Cameraman ମାନସ ଙ୍କ କଥା ପଚାରିବାରୁ ଭୋ ଭୋ ହୋଇ କାନ୍ଦିଲେ ଶର୍ମିଷ୍ଠା,ମାନିଲେ କି ସେଦିନର ସତ,ଅସଲ ରେ ଘଟିଥିଲା କଣ ଯେ କଲେ ଏପରି କାମ…ଦେଖନ୍ତୁ Video

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା କିଛି ବିଶେଷ ତଥ୍ୟ ବିଷୟରେ।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ତେବେ ଆପଣମାନେ କ୍ୟାମେରା ମ୍ୟାନ ମାନସଙ୍କ ମୃତ୍ୟୁ ବିଷୟରେ ତ ଜାଣିଥିବେ।ଏହି ଘଟଣା ବର୍ତ୍ତମାନ ସମୟରେ ସବୁଆଡେ ଭାଇରାଲ ହେବାରେ ଲାଗିଛି।ବାସ୍ତବରେ ଏହା ଏକ ବହୁତ ବଡ଼ ଦୁଃଖର ବିଷୟ ଥିଲା।

ତବେ ଆମେ ଆଜି ଏହା ବିଷୟରେ କିଛି ବିଶେଷ ତଥ୍ୟ ଜାଣିବା।ସତ କହୁଛନ୍ତି ଶର୍ମିଷ୍ଠା।କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହ-ତ୍ୟାର ଗୋଟି ଗୋଟି କଥା ତାଙ୍କ ମୁହଁରୁ ବାହାର କରୁଛି କ୍ରାଇମବ୍ରାଞ୍ଚ।ଆଜି ଠାରୁ ପାଞ୍ଚ ଦିନିଆ ରିମାଣ୍ଡରେ ଯାଇଛନ୍ତି ଶର୍ମିଷ୍ଠାଙ୍କ ସମେତ ଚାରି ଅଭିଯୁକ୍ତ।ସକାଳେ ସେମାନଙ୍କୁ ଚାନ୍ଦବାଲିରୁ କଟକ ସ୍ଥିତ ମୁଖ୍ୟ କାର୍ଯ୍ୟାଳୟକୁ ଅଣାଯାଇଥିଲା।

ପ୍ରଥମେ ପଡିଥିଲା ଶର୍ମିଷ୍ଠାଙ୍କ ପାଳି।ଜେରା ପରେ ଜେରା ପ୍ରଶ୍ନ ପରେ ପ୍ରଶ୍ନ।ତେବେ ପ୍ରଶ୍ନ ଆସିଛି ମେମୋରି ଚିପରେ କଣ ଥିଲା।ଆଶ୍ରମ କେୟାର ଟେକର ପାଇଥିବା ମାନସଙ୍କ ଚିଠି କୁଆଡେ ଗାଲ।କ୍ରାଇମବ୍ରାଞ୍ଚ ଆଗରେ ଏହି ସବୁ ପ୍ରଶ୍ନର ସତ କହିଛନ୍ତି ଶର୍ମିଷ୍ଠା।ଝାଳବୁହା ଜେରା ବେଳେ ଭୋ ଭୋ ହୋଇ କାନ୍ଦି ପକାଇଲେ।

ଚାରି ଅଭିଯୁକ୍ତଙ୍କୁ ଅଲଗା ଅଲଗା ଜେରା ହୋଇଛି।ଶର୍ମିଷ୍ଠା ସହଯୋଗୀ ଝୁନା ଭୋଇ ମଧ୍ୟ ଜେରା ବେଳେ କାନ୍ଦି ପକାଇଥିଲେ।ତଦନ୍ତକରି ଟିମ ଉପରେ ସଫା ସଫା ମାନିଥିଲେ ସତ।ଏହେ କାରଣ ହେଉଛି ସେମାନଙ୍କ ପାଖରେ କୌଣସି ରାସ୍ତା ନାହିଁ।କ୍ରାଇମବ୍ରାଞ୍ଚ ତଥ୍ୟ ପ୍ରମାଣ ସାଉଁଣ୍ଟୁଛି।ଏମାନଙ୍କ ପାଖରେ ତଥ୍ୟ ପ୍ରମାଣ ନାହିଁ।

ଅଭିଯୁକ୍ତଙ୍କର କଲ ଡିଟେଲସ ରେକର୍ଡ ମିଳିଛି।ଅପହରଣ ଦିନ ଶର୍ମିଷ୍ଠାଙ୍କ ମୋବାଇଲ ଲୋକେଶନ ଚାନ୍ଦବାଲିରୁ ଟ୍ରେସ ହୋଇଛି।ନିରଞ୍ଜନ ସେଠିଙ୍କୁ ମଧ୍ୟ ଗୁଡ଼ାଇ ତୁଡାଇ ଜେରା କରିଛି କ୍ରାଇମବ୍ରାଞ୍ଚ।ରାଜ୍ୟ ଲୋକ ସମ୍ପର୍ଣ୍ଣ ବିଭାଗର ପୂର୍ବତନ ବୈସେଇକ ଵିଶେଷ ମାନସ ସ୍ୱାଇଁ ହ-ତ୍ୟାର କାରପୋଟଦାର।

ଏପର୍ଯ୍ୟନ୍ତ ମିଳିଥିବା ତଥ୍ୟ ପ୍ରମାଣ ଆଧାରରେ ନିରଞ୍ଜନଙ୍କୁ ପ୍ରଶ୍ନ ବାଣ ଥୁଙ୍କି ଦିଆଯାଇଛି।ଏହା ସହିତ ଆଉ କିଛି ପ୍ରଶ୍ନ ମଧ୍ୟ ପଚାରିଥିଲେ ତଦନ୍ତକରି ଟିମ।ଶର୍ମିଷ୍ଠାଙ୍କ ସହିତ ସହଯୋଗ କଣ।କିଭଳି ଭାବରେ ସେମାନେ ଏହା କରିଛନ୍ତି।ମାନସଙ୍କ ହ-ତ୍ୟା ଷଡ଼ଯନ୍ତ୍ରରେ ଶର୍ମିଷ୍ଠାଙ୍କ ସହ ତାଙ୍କର ସମ୍ପର୍କ କଣ?ମାନସ ହ-ତ୍ୟା ଷଡ଼ଯନ୍ତ୍ରରେ ତାଙ୍କର ସମ୍ପୃକ୍ତି କଣ?

ସେହିପରି ଭାବରେ ରଞ୍ଜନ ନାୟକଙ୍କୁ ମଧ୍ୟ ଜେରା କରିଛି କ୍ରାଇମବ୍ରାଞ୍ଚ।ଗତ କାଲି କୋଲକତାରୁ ଭୁବନେଶ୍ୱର ଫେରିବା ବେଳେ ଧାରା ପଡ଼ିଥିଲେ ଶର୍ମିଷ୍ଠା ଏବଂ ତାଙ୍କ ସହଯୋଗୀ।ବେଶ କିଛି ଦିନ ହେବ ପୋଲିସକୁ ଚକମା ଦେଇ ରାଜ୍ୟ ତଥା ବାହାରେ ବୁଲୁଥିଲେ।ଏହାପରେ ପୋଲିସ ତାଙ୍କୁ ଟ୍ରେସ କରିଥିଲା ଏବଂ ଧରିଥିଲା।

Leave a Reply

Your email address will not be published. Required fields are marked *