ସକାଳୁ ଉଠିବା ପରେ ଏହିପରି ମହିଳା ଙ୍କୁ କେବେ ମଧ୍ୟ ଦେଖନ୍ତୁ ନାହିଁ – ନଚେତ ଜୀବନର ଆପଣ ପସ୍ତେଇବେ ଏହି କଥା ପାଇଁ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ସକାଳୁ ଉଠି କେଉଁ ଜିନିଷ ସବୁ ଦେଖିଲେ ଆମ ଦିନୟୀ ଖରପରେ କଟିଥାଏ?ଏବଂ ଜାଣିବା ସକାଳୁ ଉଠି କଣ କରିବା ଦ୍ୱାରା ଆମ ଦିନଟି ଖୁବ ଭଲରେ କଟିଥାଏ।ଏଥିପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ଦେଖାନ୍ତୁ।ଏଥିରେ ଭଲ ଭଲ ସୂଚନା ଦିଆଯାଇଛି।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।

ବନ୍ଧୁଗଣ ଆପଣମାନେ ତ ଏହା ଜାଣିଛନ୍ତି ଯଦି ଆପଣଙ୍କ ସକାଳ ସମୟଟି ଭଲରେ କଟେ ତେବେ ଆପଣଙ୍କ ସମ୍ପୂର୍ଣ୍ଣ ଦିନଟି ଭଲରେ କଟିବ।ଯଦି ସକାଳ ସମୟ ଆପଣଙ୍କ ଖରପରେ ଯିବ ତେବେ ଆପଣଙ୍କ ଦିନ ସାରା ଖରପରେ ଯାଇଥାଏ।ଏଥିପାଇଁ ସମସ୍ତେ ସକାଳୁ ଉଠି କିଛି ଭଲ ଜିନିଷ ଦେଖିବାପାଇଁ ଚାହିଁଥାନ୍ତି।କେହି ଖରାପ ଚାହିଁନଥାନ୍ତି।ତେବେ ଆସନ୍ତୁ ଜାଣିବା ଆପଣ ଯଦି ସକାଳୁ ଉଠି ଏହି ଜିନିଷ ଦେଖନ୍ତି ତେବେ ଆପଣଙ୍କ ଦିନ ଭଲ ହୋଇନଥାଏ।

ପ୍ରଥମରେ ଆସୁଛି ଚାରିତ୍ରହୀନ ନାରୀ।ଯଦି ଆପଣ ସକାଳୁ ଉଠି କୌଣସି ଚରିତ୍ର ହୀନ ନାରୀ ଦେଖନ୍ତି ତେବେ ଆପଣଙ୍କ ଦିନ ବହୁତ ଖରାପରେ ଯାଇଥାଏ।ଏହା ଦ୍ୱାରା ଆପଣ ଦିନ ଯାକ ଟେନସନରେ ରହିଥାନ୍ତି।ଯଦି କୌଣସି ଶୁଭ କାର୍ଯ୍ୟ କରିବାକୁ ଯାଉଥାନ୍ତି ତେବେ ତାହା ଅସୁଭରେ ପରିଣତ ହୋଇଜାଇଥାଏ।

ଦ୍ୱିତୀୟରେ ହେଉଛି ଭଙ୍ଗା ଦର୍ପଣ।ଆମ ହିନ୍ଦୁ ଧର୍ମରେ ଭଙ୍ଗା ଦର୍ପଣକୁ ଅସୁଭ ବୋଲି ବିଚାର କରାଯାଇଥାଏ।ତେବେ ଯଦି ଆପଣ ସକାଳେ ଭଙ୍ଗା ଦର୍ପଣ ଦେଖୁଛନ୍ତି ତେବେ ଦିନ ସାରା ଆପଣଙ୍କ କାମ ଭଲ ହୋଇନଥାଏ।ତେଣୁ ଚେଷ୍ଟା କରନ୍ତୁ ଭଙ୍ଗା ଦର୍ପଣକୁ ଘରୁ ବାହାର କରିଦେବା ପାଇଁ।

ଏହାପରେ ଆସୁଛି ଚପଲ।ସମସ୍ତିଙ୍କ ଘରେ ଜୋତା ଏବଂ ଚପଲ ରହିଥାଏ ଆପଣ ଏହାକୁ ସାଇତି କରି ରଖନ୍ତୁ।ଯଦି ଆପଣ ଚପଲକୁ ସାଇତି କରି ନରଖନ୍ତିଏବଂ ସକାଳୁ ଉଠିବା ମାତ୍ରେ ଚପଲ ଏବଂ ଜୋତା ଏପଟ ସେପଟ ହୋଇ ପଡିଥିବାର ଦେଖିବେ ତେବେ ଆପଣଙ୍କ ଦିନ ଶୁଭ ହୋଇନଥାଏ।ସେଥିପାଇଁ ଚେଷ୍ଟା କରନ୍ତୁ ସବୁବେକେ ଚପଲକୁ ସାଇତି କରି ରଖିବା ପାଇଁ।ଯଦି ଆପଣ ସକାଳୁ ଉଠି କୌଣସି ଖାଲି ବର୍ତ୍ତନ ଦେଖନ୍ତି ଯେପରି ଖାଲି ପର୍ସ କିମ୍ବା ଖାଲି ବାଲ୍ଟି ମଗ ଆଦି ତେବେ ମଧ୍ୟ ଆପଣଙ୍କ ଦିନ ଭଲ ଯାଇନଥାଏ।କିନ୍ତୁ ଯଦି ଆପଣ ପୂର୍ଣ୍ଣ ଥିବା କୌଣସି ଜିନିଷ ଦେଖିଛନ୍ତି ତେଣେ ଆପଣଙ୍କ ଦିନ ଭଲରେ କଟିଥାଏ।

ଆପଣ ଜାଣିଥିବେ ଅନେକ ଜାଗାରେ କଳି ଝଗଡା ହୋଇଥାଏ।ଯଦି ଆପଣ ସକାଳେ ଉଠି କଳି ଝଗଡା ଦେଖନ୍ତି ତେବେ ଆପଣଙ୍କ ଦିନ ସାରା ଅସୁଭଃ ଏବଂ ଅମଙ୍ଗଳରେ କଟିଥାଏ।ସକାଳୁ ଉଠି ଯଦି ଆପଣ ଅଧୁଆ ମୁହଁରେ କାହା ମୁହଁ ଚାହାନ୍ତି ତେବେ ମଧ୍ୟ ଅସୁଭ ହୋଇଥାଏ।ଏଥିପାଇଁ ଆପଣ ପ୍ରଥମେ ସକାଳୁ ଉଠି ମୁହଁ ଧୁଆନ୍ତୁ ଏବଂ ଏହାପରେ ଯେକୌଣସି କାର୍ଯ୍ୟ କରନ୍ତୁ।ଏବଂ ଆପଣ ଯେଉଠରେ ଶୋଉଛନ୍ତି ସେଥରେ ରାଧାକୃଷ୍ଣଙ୍କ ଫଟୋ ଲଗାନ୍ତୁ।ଯଦି ଆପଣ ସକାଳୁ ଉଠି ରାଧାକୃଷ୍ଣଙ୍କ ଫଟୋ ଦେଖିବେ ତେବେ ଆପଣଙ୍କ ଦିନ ଭଲରେ କଟିବ।

Leave a Reply

Your email address will not be published. Required fields are marked *