ଓଡ଼ିଆ ହିରୋଇନ Sivani Sangita ଏତେ ଟଙ୍କାର ମାଲିକ ଅଟନ୍ତି,ଫିଲ୍ମ ବ୍ୟତୀତ ଏହି ସବୁ କାମ ରୁ ମଧ୍ୟ ପଇସା ରୋଜଗାର କରିଥାନ୍ତି ଶିବାନୀ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ବିଷୟରେ କିଛି ବିଶେଷ ତଥ୍ୟ ଜାଣିବା।ଏକ ଅଭିନେତ୍ରୀ ଯାହାର ବୟସ ୧୯ ବର୍ଷ।ତାଙ୍କୁ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେବାର ମାତ୍ର ତିନି ବର୍ଷ ହୋଇଛି।କିନ୍ତୁ ସେହି ତିନି ବର୍ଷରେ ସେ ଏତେ ଖ୍ୟାତି ଏବଂ ସୁନାମ ଅର୍ଜନ କରିଛନ୍ତି ଯାହା ଓଡ଼ିଶାର ଇତିହାସରେ ଆଗରୁ କେବେ ହୋଇନଥିଲା।ଏତେ କମ ବୟସର ଅଭିନେତ୍ରୀ ଯିଏ ଆଜି ଓଲିଉଡରେ ଏତେ ଖ୍ୟାତି ସୁନାମ ଅର୍ଜନ କରିଛି ଯିଏ ଆଜି ଓଲିଉଡର ମେଗା ଷ୍ଟାର ଏବଂ ସୁପର ଷ୍ଟାର ମାନଙ୍କ ସହିତ ଫିଲ୍ମ କରୁଛି ସେ ଆଉ କେହି ନୁହେଁ।ସେ ହଉଛନ୍ତି ଶିବାନୀ ସଙ୍ଗିତା।

ଆଜିର ଏହି ଆର୍ଟିକିଲରେ ଆମେ ତାଙ୍କ ବିଷୟରେ।ତାଙ୍କର ସମ୍ପତ୍ତି ତାଙ୍କର ପରିବାର ଏବଂ ତାଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ ଏବଂ ଆଉ ମଧ୍ୟ ତାଙ୍କର ଅନେକ କିଛି ଅଜଣା କଥା ଏହି ଆର୍ଟିକିଲରେ ଜାଣିବା।ତାଙ୍କ ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ଜାଣିବାକୁ ଚାହୁଁଥିଲେ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।

ଶିବାନୀ ସଙ୍ଗିତା ଯାହାଙ୍କ ବର୍ଷ ବର୍ତ୍ତମାନ ୧୯ ବର୍ଷ ସେ ୨୦୦୧ ମସିହା ୧୨ ଜୁଲାଇରେ ଜନ୍ମ ହୋଇଥିଲେ।ସେ କେବେଳ ଏକ ଅଭିନେତ୍ରୀ ନୁହନ୍ତି ସେ ଜଣେ ଗାୟକ ଏବଂ ନୃତ୍ୟ କଳାକାର ମଧ୍ୟ ଅଟନ୍ତି।ସେ ୨୦୧୭ ମସିହାରେ ଓଲିଉଡଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ ଏବଂ ପ୍ରଥମ ଫିଲ୍ମଟି କରିଥିଏ ସିଷ୍ଟର ଶ୍ରୀଦେବୀ।ତାଙ୍କ ଉଚ୍ଚତା ପାଞ୍ଚ ଫୁଟ ଆଠ ଇଞ୍ଚ।ତାଙ୍କ ଓଜନ ୫୧ କେଜି।

ଶିବାନୀ ସଙ୍ଗିତା ଓଲିଉଡଫିଲ୍ମ ଇଣ୍ଡଷ୍ଟ୍ରିରେ ଯାହାକିଛି ଫିଲ୍ମ କରିଛନ୍ତି ସବୁ କିଛି ସୁପର ହିଟ ହୋଇଛି।ତାଙ୍କର ସିଷ୍ଟର ଶ୍ରୀଦେବୀ,ପ୍ରେମ କୁମାର, ଦିଲ ମୋର ମାନେନା କେବଳ ଓଡିଶାରେ ନୁହଁ ଓଡିଶା ବାହାରେ ମଧ୍ୟ ସୁପର ହିଟ ହୋଇଥିଲା।ତାଙ୍କ ଅଭିନୟ ସମସ୍ତିଙ୍କୁ ଖୁବ ପସନ୍ଦ ଆସିଥାଏ।ଏବେ ଆସନ୍ତୁ ଜାଣିବା ଶିବାନୀ ସଙ୍ଗିତାଙ୍କ ସମ୍ପତ୍ତି ବିଷୟରେ।

ଶିବାନୀ ସଙ୍ଗିତାଙ୍କ ସମ୍ପତ୍ତି ବିଷୟରେ।ତାଙ୍କ ଘର ଭୁବନେଶ୍ୱରରେ।ଭୁବନେଶ୍ୱରରେ ତାଙ୍କର ଏକ ଅଲିସାନ ଘର ଅଛି ଏବଂ ତାଙ୍କର ଏକ ଲକଜରି କାର ମଧ୍ୟ ଅଛି।ଶିବାନୀ ସଙ୍ଗିତା ଏକ ଓଡ଼ିଆ ଫିଲ୍ମ କରିବା ପାଇଁ ପାଞ୍ଚରୁ ସାତ ଲକ୍ଷ ଟଙ୍କା ଡିମାଣ୍ଡ କରିଥାନ୍ତି।ଏହା ସହିତ ସେ ଅନେକ ଗୁଡିଏ ବ୍ରାଣ୍ଡର ପ୍ରମୋସନ ମଧ୍ୟ କରନ୍ତି।

ଏହି ଆଡ଼ଭୋଟାଇଜ କରିବା ପାଇଁ ସେ ଦୁଇ ଲକ୍ଷ ଟଙ୍କା ନେଇଥାନ୍ତି।ମାତ୍ର ୧୯ ବର୍ଷ ବୟସରେ ତାଙ୍କର ସମ୍ପତ୍ତି ହେଉଛି ୪୦ ଲକ୍ଷ ଟଙ୍କା।ସେ ବର୍ତ୍ତମାନ ପର୍ଯ୍ୟନ୍ତ ପାଞ୍ଚଟି ଫିଲ୍ମ କରିଛନ୍ତି।ତେବେ ଏହା ଥିଲା ଶିବାନୀ ସଙ୍ଗିତାଙ୍କ ବିଷୟରେ କିଛି ତଥ୍ୟ।

Leave a Reply

Your email address will not be published. Required fields are marked *