ପ୍ରଥମ ଥର ସାମ୍ନାକୁ ଆସିଲେ Subhasis ଓ Aanisha ଙ୍କ ଝିଅ,ଦେଖିବାକୁ ସ୍ୱର୍ଗର ପରୀ ଭଳି ସୁନ୍ଦର,ନାମ ଏପରି ରଖିଲେ ଜାଣିଲେ ଆପଣ ମଧ୍ୟ ଖୁସି ହେଇଯିବେ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ନେଇ କିଛି ବିଶେଷ ତଥ୍ୟ ବିଷୟରେ ଆଲୋଚନା କରିବା।ଆପଣମାନେ ତ ଓଡ଼ିଆ ଫିଲ୍ମ ନିଶ୍ଚିତ ଭାବରେ ଦେଖୁଥିବେ ଏବଂ ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଅସୁଥିବ।ବର୍ତ୍ତମାନ ସମୟରେ ଓଡ଼ିଆ ଫିଲ୍ମର ଫ୍ୟାନ ମାନଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି।ଅନେକ ବ୍ୟକ୍ତି ଓଡ଼ିଆ ଫିଲ୍ମ ଦେଖିବାକୁ ପସନ୍ଦ କରୁଛନ୍ତି।ଏତେ ମାତ୍ରାରେ ଓଡ଼ିଆ ଫିଲ୍ମ ଦର୍ଶକଙ୍କୁ ପସନ୍ଦ ଆସୁଛିଯେ କୌଣସି ଏକ ଭଲ ଫିଲ୍ମ ରିଲିଜ ହେବାମାତ୍ରେ ସିନେମା ହଲ ଆଗରେ ଦର୍ଶକଙ୍କ ଭିଡ଼ ରହିଥାଏ ଏବଂ ଏହି ଫିଲ୍ମର ଅନେକ ସ୍ଥାନରେ ଚର୍ଚ୍ଚା ମଧ୍ୟ ଚାଲିଥାଏ।

ଓଡ଼ିଆ ଫିଲ୍ମ ପାଇଁ ସବୁଠାରୁ ବଡ଼ ଅବଦାନ ରହିଥାଏ ଏଥିରେ ଅଭିନୟ କରିଥିବା ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କ।ସେମାନେ ନିଜ ଅଭିନୟ ବଳରେ ଏକ ଫିଲ୍ମକୁ ଚାର ଚାନ୍ଦ ଲଗାଇବାରେ ସାହାଯ୍ୟ କରିଥାନ୍ତି।ସେହିଭାଳି ଜଣେ ପ୍ରମୁଖ ଅଭିନେତା ହେଉଛନ୍ତି ସୁବାଶିଷ।ଆପଣମାନେ ତ ସୁବାଶିଷଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ।ସେ ଜଣେ ଖୁବ ସୁନ୍ଦର ଅଭିନେତା ଅଟନ୍ତି।ତାଙ୍କ ଅଭିନୟ ସମସ୍ତିଙ୍କୁ ପସନ୍ଦ ଆସିଥାଏ।

ସେ ଅନେକ ହିଟ ହିଟ ସୋ ଦେଇଛନ୍ତି।ଏହା ସହିତ ଆପଣ ଅନିଶାଙ୍କୁ ମଧ୍ୟ ଭଲ ଭାବରେ ଜାଣିଥିବେ।ସେ ମଧ୍ୟ ନିଜ ଅଭିନୟ ଦ୍ୱାରା ଦର୍ଶକ ମାନଙ୍କ ହୃଦୟ ଜିତିପାରିଛନ୍ତି।ଓଲିଉଡ ମଧ୍ୟରେ ଶୁବାଶିଷ ଏବଂ ଅନିଶାଙ୍କ ଯୋଡି ସମସ୍ତିଙ୍କୁ ପସନ୍ଦ ଆସିଥାଏ।ଆପଣ ସୁବାଶିଷ ଏବଂ ଅନିଶାଙ୍କୁ ଅନେକ ସିନେମା ଏବଂ ସିରିଏଲରେ ଏକାଠି କାମ କରିବାର ଦେଖିଥିବେ।ଏହି ଯୋଡିକୁ ସମସ୍ତେ ଏକାଠି ଦେଖିବାକୁ ପସନ୍ଦ କରିଥାନ୍ତି।

