ସିନ୍ଦୂରର ଅଧିକାର ଓଡ଼ିଆ ଧାରାବାହିକର Fevorite କଳାକାର ମାନଙ୍କ ଶିକ୍ଷାଗତ ଯୋଗ୍ୟତା କେତେ,୫ ନମ୍ବର ଏତେ ପାଠ ପଢ଼ିଛନ୍ତି ଚାହିଁଥିଲେ ଅଫିସର ହେଇପାରିଥାନ୍ତେ

Spread the love

ଆମେ ପ୍ରତିଦିନ ସିନ୍ଦୂରର ଅଧିକାର ଧାରାବାହିକ ନିଶ୍ଚିତ ଭାବରେ ଦେଖୂ।ଏହା ସହିତ ଏହି ଧାରାବାହିକ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି।ଏହା ସହିତ ଏହି ଧାରାବାହିକ ଅନେକ ଲୋକଙ୍କ ପ୍ରିୟ ହୋଇ ପାରିଛି।ଏହି ଧାରାବାହିକ ଜରିଆରେ ଅନେକ କଳାକାର ମାନେ ମଧ୍ୟ ନିଜର ଏକ ବିଶେଷ ପ୍ରତିଷ୍ଠା ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି।ଏହା ସହିତ ଏହି ଅଭିନେତା ମାନଙ୍କ ଅଭିନୟ ମଧ୍ୟ ଅନେକ ଆକର୍ଷଣୀୟ ହୋଇଥାଏ।ତେବେ ଆମେ ବର୍ତ୍ତମାନ ଏହି ଅଭିନେତା ଓ ଅଭିନେତ୍ରୀ ମାନଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ ଆଲୋଚନା କରିବା।

ଲିକୁନ ଚୌଧୁରୀ:- ଏହି ଧାରାବାହିକରେ ଏହି ଅଭିନେତା ଜଣଙ୍କ ମୀଠୁ ଭୂମିକାରେ ଅଭିନୟ କରୁଛନ୍ତି।ସେ ନିଜର ଅଭିନୟ ଦ୍ୱାରା ସମସ୍ତଙ୍କୁ ଆକର୍ଷିତ କରି ପାରିଛନ୍ତି।ତାଙ୍କର ଅଭିନୟ ମଧ୍ୟ ଅନେକ ଉଚ୍ଚ କୋଟୀର।ଏହା ସହିତ ସେ ଉତ୍କଳ ବିଶ୍ଵବିଦ୍ୟାଳୟରୁ +୩ ଶେଷ କରିଛନ୍ତି।

ସରୋଜ କୁମାର:- ଏହି ଧାରାବାହିକରେ ଏହି ଅଭିନେତା ଜଣଙ୍କ ଆରଭ ଭୂମିକାରେ ଅଭିନୟ କରୁଛନ୍ତି।ଏହି ଅଭିନେତା ଜଣଙ୍କ ଅଳ୍ପ ସମୟ ମଧ୍ୟରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି।ତେବେ ସେ ସମ୍ବଲପୁରର ଗାନ୍ଧୀ ଇଞ୍ଜିନିୟରିଂ କଲେଜରୁ ପାଠ ପଢା ଶେଷ କରିଛନ୍ତି।

ଅମରଜିତ ମିଶ୍ର:- ଏହି ଧାରାବାହିକରେ ଏହି ଅଭିନେତା ଜଣଙ୍କ ରୋମି ଭୂମିକାରେ ଅଭିନୟ କରୁଛନ୍ତି।ଏହି ଅଭିନେତା ଜଣଙ୍କ ନିଜର ଅଭିନୟ ଦ୍ୱାରା ଅନେକ ଲୋକଙ୍କ ପ୍ରିୟ ହୋଇ ପାରିଛନ୍ତି।ତେବେ ସେ ପ୍ରାଣନାଥ ସ୍ଵୟଂଶାସିତ କଲେଜରୁ ନିଜର +୩ ଶେଷ କରିଛନ୍ତି।

ସୁଚରିତା ସ୍ୱାଇଁ:- ଏହି ଧାରାବାହିକରେ ଏହି ଅଭିନେତ୍ରୀ ଜଣଙ୍କ ଊର୍ଭି ଭୂମିକାରେ ଅଭିନୟ କରୁଛନ୍ତି।ତେବେ ଏହି ଅଭିନେତ୍ରୀ ଜଣଙ୍କ ବ୍ରହ୍ମପୁରର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର କଲେଜରୁ ନିଜର +୩ ପାଠ ପଢା ଶେଷ କରି ସାରିଛନ୍ତି।

ଅଶ୍ମିତ୍ତା ନନ୍ଦ:- ଏହି ଧାରାବାହିକରେ ଏହି ଅଭିନେତ୍ରୀ ଜଣଙ୍କ ନିକି ଭୂମିକାରେ ଅଭିନୟ କରୁଛନ୍ତି।ଏହି ଅଭିନେତ୍ରୀ ଜଣକ ନିଜର ଅଭିନୟ ଦ୍ୱାରା ନିଜର ଏକ ସ୍ବତନ୍ତ୍ର ପ୍ରତିଷ୍ଠା ସୃଷ୍ଟି କରି ପାରିଛନ୍ତି।ସେ କୀଟ କଲେଜରୁ ନିଜର ପାଠ ପଢା ଶେଷ କରିଛନ୍ତି।

ନୀଳାଖି ପାତ୍ର:- ଏହି ଧାରାବାହିକରେ ଏହି ଅଭିନେତ୍ରୀ ଜଣଙ୍କ ଇତି ଭୂମିକାରେ ଅଭିନୟ କରୁଛନ୍ତି।ଏହି ଅଭିନେତ୍ରୀ ଜଣଙ୍କ ନିଜର ଅଭିନୟ ଦ୍ୱାରା ନିଜର ଏକ ସ୍ବତନ୍ତ୍ର ପ୍ରତିଷ୍ଠା ସୃଷ୍ଟି କରି ପାରିଛନ୍ତି।ଏହି ଅଭିନେତ୍ରୀ ଜଣକ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି।

ପ୍ରିୟା ପଣ୍ଡା:- ଏହି ଧାରାବାହିକରେ ଏହି ଅଭିନେତ୍ରୀ ଜଣଙ୍କ ଧନଶ୍ରି ଭୂମିକାରେ ଅଭିନୟ କରୁଛନ୍ତି।ତାଙ୍କର ଅଭିନୟ ବାସ୍ତବରେ ଅନେକ ଆକର୍ଷଣୀୟ ହୋଇଥାଏ।ଏହି ଅଭିନେତ୍ରୀ ଜଣକ +୩ ରେ ନିଜର ପାଠ ପଢା ଶେଷ କରି ସାରିଛନ୍ତି।

ଟୁଇଙ୍କିଲ ମିଶ୍ର:- ଏହି ଧାରାବାହିକରେ ଏହି ଅଭିନେତ୍ରୀ ଜଣଙ୍କ କାମ୍ମ୍ୟା ଭୂମିକାରେ ଅଭିନୟ କରୁଛନ୍ତି।ତାଙ୍କର ଅଭିନୟ ଦେଖିବାକୁ ଅନେକ ଲୋକ ପସନ୍ଦ କରିଥାନ୍ତି।ଏହା ସହିତ ଏହି ଅଭିନେତ୍ରୀ ଜଣଙ୍କ ଉତ୍କଳ ବିଶ୍ୱବିଦ୍ୟାଳୟରୁ ନିଜର +୩ ପାଠ ପଢା ଶେଷ କରିଛନ୍ତି।

Leave a Reply

Your email address will not be published. Required fields are marked *