ଓଡ଼ିଆ ସିରିଏଲ ତାରା ତାରିଣୀ ର Suman Pattnaikଙ୍କ ଭଉଣୀ କିଏ ଆପଣ ଜାଣି ନଥିବେ,ଏପରି ଭାବେ ରାଜା କୁଇନ ର ବିଜେତା ହେଇ ଫିଲ୍ମ ଜଗତକୁ ଆସିଥିଲେ ସୁମନ

Spread the love

ଆମେ ଅଭିନେତ୍ରୀ ସୁମାନଙ୍କୁ ବହୁତ ଭଲ ଭାବରେ ଜାଣୁ।ସେ ନିଜର ଅଭିନୟ ମାଧ୍ୟମରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଥିଲେ।ଏହା ସହିତ ସେ ନିଜର ଅଭିନୟ ଦ୍ୱାରା ଓଡ଼ିଶାର ପ୍ରତ୍ୟେକ ଲୋକଙ୍କ ମନରେ ନିଜ ପାଇଁ ଜାଗା ସୃଷ୍ଟି କରି ପାରିଥିଲେ।ସେ ସେପ୍ଟେମ୍ବର ୧୯ ତାରିଖରେ ଜନ୍ମ ଗ୍ରହଣ କରିଥିଲେ।ଏହା ସହିତ ସେ ଅତି କମ ବୟସରୁ ନିଜର ଏଭଳି ସମ୍ମାନ ସୃଷ୍ଟି କରି ପାରିଛନ୍ତି।ଏହା ସହିତ ତାଙ୍କର ଅଭିନୟ ଦେଖିବାକୁ ଅନେକ ଲୋକ ପସନ୍ଦ କରିଥାନ୍ତି।

ସେ ବର୍ତ୍ତମାନ ଭୁବନେଶ୍ୱର ଠାରେ ରହୁଛନ୍ତି।ସେ ନିଜର ପିତା ମତ ଓ ନିଜର ଭାଇ ଓ ଭଉଣୀଙ୍କ ସହିତ ଭୁବନେଶ୍ବରରେ ରହୁଛନ୍ତି।ତେବେ ସେ ରଜ କୁଇନ ଜରିଆରେ ନିଜକୁ ସମସ୍ତଙ୍କ ସମ୍ମୁଖକୁ ଆଣି ପାରିଥିଲେ।ଏହା ସହିତ ସେ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଚଳଚ୍ଚିତ୍ରରେ ଅଭିନୟ କରି ସାରିଲେଣି।ଏପର୍ଯ୍ୟନ୍ତ ସେ ଯେପରି ଭାବରେ ନିଜର ଅଭିନୟ ପ୍ରଦର୍ଶନ କରିଛନ୍ତି ତାହା ସମସ୍ତଙ୍କୁ ବହୁତ ଅଧିକ ଆକୃଷ୍ଟ କରି ପାରିଛି।ସେ ୨୦୧୮ ମସିହାରେ ରଜ କୁଇନର ବିଜେତା ହୋଇଥିଲେ।

ଏହାପରେ ସେ ଆଉ ପଛକୁ ଫେରି ଚାହିଁ ନାହାଁନ୍ତି।ବର୍ତ୍ତମାନ ପର୍ଯ୍ୟନ୍ତ ସେ ଅନେକ ଆଗକୁ ଆସି ସାରିଲେଣି।ଏହା ସହିତ ସେ ରଜ କୁଇନରେ ବିଜେତା ହେବା ପରେ ନିଜର ପ୍ରଥମ ଚଳଚ୍ଚିତ୍ରରେ ମୁଁ ହେବି ଅର୍ଦ୍ଧାଙ୍ଗିନୀରେ ପ୍ରଥମ ଥର ପାଇଁ ଦର୍ଶକ ମାନଙ୍କ ସମ୍ମୁଖକୁ ଆସିଥିଲେ।ଏହା ପରେ ସେ ଲୋକଙ୍କର ଅଧିକ ପ୍ରିୟ ହୋଇ ଯାଇଥିଲେ।ସେ ଏହି ଚଳଚ୍ଚିତ୍ରରେ ଯେପରି ଭାବରେ ନିଜର ଅଭିନୟ ପ୍ରଦର୍ଶନ କରିଥିଲେ ତାହା ଅନେକ ଲୋକଙ୍କ ମନରେ ରହିବ।

