ସିନ୍ଦୁରର ଅଧିକାର ସିରିଏଲ ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କ ରିୟଲ ବୟସ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେଇଯିବେ,Iti ଓ Aarav ଙ୍କ ବୟସ ମାତ୍ର ଏତିକି ଅଟେ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଓଡ଼ିଆ ସିରିଏଲ ବିଷୟରେ କିଛି ବିଶେଷ ତଥ୍ୟ ଜାଣିବା।ଆଜି ଆମେ ସିନ୍ଦୁରର ଅଧିକାର ସିରିଏଲ ବିଷୟରେ ଜାଣିବା।ଆପଣମାନେ ତ ଏହି ସିନ୍ଦୁରର ଅଧିକାର ସିରିଏଲ ନିଶ୍ଚିତ ଭାବରେ ଦେଖିଥିବେ ଏବଂ ଏହାକୁ ଅତ୍ୟନ୍ତ ମାତ୍ରାରେ ପସନ୍ଦ ମଧ୍ୟ କରୁଥିବେ।ଏହି ସିରିଏଲରେ ଅଭିନୟ କରିଥିବା ଅଭିନେତା ଏବଂ ଅଭିନେତ୍ରୀ ଖୁବ ସୁନ୍ଦର ଭାବରେ ଅଭିନୟ କରି ଦର୍ଶକ ମାନଙ୍କ ହୃଦୟ ଜିତି ପାରିଛନ୍ତି।ଏହି ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କ ପ୍ରକୃତ ବୟସ ବିଷୟରେ ଆପଣ ଜାଣିଛନ୍ତି କି?

ଯଦି ଜାଣି ନାହାନ୍ତି ଆମେ ଜାଣିବା ଆଜିର ଏହି ଆର୍ଟିକିଲରେ।ତେବେ ଏହି ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ଆମ ଲିଷ୍ଟରେ ନମ୍ବର ୧ରେ ଆସୁଛନ୍ତି ଉର୍ଭି ଯିଏକି ଏହି ସିରିଏଲରେ ଇତିଙ୍କ ଭଉଣୀ ଭୂମିକରେ ଅଭିନୟ କରୁଛନ୍ତି।ଏବଂ ଖୁବ ସୁନ୍ଦର ଅଭିନୟ କରିଛନ୍ତି।ଉର୍ଭିଙ୍କ ପ୍ରକୃତ ବୟସ ହେଉଛି ୨୩ ବର୍ଷ।

ଏହାପରେ ଆମ ଲିଷ୍ଟରେ ନମ୍ବର ୨ରେ ଆସୁଛନ୍ତି ଦାମିନି।ଯିଏକି ଏହି ସିରିଏଲରେ ଆରବଙ୍କ ମାଆ ଭୂମିକାରେ ଅଭିନୟ କରୁଛନ୍ତି।ତାଙ୍କୁ ଆପଣ ଏହି ସିରିଏଲରେ ଖୁବ ସୁନ୍ଦର ଭାବରେ ଅଭିନୟ କରିବାରେ ଦେଖିଥିବେ।ଦାମିନିଙ୍କ ପ୍ରକୃତ ବୟସ ହେଉଛି ୩୧ ବର୍ଷ।ଏହାପରେ ଆସୁଛନ୍ତି ଆରଭ।ଯିଏକି ଏହି ସିରିଏଲରେ ମୁଖ୍ୟ ନାୟକ ଭାବରେ ଅଭିନୟ କରୁଛନ୍ତି।

ଆପଣ ଆରଭଙ୍କୁ ମଧ୍ୟ ଏହି ସିରିଏଲରେ ଖୁବ ସୁନ୍ଦର ଭାବରେ ଅଭିନୟ କରିବାର ଦେଖିଥିବେ।ଆରଭଙ୍କ ବୟସ ହେଉଛି ୨୫ ବର୍ଷ।ଏହାପରେ ନମ୍ବର ୪ରେ ଆସୁଛନ୍ତି ନିକି।ଯିଏକି ଏହି ସିରିଏଲରେ ଆରଭଙ୍କ ଭଉଣୀ ଭୂମିକାରେ ଅଭିନୟ କରୁଛନ୍ତି।ସେ ମଧ୍ୟ ଖୁବ ସୁନ୍ଦର ଅଭିନୟ କରିଥାନ୍ତି।ନିକିଙ୍କ ପ୍ରକୃତ ବୟସ ହେଉଛି ୨୨ବର୍ଷ।ନମ୍ବର ୫ରେ ଆସୁଛନ୍ତି ମିଥୁ ଯାହାଙ୍କୁ ଆପଣ ଏହି ସିରିଏଲରେ ବହୁତ ସୁନ୍ଦର ଅଭିନୟ କରିବାର ନିଶ୍ଚିତ ଭାବରେ ଦେଖିଥିବେ।ମିଥୁଙ୍କ ଜନ୍ମ ଦିନ ହେଉଛି ୧୨ ଜୁଲାଇ।

ଏହାପରେ ନମ୍ବର ୬ରେ ଆସୁଛନ୍ତି ପବିତ୍ରା।ଯିଏକି ଏହି ସିରିଏଲରେ ଇତିଙ୍କ ମାଆଙ୍କ ଭୂମିକାରେ ଅଭିନୟ କରୁଛନ୍ତି।ତାଙ୍କ ଜନ୍ମ ଦିନ ହେଉଛି ୨୧ ମଇ।ଏହାପରେ ନମ୍ବର ୭ରେ ଆସୁଛନ୍ତି ଇତି।ଯିଏକି ଏହି ସିରିଏଲରେ ମୁଖ୍ୟ ନାୟିକା ଭାବରେ ଅଭିନୟ କରୁଛନ୍ତି।

ଇତିଙ୍କ ପ୍ରକୃତ ବୟସ ହେଉଛି ୨୧ ବର୍ଷ।ନମ୍ବର ୮ରେ ଆସୁଛନ୍ତି କାମ୍ୟା।ଯାହାଙ୍କୁ ଆପଣ ଏହି ସିରିଏଲରେ ଖୁବ ସୁନ୍ଦର ଅଭିନୟ କରିବାର ଦେଖିଥିବା।ତାଙ୍କର ପ୍ରକୃତ ବୟସ ହେଉଛି ୨୮ ବର୍ଷ।ଏହାପରେ ଆସୁଛନ୍ତି ରଞ୍ଜନ।ତାଙ୍କ ପ୍ରକୃତ ବୟସ ହେଉଛି ୩୫ ବର୍ଷ।ଏହାପରେ ଆସୁଛନ୍ତି ଲାଲି।ତାଙ୍କର ପ୍ରକୃତ ବୟସ ହେଉଛି ୩୭ ବର୍ଷ।

Leave a Reply

Your email address will not be published. Required fields are marked *