ଶୁଆ ରଖିବା ଦ୍ୱାରା କଣ ଲାଭ ହୋଇଥାଏ – ଏଭଳି ଯଦି ବନ୍ଦୀ କରି ଶୁଆ ରଖିଛନ୍ତି ତେବେ ସାବଧାନ ହେଇଯାଆନ୍ତୁ..

Spread the love

ସାଙ୍ଗମାନେ କଣ ଆପଣ ଜାଣିଛନ୍ତି? ଶୁଆ ଆପଣଙ୍କୁ ରାଜା ବନାଇପାରେ।ଆପଣଙ୍କୁ ସବୁ ଗରିବୀ ଏବଂ କରଜରୁ ମୁକ୍ତି ଦେଇପାରେ।କୁହାଯାଇଥାଏ ଶୁଆ ମାନଙ୍କ ସମ୍ବନ୍ଧ ବୁଧ ଗ୍ରହ ସହିତ ରହିଥାଏ କରଣ ଶୁଆ ମଧ୍ୟ ସବୁଜ ରଙ୍ଗର ହୋଇଥାଏ।ଏବଂ ବୁଧ ଗ୍ରହ ମଧ୍ୟ ସବୁଜ ରଙ୍ଗର ଗ୍ରହ ଅଟନ୍ତି।ଶୁଆ ଏକ ବୁଦ୍ଧିମାନ ପକ୍ଷୀ ଅଟେ।ଲୋକମାନେ ନିଜ ଘରେ ଯେପରି କୁକୁର ଏବଂ ବିଲେଇକୁ ପାଳିଥାନ୍ତି ସେହିଭଳି ଭାବରେ ପକ୍ଷୀ ମାନଙ୍କୁ ମଧ୍ୟ ପାଳିଥାନ୍ତି।ସେଥିମଧ୍ୟରୁ ଶୁଆ ଅନ୍ୟତମ ଅଟେ।

ଶୁଆ ଘରର ବତା ବରଣକୁ ସୁଧ କରିଦେଇଥାଏ।ଶୁଆ ଆପଣଙ୍କ ଘରକୁ ସମୃଦ୍ଧି ଏବଂ ସୁଖ ଆଣିଥାଏ।ଶୁଆର ଆୟୁଷ ୫୦ ବର୍ଷ ପର୍ଯ୍ୟନ୍ତ ହୋଇଥାଇ ପାରେ।ଶୁଆ ଆପଣଙ୍କୁ ରାଜା ସମାନ ବନାଇଦେଇପାରେ।ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ଶୁଆ ରଖିବାର କେଉଁସବୁ ଲାଭ ମିଳିଥାଏ।ଏହା ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ଏବଂ ଏହା ସହିତ ଏହା ମଧ୍ୟ ଜାଣିବା କେଉଁଲୋକ ମାନେ ଶୁଆ ପାଳିବା ଅନୁଚିତ ହୋଇଥାଏ?

ସାଙ୍ଗମାନେ ଶୁଆ ପ୍ରେମ,ଧନ ଏବଂ ଲମ୍ବା ଆୟୁଷର ପ୍ରତୀକ ହୋଇଥାଏ ଯଦି ଆପଣଙ୍କ ଘରେ ବେମାରି ,ନିରାଶା, କିମ୍ବା ଦାରିଦ୍ର୍ୟ ଆଗମନ ହେବାକୁ ଲାଗେ ତେବେ ଶୁଆର ଚିତ୍ର ବା ମୂର୍ତ୍ତି କିମ୍ବା ଶୁଆ ଘରେ ନିଶ୍ଚିତ ପାଳନ୍ତୁ।ଶୁଆ ଯେବେ ଘରେ ଖୁସି ହୋଇଥାଏ ତେବେ ଘରକୁ ଖୁସି ଆସିଥାଏ, ଟଙ୍କା ଅଚାନକ ଆସିବ ଆରମ୍ଭ ହୋଇଜାଇଥାଏ।ଆପଣଙ୍କୁ ଏହା କହୁଦେଉଛୁ ଯେ ଶୁଆର ରଙ୍ଗ ବିରଙ୍ଗ ପର ପୃଥିବୀ ଅଗ୍ନି ବା ଧାତୁର ପ୍ରତୀକ ହୋଇଥାଏ।ଯଦି ଘରେ ଏଥି ମଧ୍ୟରୁ କୌଣସିବି ଏକ ତତ୍ୱର କମି ହୋଇଥାଏ ତେବେ ତାହା ଶୁଆ ଦ୍ୱାରା ପୂରଣ ହୋଇଜାଇଥାଏ।

