ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି କମେଡିଆନ ମାନଙ୍କ Real Life ସ୍ତ୍ରୀ ମାନକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ,କହିବେ ଏମାନେ ତ ଅସଲ ହିରୋଇନ

Spread the love

ସାଙ୍ଗମାନେ ଆଜି ଆମେ ଏହି ଆର୍ଟିକିଲରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର କମେଡିଆନ ମାନଙ୍କ ବିଷୟରେ କଥା ହେବା।ଜାଣିବା ତାଙ୍କର ବାସ୍ତବିକ ଜୀବନ କିପରି ଏବଂ ତାଙ୍କ ଜୀବନ ସାଥି କିଏ।ଆପଣମାନେ ନିଶ୍ଚିତ ଭାବରେ ଓଡ଼ିଆ ଫିଲ୍ମ ଦେଖୁଥିବେ ଏବଂ ଏହାକୁ ପସନ୍ଦ ମଧ୍ୟ କରୁଥିବେ।ଆପଣ ତ ଏହା ନିହାତି ଭାବରେ ଜାଣିଛନ୍ତି ଯେ ପ୍ରତ୍ୟେକ ଓଡ଼ିଆ ଫିଲ୍ମରେ ତାହାର ଏକ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଭୂମିକା ଥାଏ ତାଙ୍କର କମେଡିଆନ ମାନଙ୍କର।ସେମାନେ ପ୍ରତ୍ୟକ ଫିଲ୍ମରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଥାନ୍ତି।

ଯେକୌଣସି ଫିଲ୍ମକୁ ଦର୍ଶକ ମାନଙ୍କ ପାଇଁ ଆକୃଷ୍ଟ ବନେଇବାକୁ ହେଲେ ସେଥିରେ କମେଡି ରଖିବା ନିହାତି ଆବଶ୍ୟକ।ଏବଂ ତାହାକୁ ସଠିକ ଭାବେ ନିଭେଇଥାନ୍ତି କମେଡିଆନ ମାନେ।ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ ଗୋଟିଏ ପରେ ଗୋଟିଏ ଜବରଦସ୍ତ କମେଡିଆନ ଅଛନ୍ତି।ସେମାନଙ୍କୁ ଦର୍ଶକ ମାନେ ବହୁତ ମାତ୍ରାରେ ପସନ୍ଦ କରିଥାନ୍ତି।କରାଣ ସେହି ମାନେହି ଫିଲ୍ମ ମାଧ୍ୟମରେ ଏବଂ ନିଜ ଡାଇଲଗ ମାଧ୍ୟମରେ ଦର୍ଶକଙ୍କୁ ହସାଇବାର କାମ କରିଥାନ୍ତି।

ଆଜି ଆମେ ଏହି ଆର୍ଟିକିଲରେ ଓଡ଼ିଆ ଫିଲ୍ମରେ ଅଭିନୟ କରୁଥିବା କମେଡିଆନ ମାନଙ୍କ ବାସ୍ତବିକ ଜୀବନର ଜୀବନ ସାଥି ମାନଙ୍କ ବିଷୟରେ ଜାଣିବା।ଏହାର ସମ୍ପୁର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ରୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।

ସାଙ୍ଗମାନେ ଆମ ଲିଷ୍ଟରେ ନମ୍ବର ୧ରେ ଆସୁଛନ୍ତି ଜୟରାମ ସାମଲ।ଆପଣମାନେ ତ ଜୟଙ୍କୁ ବେଶ ଭଲ ଭାବରେ ଜାଣିଥିବେ।ତାଙ୍କ କମେଡି ସମସ୍ତିଙ୍କୁ ଭଲ ଲାଗିଥାଏ।ଜୟ ବାସ୍ତବିକ ଜୀବନରେ ବିବାହ କରିଛନ୍ତି।ଏବଂ ସେ ଓ ତାଙ୍କ ପତ୍ନୀ ବହୁତ ଖୁସିରେ ଅଛନ୍ତି।ଆପଣ ତାଙ୍କ ଫଟୋ ସୋସିଆଲ ମିଡିଆରେ ପାଇପାରିବେ।

ଆମ ଲିଷ୍ଟରେ ଏହାପରେ ଆସୁଛନ୍ତି କମେଡିଆନ ଗୁଡୁ।ଯିଏକି ଅନେକ ଫିଲ୍ମରେ ଅଭିନୟ କରି ଲୋକପ୍ରିୟତା ହାସଲ କରିପାରିଛନ୍ତି।ସେ ମଧ୍ୟ ବିବାହ କରିଛନ୍ତି ଏବଂ ତାଙ୍କ ସ୍ତ୍ରୀଙ୍କ ନାମ ହେଉଛି ପ୍ରିୟଙ୍କା।ଗୁଡୁ ଏବଂ ପ୍ରିୟଙ୍କା ସୋସିଆଲ ମିଡିଆରେ ଭଲ ପାଇ ବିବାହ କରିଛନ୍ତି।

ଏହାପରେ ଆମ ଲିଷ୍ଟରେ ନମ୍ବର ୩ରେ ଆସୁଛନ୍ତି ହରିହର ମହାପାତ୍ର।ଆପଣମାନେ ତ ହରିଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ ଏବଂ ତାଙ୍କ କମେଡି ନିଶ୍ଚିତ ଭାବରେ ଦେଖିଥିବେ।ହରି ମଧ୍ୟ ବାସ୍ତବିକ ଜୀବନରେ ବିବାହ କରିଛନ୍ତି ଏବଂ ତାଙ୍କ ସ୍ତ୍ରୀଙ୍କ ନାମ ହେଉଛି ମୋନାଲିଶା ମହାପାତ୍ର।

ଏହାପରେ ଆମ ଲିଷ୍ଟରେ ନମ୍ବର ୪ରେ ଆସୁଛନ୍ତି ତତ୍ୱ ପ୍ରକାଶ ସତପଥି।ଯାହାକୁ ଆପଣ ପପୁ ପମ ପମ ନାମରେ ଜାଣିଥିବେ।ସେ ଏହି ପପୁ ପମ ପମ ନାମରେ ଖୁବ ଜଣାଶୁଣା।ତାଙ୍କ କମେଡି କାହାକୁ ବା ଭଲ ନଲାଗେ।ପପୁ ବାସ୍ତବିକ ଜୀବନରେ ବିବାହ କରିଛନ୍ତି ଏବଂ ତାଙ୍କ ସ୍ତ୍ରୀଙ୍କ ନାମ ହେଉଛି ସଙ୍ଗୀତା ସତପଥୀ।

ଏହାପରେ ନମ୍ବର ୫ରେ ଆସୁଛନ୍ତି ଓଡ଼ିଶାର ଲୋକପ୍ରିୟ କମେଡିଆନ ଦେବୁ ବ୍ରହ୍ମା।ଦେବୁ ବ୍ରହ୍ମାଙ୍କ ସ୍ତ୍ରୀଙ୍କ ନାମ ହେଉଛି ରତ୍ନ ପ୍ରଭା ବ୍ରହ୍ମା।ତେବେ ସାଙ୍ଗମାନେ ଏହା ଥିଲା ଓଡିଶାର ଲୋକପ୍ରିୟ କମେଡିଆନ ମାନଙ୍କ ଜୀବନ ସାଥି।

Leave a Reply

Your email address will not be published. Required fields are marked *