ସ୍ତ୍ରୀ ମାନେ ଏହି ଚାରୋଟି କଥା ନିଜ ସ୍ୱାମୀଙ୍କୁ କୁହନ୍ତି ନାହିଁ – ଆପଣ ଯେତେ ଚେଷ୍ଟା କରିଲେ ମଧ୍ୟ କହିବେ ନାହିଁ..

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା କଣ ରହିଛି ସେହି ଚାରୋଟି କଥା ଯାହା ସ୍ତ୍ରୀ ମାନେ କେବେହେଲେ ନିଜ ସ୍ୱାମୀଙ୍କୁ କହିନଥାନ୍ତି।କୁହାଯାଇଥାଏ ଯେ ବୈବାହିକ ଜୀବନରେ ସ୍ୱାମୀ ଏବଂ ସ୍ତ୍ରୀ ସମସ୍ତେ ପରସ୍ପର ସହିତ ନିଜର ସବୁ କଥା କହିଥାନ୍ତି ଏବଂ ନିଜର ସୁଖ ଦୁଃଖ ବାଣ୍ଟିଥାନ୍ତି।ଏପରି କରିବା ଦ୍ୱାରା ଶାରୀରିକ ଜୀବନ ସୁଖରେ କଟିଥାଏ।ଏହାକୁ ସ୍ୱୀକାର କରିବା କିଛି ଖରାପ କଥା ନୁହେଁ ଯେ ଆମ ସମସ୍ତିଙ୍କ ଜୀବନରେ କିଛି ଏପରି କଥା ହୋଇଥାଏ ଯାହାକୁ ଆମେ କାହା ସହିତ ସେୟାର କରି ନଥାଉ।ନିଜର ଜୀବନ ସାଥି ସହିତ ମଧ୍ୟ ନୁହେଁ

ଏହି କଥା ଉଭୟ ପୁରୁଷ ଏବଂ ସ୍ତ୍ରୀ ଦୁଇଜଣଙ୍କ ପାଇଁ ସମାନ ଭାବରେ ଲାଗୁ ହୋଇଥାଏ।ମହିଳାଙ୍କ କଥା କହିଲେ ସେମାନଙ୍କ ବିଷୟରେ କୁହାଯାଇଥାଏ ଯେ ମହିଳାଙ୍କ ମନ ଭିତର କଥା ବୁଝି ପାରିବା ବହୁତ କଷ୍ଟକର ହୋଇଥାଏ।କିନ୍ତୁ କଣ ଆପଣ ମାନେ ଜାଣିଛନ୍ତି ପ୍ରତ୍ୟେକ ସ୍ତ୍ରୀ ଏହି ଚାରୋଟି କଥା ନିଜ ସ୍ୱମୀଙ୍କ ଠାରୁ ଲୁଚେଇ ରଖିଥାନ୍ତି।ଯାହାକୁ ସେ ନିଜ ସ୍ୱମୀ ସହିତ ସେୟାର କରିବାକୁ ପସନ୍ଦ କରିନଥାନ୍ତି।ତେବେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା କଣ ରହିଛି ସେହି କଥା ଯାହାକୁ ସ୍ତ୍ରୀ ମାନେ କେବେହେଲେ ସ୍ୱାମୀଙ୍କ ସହିତ ସେୟାର କରି ନଥାନ୍ତି।ଏଥିପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।

ପ୍ରଥମ କଥା ହେଉଛି ପୁରୁଣା ଅର୍ଥାତ ପ୍ରଥମ ପ୍ରେମ।ପୁରୁଷଙ୍କ ପରି ସ୍ତ୍ରୀଙ୍କ ଜୀବନରେ ମଧ୍ୟ କେହି ନା କେହି ଆସିଥାନ୍ତି।ସେମାନଙ୍କୁ ନିଜ ସ୍ୱମୀଙ୍କ ଜୀବନରେ ଆସିବା ପୂର୍ବରୁ କାହା ସହିତ ଲଭ ହୋଇଥାଏ।କିନ୍ତୁ ସେ ଏହି କଥା କାହା ସହିତ ସେୟାର କରିବାକୁ ଉଚିତ ମନେ କରିନଥାନ୍ତି।କୌଣସିଭି ସ୍ତ୍ରୀ ନିଜର ଏହି କଥା ତାର ସ୍ୱମୀକୁ କୁହେ ନାହିଁ।କାରଣ ସେମାନଙ୍କୁ ଡର ଥାଏ ଯେ ସେମାନଙ୍କ ସୁଖ ବୈବାହିକ ଜୀବନରେ ବାଧାଉତ୍ପନ୍ନ ନହେଉ।

ଦ୍ୱିତୀୟ କଥାରେ ହେଉଛି ଟଙ୍କା।ପ୍ରତ୍ୟେକ ମହିଳା ନିଜ ପାଖରେ ସେଭିଙ୍ଗସ ରଖିଥାନ୍ତି ଯାହାକୁ ସେମାନେ ଘରର ଛୋଟ ମୋଟ କାମକୁ ମ୍ୟାନେଜ କରିବାରେ ବ୍ୟବହାର କରିଥାନ୍ତି।ଯାହାକୁ ସେମାନେ ନିଜ ସ୍ୱମୀ ଠାରୁ ଲୁଚାଇ ରଖିଥାନ୍ତି ଓ ସ୍ୱାମୀକୁ କହି ନଥାନ୍ତି କିନ୍ତୁ କଷ୍ଟ କିମ୍ବା ଦରକାର ପଡ଼ିବା ସମୟରେ ଏହି ଟଙ୍କା ସେମାନେ ନିଜ ସ୍ୱମୀକୁ ଦେଇଥାନ୍ତି।ଏହି ପ୍ରକାରର ସେ ନିଜ ସ୍ୱମୀକୁ ସାହାଯ୍ୟ କରିଥାନ୍ତି।

ତୃତୀୟ କଥା ହେଉଛି ମନର ଇଚ୍ଛା।ସ୍ୱମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ପ୍ରାୟ ସମୟରେ କେତୋଟି କଥାକୁ ନେଇ ସହମତି ହୋଇନଥାଏ।ଏହି ସମୟରେ ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କୁ ପଛକୁ ହଟିବାକୁ ପଡିଥାଏ।ଏହି ପରିସ୍ଥିତିରେ ସ୍ତ୍ରୀ ମାନେ ସ୍ୱମୀଙ୍କ ହଁରେ ହଁ ମିଶାଇ ପରିସ୍ଥିତି ସମ୍ଭାଳି ନେଇଥାନ୍ତି।ଯେତେବେଳେ କି ସେମାନେ ସେହି କଥା ପାଇଁ ନିଜ ମନରୁ ପ୍ରସ୍ତୁତ ନଥାନ୍ତି।

ଚତୁର୍ଥ କଥା ହେଉଛି ନିଜର ରୋଗ ବିଷୟରେ।ଅଧିକାଂଶ ସ୍ତ୍ରୀ ମାନେ ନିଜର ରୋଗ, ଶାରୀରିକ ପୀଡା ଏବଂ କଷ୍ଟ ବିଷୟରେ ସ୍ୱାମୀ ମାନଙ୍କୁ କୁହନ୍ତି ନାହିଁ।ଏହାର କାରଣ ହେଲା ସେମାନେ ଭାବିଥାନ୍ତି ଛୋଟ ଛୋଟ କଥା କହି ସ୍ୱମୀଙ୍କୁ ଚିନ୍ତିତ କରିବା ଭଲ ନୁହଁ।

Leave a Reply

Your email address will not be published. Required fields are marked *