ଏହାପରେ ସେ ଅନେକ ଧାରାବାହିକରେ ମଧ୍ୟ ଅଭିନୟ କରି ସାରିଲେଣି।ଧାରାବାହିକ ଯେପରି ସୁଭଦ୍ରା ଓ ତାରିଣୀ ଆଖିରେ ତାରାରେ ସେ ଅଭିନୟ କରି ଅନେକ ଦର୍ଶକ ମାନଙ୍କର ପ୍ରିୟ ହୋଇ ପାରିଛନ୍ତି।ବିଶେଷ କରି ତାରିଣୀ ଆଖିରେ ତାରା ଧାରାବାହିକରେ ସେ ଦର୍ଶକ ମାନଙ୍କର ଅଧିକ ପ୍ରିୟ ହୋଇ ପାରିଥିଲେ।ସେ ନିଜର ଅଭିନୟ କରିବାର ବିଶେଷ ଶୈଳୀ ପାଇଁ ଅଧିକ ପରିଚିତ ହୋଇ ପାରିଥିଲେ।

ଏହା ସହିତ ସେ ଅନେକ ଲୋକଙ୍କର ବର୍ତ୍ତମାନ ପ୍ରିୟ ଅଭିନେତ୍ରୀ ହୋଇ ସାରିଛନ୍ତି।ତାଙ୍କୁ ନିଜର ପରିବାର ସହିତ ସମୟ ଅତିବାହିତ କରିବାକୁ ଅଧିକ ଭଲ ଲାଗିଥାଏ। ସହିତ ସେ ଜଣେ ପଶୁ ପ୍ରେମୀ ମଧ୍ୟ ଅଟନ୍ତି।ସେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରି ଅନେକ ଲୋକଙ୍କ ପ୍ରିୟ ଅଭିନେତ୍ରୀ ହୋଇ ପାରିଛନ୍ତି।ସେଥିପାଇଁ ସେ ନିଜର ଅଧିକାଂଶ ସମୟ ନିଜର ପରିବାର ସହିତ ବିତାଇ ଥାଆନ୍ତି।

ଏହା ସହିତ ସେ ଅନେକ ଜିନିଷ ପାଇଁ ବିଜ୍ଞାପନ ମଧ୍ୟ କରୁଛନ୍ତି।ଏହା ସହିତ ସେ ବର୍ତ୍ତମାନ ଅନେକ ଲୋକଙ୍କର ମନରେ ନିଜର ପରିବାର ପାଇଁ ଅନେକ ସମ୍ମାନ ସୃଷ୍ଟି କରି ପାରିଛନ୍ତି।ସେ ନିଜର ଅଭିନୟକୁ ପାଇଁ ଅନେକ ଲୋକଙ୍କ ନିକଟରେ ଏକ ସ୍ବତନ୍ତ୍ର ଜାଗା ଦେଇ ପାରିଛନ୍ତି।ତେବେ ସେ ନିଜର ଅଭିନୟ ପାଇଁ ଅନେକ ପୁରସ୍କାର ମଧ୍ୟ ପାଇ ସାରିଲେଣି।ଏହା ସହିତ ସେ ଅନେକ ଯୁବ ଅଭିନେତ୍ରୀଙ୍କ ପାଇଁ ପ୍ରେରଣା ହୋଇ ପାରିଛନ୍ତି।

Leave a Reply

Your email address will not be published. Required fields are marked *