ଶୋଇବା ପୁର୍ବରୁ କୁହନ୍ତୁ ଏହି ଦୁଇଟି ଶବ୍ଦ ଆପଣ ସାତ ପୁରୁଷ ଯାଏ ଧନ ଅଭାବ ହେବ ନାହିଁ – ମାତ୍ର ଦୁଇ ମିନିଟ ଥରେ ଚେଷ୍ଟା କରିକି ଦେଖନ୍ତୁ

Spread the love

ମନୁଷ୍ୟ ଜୀବନରେ ଅନେକ ପ୍ରକାରର ଉତ୍ଥାନ ଓ ପତନ ଲାଗି ରହିଥାଏ।ତେବେ ଆମ ଜୀବନରେ ଏପରି ବହୁତ ସମସ୍ୟା ରହିଥାଏ ଯାହା ଫଳରେ ଆମେ ଆମ ଜୀବନରେ ଏହାର ସମାଧାନ ନିମନ୍ତେ ସର୍ବଦା ଚିନ୍ତା ଗ୍ରସ୍ତ ରହୁ।ମାନବ ଜୀବନ ଇଶ୍ୱରଙ୍କ ବରଦାନ ବୋଲି ବିଚାର କରାଯାଏ।ଏହା ସହିତ ସେହି ଇଶ୍ୱରଙ୍କ କୃପାରୁ ଆମ ଜୀବନରେ ଅନେକ ଶୁଭ ଫଳ ଆସିଥାଏ।ଏହା ସହିତ ଏପରି ଅନେକ ବସ୍ତୁ ରହିଛି ଯାହା ଆମକୁ ଅନେକ କାର୍ଯ୍ୟ ପୂରଣ କରିବାରେ ଆଶୀର୍ବାଦ କରିଥାଏ।

ଏହା ସହିତ ଆମେ ଯଦି କୌଣସି କାର୍ଯ୍ୟ ସମ୍ପୂର୍ଣ୍ଣ ଶ୍ରଦ୍ଧା ଓ ସମ୍ପୂର୍ଣ୍ଣ ମନଯୋଗ ଦେଇ କରିଥାଉ ତେବେ ସେହି କାର୍ଯ୍ୟ ସମ୍ପୂର୍ଣ୍ଣ ରୂପରେ ସଫଳ ହୋଇଥାଏ।ଆମେ ବର୍ତ୍ତମାନ ଏପରି ଦୁଇଟି ଶବ୍ଦ ବିଷୟରେ ଆଲୋଚନା କରିବା ଯାହାକୁ କହିବା ଫଳରେ ଘରେ ହେଉଥିବା ସମସ୍ତ ସମସ୍ୟାର ସମାପ୍ତି ଘଟିବ ଏହା ସହିତ ଆମ ଜୀବନରେ ଧନର ଅଭାବ ରହିବ ନାହିଁ ଏହା ସହିତ ଆମେ ଅନେକ ସମୟ ପର୍ଯ୍ୟନ୍ତ ଧନରେ ପରିପୂର୍ଣ ରହିବେ।

ଏହା ସହିତ ଆମେ ଏହାକୁ ଜପ କରିବା ଫଳରେ ଅନେକ ସଫଳତା ପାଇବା।ପ୍ରଥମେ ହେଉଛି ଭଗବାନ ଶ୍ରୀ କୃଷ୍ଣଙ୍କ ନାମ।ଭଗବାନ ଶ୍ରୀ କୃଷ୍ଣଙ୍କ ନାମ ହେଉଛି ଏକ ପ୍ରକାର ମନ୍ତ୍ର ସହିତ ସମାନ।ଆମ ଶାସ୍ତ୍ରରେ ଏହା ବର୍ଣ୍ଣିତ ରହିଛି କି ଆମେ ଯଦି ପ୍ରତିଦିନ ଶ୍ରୀ କୃଷ୍ଣ ଜପ କରିବା ତେବେ ଆମ ଜୀବନରେ ଚାଲୁଥିବା ସମସ୍ତ ସମସ୍ୟାର ଅନ୍ତ ଘଟିଯିବ।ଏହା ସହିତ ଏହି ନାମର ସ୍ମରଣ ମାତ୍ରେ ହିଁ ଜଣେ ବ୍ୟକ୍ତିର ସମସ୍ତ ଦୁଃଖ ଦୂର ହୋଇଥାଏ।