ବାସ୍ତୁ ଶାସ୍ତ୍ର ଅନୁସାରେ ଉତର ଦିଗରେ ଶୁଆର ଫଟୋ ବା ମୂର୍ତି ଲଗାଇବା ଦ୍ୱାରା ପିଲାମାନଙ୍କର ପଢାପଢିରେ ରୁଚି ବଢିଯାଇଥାଏ।ପତିପତ୍ନୀଙ୍କୁ ଶୁଆର ଯୋଡ଼ା ମୂର୍ତି ଶୋଇବା ଘର ଲଗାଇବା ଦ୍ୱାରା ପତିପତ୍ନୀ ମଧ୍ୟରେ ପ୍ରେମ ସମ୍ଵନ୍ଧ ବଢ଼ିବାରେ ଲାଗିଥାଏ।ଜନ୍ମ କୁଣ୍ଡଳିର ଦ୍ୱିତୀୟ ଭାଗରେ ବୁଧ ଗ୍ରହ ଅଛି ତେବେ କୌଣସିଭି ଜାତକର ଲୋକଙ୍କୁ ଘରୋଇ ପଶୁ ନପାଳିବା ଉଚିତ।ଯେପରି କୁକୁର କିମ୍ବା ଶୁଆ।ଏମନଙ୍କୁ ପାଳିବା ଦ୍ୱାରା ବ୍ୟକ୍ତି ଅଧିକ ଗରିବ ହୋଇଯାଏ।

ଏଥିପାଇଁ ପ୍ରଥମେ ଆପଣ ନିଜର ଗ୍ରହ ମାନଙ୍କୁ ଦେଖି ତାହା ପରେ ଶୁଆ ପଳାନ୍ତୁ।କାରଣ ଯେବେ ବ୍ୟକ୍ତିର ଗ୍ରହ ଭଲ ଭାଗରେ ଥାଏ ତେବେ ବ୍ୟକ୍ତି ଶୁଆ ପାଳିକରି ଗରିବରୁ ରାଜା ସମାନ ହୋଇଥାଏ ଏବଂ କୌଣସି ବ୍ୟକ୍ତିକୁ ଲୁହାର ପିଞ୍ଜରାରେ ଶୁଆ ନପାଳିବା ଉଚିତ।ଏହା ବହୁତ ଅଶୁଭ ମାନଯାଇଥାଏ।ଏଥିପାଇଁ ଲୁହାର ପିଞ୍ଜରା ଥିଲେ ଆପଣ ସେଥିରେ ରଙ୍ଗ ଦେଇଦିଅନ୍ତୁ ଯେପରି ଲୁହାର ଭାଗ ଦେଖାଯିବ ନାହିଁ।ଶୁଆ ପାଳିବା ବେଳେ ଏହାର ଧ୍ୟାନ ରଖନ୍ତୁଯେ ଶୁଆ ଯେପରି ପିଞ୍ଜରାରେ ଉଦାସ ନହେଉ।କାରଣ ଏହା ବହୁତ ଅଶୁଭ ମନାଯାଇଥାଏ।ଶୁଆ ସମ୍ନାରେ ଗାଳି କରନ୍ତୁ ନାହିଁ।ଶୁଆ ଯେବେ ମିଠା ମିଠା କଥା କହିଥାଏ ତେବେ ଘରେ ଖୁସି ଆସିଥାଏ।

Leave a Reply

Your email address will not be published. Required fields are marked *