Nua Bohu ସିରିଏଲ ର ଅଭିନେତ୍ରୀ ମିତାଲିଙ୍କ ପ୍ରଥମ ପ୍ରେମ କିଏ ଆପଣ ଜାଣିଛନ୍ତି କି ,ଜାଣିଲେ ଆପଣ ମଧ୍ୟ ଖୁସି ରେ ନାଚିବେ ଏବେ

Spread the love

ନୂଆ ବୋହୂ ଧାରାବାହିକରେ ରାଧିକା ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀ ଜଣଙ୍କ ହେଉଛନ୍ତି ମିତାଲୀ।ସେ ନିଜର ଅଭିନୟ ମାଧ୍ୟମରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଥିଲେ।ଏହା ସହିତ ସେ ନିଜର ଅଭିନୟ ଦ୍ୱାରା ସମସ୍ତଙ୍କୁ ଆକର୍ଷିତ କରି ପାରିଥିଲେ।ଏହା ସହିତ ସେ ଜଣେ ଏପରି ଅଭିନେତ୍ରୀ ଯିଏକି ତାଙ୍କର ଅଭିନୟ ଦ୍ଵାରା ଖୁବ କମ ସମୟ ମଧ୍ୟରେ ନିଜର ଏକ ବିଶେଷ ପରିଚୟ ସୃଷ୍ଟି କରି ପାରିଥିଲେ।ଏହା ସହିତ ତାଙ୍କର ଅଭିନୟ ଦେଖିବା ପାଇଁ ମଧ୍ୟ ଅନେକ ଲୋକ ପସନ୍ଦ କରିଥାନ୍ତି।

ଏହା ସହିତ ତାଙ୍କୁ ମୁଢ଼ି ଓ ଚିକେନ ଖାଇବା ପାଇଁ ବହୁତ ଭଲ ଲାଗେ।ଏହା ସହିତ ନୂଆ ବୋହୂ ଧାରାବାହିକ ହେଉଛି ତାଙ୍କର ପ୍ରଥମ ଧାରାବାହିକ।ଏହା ପୂର୍ବରୁ ସେ ଅନ୍ୟ କୌଣସି ଧାରାବାହିକ ଅଥବା ଚଳଚ୍ଚିତ୍ରରେ ଅଭିନୟ କରି ନଥିଲେ।ତେବେ ସେ ନିଜର ପ୍ରଥମ ଧାରାବାହିକ ଜରିଆରେ ନିଜକୁ ସାରା ଓଡ଼ିଶାର ଲୋକଙ୍କ ନିକଟରେ ଖୁବ କମ ସମୟ ମଧ୍ୟରେ ପରିଚିତ କରି ପାରିଥିଲେ।

ଏହା ସହିତ ସେ ଓଡ଼ିଆ ଅଭିନୟ ଜଗତର ଜଣେ ଆଗ ଧାଡ଼ିର ଅଭିନେତ୍ରୀ ଭାବରେ ଉଭା ହୋଇଥିଲେ।ତେବେ ସେ ବର୍ତ୍ତମାନ ନିଜର ଅଭିନୟ ଜୀବନ ସହିତ ନିଜ ପାଠ ପଢା ମଧ୍ୟ ଜାରି ରଖିଛନ୍ତି।ସେ ବର୍ତ୍ତମାନ ରମାଦେବୀ କଲେଜରେ ପାଠ ପଢ଼ୁଛନ୍ତି।ତେବେ ଓଡ଼ିଆ ଅଭିନୟ ଜଗତର ସୁପରହିଟ ଯୋଡ଼ି ସିଦ୍ଧାନ୍ତ ଓ ରଚନାଙ୍କ ଯୋଡ଼ି ହେଉଛି ତାଙ୍କର ସବୁଠାରୁ ପ୍ରିୟ ଯୋଡ଼ି।

ଏହା ସହିତ ବାବୁସାନ ହେଉଛନ୍ତି ତାଙ୍କର ସବୁଠାରୁ ପ୍ରିୟ ଅଭିନେତା।ଏହା ସହିତ ସେ ନିଜର ପ୍ରେମ ଜୀବନ ବିଷୟରେ କହିଥିଲେ କି ୧୦ମ ଶ୍ରେଣୀରେ ପାଠ ପଢିବା ସମୟରେ ତାଙ୍କର ଜଣେ ଭଲ ପୁରୁଷ ବନ୍ଧୁ ଥିଲେ।ଏହାପରେ ସେ ଆଉ କୌଣସି ପୁଅ ସହିତ ଅଧିକ ଭଲ ସମ୍ପର୍କରେ ଆସି ନାହାନ୍ତି।ଏହା ସହିତ ବର୍ତ୍ତମାନ ମଧ୍ୟ ତାଙ୍କର କୌଣସି ପୁରୁଷ ବନ୍ଧୁ ନାହାନ୍ତି ବୋଲି ସେ କହିଥିଲେ।

ଏହା ସହିତ ସେ ଆଗକୁ ଏହି ସମ୍ପର୍କରେ ଚିନ୍ତା କରିବେ ବୋଲି ମଧ୍ୟ କହିଛନ୍ତି।ତେବେ ତାଙ୍କର ଅଭିନୟ ଦେଖିବା ପାଇଁ ମଧ୍ୟ ଅନେକ ଲୋକ ପସନ୍ଦ କରିଥାନ୍ତି।ଏହା ସହିତ ସେ ନିଜର ଅଭିନୟ ଦ୍ୱାରା ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି।ତେବେ ତାଙ୍କର ଅଭିନୟ ବାସ୍ତବରେ ଅନେକ ମାତ୍ରାରେ ଆକର୍ଷଣୀୟ ହୋଇଥାଏ।

ଏହା ସହିତ ସେ ଅନେକ ଲୋକଙ୍କର ବର୍ତ୍ତମାନ ପ୍ରିୟ ଅଭିନେତ୍ରୀ ଅଟନ୍ତି।ତାଙ୍କର ଅଭିନୟ ଦେଖିବା ପାଇଁ ଅନେକ ଲୋକ ପସନ୍ଦ କରିବା ସହିତ ତାଙ୍କୁ ଅନେକ ଲୋକ ନିଜର ପ୍ରିୟ ଅଭିନେତ୍ରୀ ଭାବରେ ମଧ୍ୟ ସ୍ବୀକାର କରିଛନ୍ତି।ଏହା ସହିତ ସେ ଆଗକୁ ନିଜର ଭବିଷ୍ୟତ ଅଭିନୟ ମାଧ୍ୟମରେ ଆଗକୁ ଵଢ଼ାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି।

ତାଙ୍କର ଅଭିନୟ ମାଧ୍ୟମରେ ସେ ଅଳ୍ପ ସମୟ ମଧ୍ୟରେ ଅନେକ ଲୋକଙ୍କ ନିକଟରେ ନିଜକୁ ପରିଚିତ କରିବାରେ ସକ୍ଷମ ହୋଇ ପାରିଥିଲେ।ଏହା ସହିତ ସେ ବର୍ତ୍ତମାନ ଓଡ଼ିଆ ଅଭିନୟ ଜଗତର ଜଣେ ଆଗ ଧାଡ଼ିର ଅଭିନେତ୍ରୀ ଭାବରେ ନିଜକୁ ପରିଚିତ କରି ପାରିଛନ୍ତି।

Leave a Reply

Your email address will not be published. Required fields are marked *