ସେଥିପାଇଁ ଏହି ନାମ କହିବା ଆବଶ୍ୟକ।ଯାହା ଫଳରେ ଆମେ ଅନେକ ପ୍ରକାରର ସମସ୍ୟାରୁ ମୁକ୍ତି ପାଇ ପାରିବା।ଏହାପର ଶବ୍ଦଟି ହେଉଛି ଗୋବଲ୍ଲବାୟ ସ୍ବାହା।ଏହା ଏକ ପରି ମନ୍ତ୍ର ଯାହାକୁ ଜପ କରିବା ଫଳରେ ଅର୍ଥ ସହିତ ଜଡ଼ିତ ସମସ୍ତ ସମସ୍ୟାର ଅନ୍ତ ଘଟି ଥାଏ।ଯେପରିକି ଆପଣଙ୍କ ଅର୍ଥ ଯଦି କୌଣସି ସ୍ଥାନରେ ଅଟକି ରହିଥିବ ତେବେ ଏହି ମନ୍ତ୍ରକୁ ଜପ କରିବା ଫଳରେ ଆପଣଙ୍କ ସମସ୍ତ ଅଟକି ରହିଥିବା ଟଙ୍କା ଆପଣଙ୍କ ନିକଟକୁ ଫେରି ଆସିବ।

ଏହା ସହିତ ଏହା ଧ୍ୟାନ ରଖିବା ଆବଶ୍ୟକ କି ଏହି ମନ୍ତ୍ରକୁ ଉଚ୍ଚାରଣ କରିବା ସମୟରେ ଆପଣ ଯେପରି ଏହାର ଭୁଲ ଉଚ୍ଚାରଣ ନ କରନ୍ତି।କାରଣ ଏପରି କଥବା ଫଳରେ ଏହାର ଶୁଭ ଫଳ ମିଳି ନଥାଏ।ଆମେ ପ୍ରତିଦିନ ଯଦି ଏହି ମନ୍ତ୍ରକୁ ଜପ କରିବା ତେବେ ଆମ ଜୀବନରେ ଥିବା ସମସ୍ତ ସମସ୍ୟାର ଅନ୍ତ ଘଟି ଯାଇଥାଏ।ଏହା ସହିତ ଆମ ସହିତ ଜଡିତ ଥିବା ଅର୍ଥ ଜନିତ ସମସ୍ୟା ଶେଷ ହୋଇଯାଇଥାଏ।

ଯଦି କୌଣସି ବ୍ୟକ୍ତି ଚାକିରି କରି ପାରେ ନାହିଁ ତେବେ ଏହି ମନ୍ତ୍ରକୁ ପ୍ରତିଦିନ ଜପ କରିବା ଫଳରେ ସେମାନେ ଭଲ ଚାକିରି ପାଇ ପାରିବେ।ଏହା ସହିତ ଆପଣଙ୍କୁ ସମସ୍ତ କାର୍ଯ୍ୟରେ ସଫଳତା ମିଳିବ ଓ ଆପଣ ଅନେକ ଆଗକୁ ଯିବେ।ଏହି ମନ୍ତ୍ର ଗୁଡ଼ିକୁ ଜପ କରିବା ଫଳରେ ଆପଣଙ୍କ ଉପରେ ଭଗବାନ କୃଷ୍ଣଙ୍କ କୃପା ସର୍ବଦା ରହିବ ଓ ଆପଣଙ୍କୁ ସର୍ବଦା ମିଳିବ ଭଗବାନଙ୍କ ଆଶୀର୍ବାଦ।

Leave a Reply

Your email address will not be published. Required fields are marked *