ଆଜି ଆମେ ଏହି ଆର୍ଟିକିଲରେ ଶୁବାଶିଷ ଏବଂ ଅନିଶାଙ୍କ ଯୋଡି ବିଷୟରେ କିଛି ଖବର ଜାଣିବା।ତେବେ ଏହି ବିଷୟରେ ସମ୍ପୂର୍ଣ୍ଣ ସୂଚନା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା କଣ ରହିଛି ଏହାର ସମ୍ପୂର୍ଣ୍ଣ ଖବର।ଆପଣମାନେ ଏହା ନିଶ୍ଚିତ ଭାବରେ ଜାଣିଥିବେ ଯେ ଗତ କିଛି ଦିନ ପୂର୍ବେ ଅନିଶା ଏବଂ ସୁବାଶିଷଙ୍କ ଏକ କୁନି ଝିଅ ଟିଏ ଜନ୍ମ ନେଇଥିଲା।

ସୁଟିଙ୍ଗ ସେଟରୁହିଁ ପରସ୍ପରକୁ ଭଲ ପାଇ ଶେଷରେ ବିବାହ ବନ୍ଧନରେ ବାନ୍ଧିହୋଇଥିଲେ ଶୁବାଶିଷ ଏବଂ ଅନିଶା।ତେବେ ଗତ କିଛି ଦିନ ପୂର୍ବରେ ଅନିଶା ଏବଂ ଶୁବାଶିଷଙ୍କ ଘରେ ଏକ ବହୁତ ଭଲ ଖୁସିର ଖବର ଆସିଥିଲା।ତାଙ୍କର ଏକ କନ୍ୟା ସନ୍ତାନ ଟିଏ ଜନ୍ମ ନେଇଥିଲା।ତାଙ୍କର କନ୍ୟା ସନ୍ତାନଙ୍କ ନାମ ଭିଅନା ଶର୍ମା ରଖିଛନ୍ତି।ବଡ଼ ହୋଇ ଭିଅନା ଜଣେ ଭଲ ଆର୍ଟିଷ୍ଟ ହେବେ ବୋଲି ତାଙ୍କ ମାଆ ଏକ ଇଣ୍ଟରଭିଉରେ କହିଛନ୍ତି।ବର୍ତ୍ତମାନ ସମୟରେ ଅନିଶା ଏବଂ ତାଙ୍କ ଝିଅ ବହୁତ ଭଲରେ ଅଛନ୍ତି।

ତେବେ ସାଙ୍ଗମାନେ ଆପଣ ମାନେ ଅନିଶା ଏବଂ ସୁବାଶିଷଙ୍କ ଅନେକ ଫିଲ୍ମ ଦେଖିଥିବେ।ଗତ କିଛି ଦିନ ହେବ ମାଆ ହେବା କାରଣରୁ ଅନିଶା ଓଲିଉଡ ଇଣ୍ଡଷ୍ଟ୍ରିରୁ ଦୂରରେ ରହିଛନ୍ତି।କିନ୍ତୁ ଶୁବାଶିଷଙ୍କୁ ଆପଣ ଏକ କମେଡି ସିରଏଲରେ ଦେଖିବାକୁ ପାଇଥିବେ।ଯାହାର ନାମ ରହିଛି ହେ ପ୍ରଭୁ।ଯାହାକି ଜି ସାର୍ଥକ ଚ୍ୟାନେଲରେ ପ୍ରସାରିତ ହୋଇଥାଏ।ଏହି ସିରିଏଲରେ ଆପଣ ଶୁବାଶିଷଙ୍କୁ ଖୁବ ସୁନ୍ଦର ଅଭିନୟ କରିବାର ଦେଖିଥିବେ।

Leave a Reply

Your email address will not be published. Required fields are marked *