫୁଲ ଗଜରା , ମୋର ଭୂଗୋଳରେ ଭଲ ହେଉଥିଲା, ତୋର ଲମ୍ବା ବେଣି ଆଉ ତୋ ଚାହାଣି।, ଆସିଥିଲା କଲି ସେ ରାତିକ ପାଇଁ ମେଘରେ ମେଘ, ଆଜି ତୋର ବାହାଘର, ପ୍ରିୟା ତତେ ଅଭିନନ୍ଦନ, କାଞ୍ଚିରେ କାଞ୍ଚି ପରି ଶତାଧିକ ଲୋକପ୍ରିୟ ଗୀତର ଗାୟକ ହୋଇଛନ୍ତି ଶକ୍ତି ମିଶ୍ର।

କେବଳ ଅଡିଓ ଅଲବମ କି ସିନେମା ସଙ୍ଗୀତ ନୁହେଁ,ବିଭିନ୍ନ ଉତ୍ସବ ମହୋତ୍ସବ ଏବଂ ମଞ୍ଚରେ ଶକ୍ତି ପହଞ୍ଚିଗଲେ ଦର୍ଶକଙ୍କ ମନରେ ଅପାର ଆନନ୍ଦ ଭରିଯାଏ।ଏତେ କମ ବୟସରେ ଯେ ସେ ଅସୁସ୍ଥ ହୋଇପଡିବେ ତାହା କେହି ମଧ୍ୟ ବିଶ୍ୱାସ କରିପାରୁ ନାହାନ୍ତି।ସେ ହାର୍ଟ ଏବଂ କିଡନୀ ଜନିତ ସମସ୍ୟାରେ ପୀଡିତ ହୋଇଥିଲେ ଏବଂ କିଛି ସମୟ ପାଇଁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉର୍ଣ୍ଣତ୍ତି ଆସିଥିବା ବେଳେ ପୁଣିଥରେ ସେ ଗୁରୁତର ହୋଇପଡିଛନ୍ତି

ଭୁବନେଶ୍ୱରରେ ଏକ ଘରୋଇ ଡାକ୍ତରଖାନାରେ ସେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି।ତାଙ୍କ ସ୍ୱାସ୍ଥ୍ୟରେ ଉର୍ଣ୍ଣତ୍ତି ଆଣିବା ପାଇଁ ଡାକ୍ତର ମାନେ ଚେଷ୍ଟା କରିଛନ୍ତି।ସେଥିପାଇଁ ଦରକାର ଅଧିକ ଟଙ୍କା।ଯାହାକି ତାଙ୍କ ପୁଅ ଦିବ୍ୟଜ୍ୟୋତି ମିଶ୍ର ବର୍ତ୍ତମାନ ସମୟରେ ଓଡିଶା ବାସିଙ୍କୁ ସାହାଯ୍ୟ ଲୋଡିଛନ୍ତି।ଆପଣ ମଧ୍ୟ ଚାହିଁଲେ ସାହାଯ୍ୟ କରିପାରିବେ ଏବଂ ଏହି ସୁପରିଚିତ ଗାୟକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ହୋଇପାରିବ।

Leave a Reply

Your email address will not be published. Required fields are marked *