ବାହାଘର ର ୪ ବର୍ଷ ପରେ ଖୁସି ଖବର ଦେଲେ ସୁଭାଶିଷ – ଖୁବ ଶୀଘ୍ର ବାପା ହେବେ ସୁଭାଶିଷ – କହିଲେ ଆମ ପିଲା ହେଲେ..

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ବିଶେଷ ସୁବାଶିସଙ୍କ ବାପା ହେବାକୁ ଯାଉଥିବା ଘଟଣା ବିଷୟରେ।ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ବିନା ସ୍କିପ କରି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ୍ଣ ଖବର।ତେବେ ସାଙ୍ଗମାନେ ମିଳିଥିବା ଖବର ଅନୁସାରେ ଖୁବ ଶୀଘ୍ର ମାଆ ହେବାକୁ ଯାଉଛନ୍ତି ଆପଣ ମାନଙ୍କ ପ୍ରିୟ ଅଭିନେତ୍ରୀ ଆନିଶା ଶର୍ମା।

ଆପଣମାନେ ତ ଅନିଶାଙ୍କୁ କୁବ ଭଲ ଭବରେ ଜାଣିଥିବେ।ସେ ତାଙ୍କ ଅଭିନୟ ଦ୍ୱାରା ତାଙ୍କର ପ୍ରତିଟି ଫିଲ୍ମରେ ଚାର ଚାନ୍ଦ ଲଗାଇଦିଅନ୍ତି।ଅନିଶାଙ୍କୁ ଆପଣମାନେ ଅଧିକାଂଶ ଚଳଚିତ୍ରରେ ହେଉ କିମ୍ବା କୌଣସି ସିରିଏଲରେ ହେଉ ଆକ୍ଟିଙ୍ଗ କରିବାର ଦେଖିଥିବେ।ଓଏହା ସହିତ ସୁବାଶିସଙ୍କୁ ମଧ୍ୟ ଆପଣମାନେ ଓଲିଉଡ ଇଣ୍ଡଷ୍ଟ୍ରିରେ ବହୁତ ଭଲ ପାଇବା ଦେଇଛନ୍ତି।

ଆପଣମାନେ ସୁବାଶିସଙ୍କର ଅଲବମ ହେଉ କିମ୍ବା ଚଳଚ୍ଚିତ୍ରକୁ ବେଶ ପସନ୍ଦ କରିଛନ୍ତି।ଆପଣ ଏହା ଜାଣିଥିବେ ଯେ ଗତ ବର୍ଷ ଅନିଶା ଏବଂ ଶୁଭାଶିଷ ବିବାହ ବନ୍ଧନରେ ବାନ୍ଧିହୋଇଥିଲେ ବୋଲି।ଏବଂ ଏବେ ଯେଉଁ ଖବର ଅସିଛି ସେଥିରେ ଜଣାପଡିଛିଯେ ଖୁବ ଶୀଘ୍ର ମାଆ ହେବାକୁ ଯାଉଛନ୍ତି ଆପଣଙ୍କ ମାନଙ୍କ ସେହି ସବୁଠାରୁ ପ୍ରିୟ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ଅନିଶା ଶର୍ମା।

ଏହା ତାଙ୍କ ପାଇଁ ଏବଂ ତାଙ୍କ ସହିତ ତାଙ୍କର ସମସ୍ତ ଦର୍ଶକ ଏବଂ ଫ୍ୟାନ ମାନଙ୍କ ପାଇଁ ଏକ ଅତ୍ୟନ୍ତ ଖୁସିର କଥା ସାବ୍ୟସ୍ତ ହୋଇଛି।ଏହି ଖୁସି ଖବରକୁ ନେଇ ଅନିଶା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଅନେକ ଫଟୋ ସେୟାର କରିଥିଲେ ଓ ଏହା ସହିତ ସେ ଏବେ ମଧ୍ୟ କିଛି ଫାଟୋ ଏହାକୁ ନେଇ ସୋସିଆଲ ମିଡିଆରେ ସେୟାର କରିଛନ୍ତି।ସେହି ପୋଷ୍ଟରେ ତାଙ୍କର ଫ୍ୟାନ ଏବଂ ଦର୍ଶକ ମାନେ ତାଙ୍କୁ ସମ୍ବୋଧନ ଜଣାଇଛନ୍ତି।

ଏହା ସହିତ ସେହି ପୋଷ୍ଟରେ ସୁବାଶିସ ଏବଂ ଅନିଶା ମାଆ ବାପା ହେବାକୁ ଯାଉଥିବାର ଖୁସି ଜାହିର କରିଛନ୍ତି।ଏବଂ ଏହା ବାସ୍ତବରେ ଏକ ଅତ୍ୟନ୍ତ ଖୁସି ଖବର ଅଟେ।କିନ୍ତୁ ସେମାନେ ନିଜ ସନ୍ତାନର ନାମ କଣ ରଖିବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

Leave a Reply

Your email address will not be published. Required fields are marked *