Tiktok ରୁ କିଭଳି ପିଣ୍ଟୁ ଓ ରୁପା ରାତାରାତି ହେଇଗଲେ ସୁପରଷ୍ଟାର,କେଉଁ ଭିଡିଓ ପାଇଁ ସାରା ଓଡ଼ିଶାରେ ହେଇଗଲେ ପରିଚିତ…ଦେଖନ୍ତୁ Video

Spread the love

ଅଭିନେତ୍ରୀ ରୂପା ଓ ଅଭିନେତା ପିଣ୍ଟୁଙ୍କୁ ଆମେ ସମସ୍ତେ ଭଲ ଭାବରେ ଜାଣୁ।ସେମାନେ ନିଜର ଅଭିନୟ ପାଇଁ ବର୍ତ୍ତମାନ ଓଡ଼ିଶାର ଘରେ ଘରେ ପରିଚିତ ହୋଇ ପାରିଛନ୍ତି।ଏହା ସହିତ ସେମାନଙ୍କ ଅଭିନୟ ପାଇଁ ସେମାନେ ଅନେକ ପ୍ରତିଷ୍ଠା ମଧ୍ୟ ପାଇ ପାରିଛନ୍ତି।ତେବେ ସେମାନଙ୍କ ଅଭିନୟ ଜୀବନ ସେମାନେ ପ୍ରଥମେ ଛୋଟ ଛୋଟ ଭିଡିଓ କରି ଆରମ୍ଭ କରିଥିଲେ।ତେବେ ଏହି ଭିଡିଓ ଲୋକପ୍ରିୟତା ପାଇବା ପରେ ଏହା ପରେ ସେମାନେ ଅଭିନୟ କରିବା ଆରମ୍ଭ କରି ଦେଇଥିଲେ।

ତେବେ ସେମାନଙ୍କ ଅଭିନୟ ଲୋକମାନଙ୍କୁ ବହୁତ ଅଧିକ ଭଲ ଲାଗିଥିଲ।ଯାହା ଫଳରେ ସେମାନେ ଅନେକ ଲୋକପ୍ରିୟତା ପାଇ ଯାଇଥିଲେ।ଏହା ସହିତ ସେମାନେ ଅଭିନୟ ଦୁନିଆରେ ନିଜର ଏକ ସ୍ବତ୍ତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଥିଲେ।ତେବେ ସେମାନଙ୍କ ଅଭିନୟ ପାଇଁ ଅନେକ ଲୋକ ଗଭୀର ଭାବରେ ପ୍ରଭାବିତ ମଧ୍ୟ ହୋଇଥିଲେ।

ତେବେ ନିଜର ଅଭିନୟ ଦ୍ୱାରା ସେମାନେ ବର୍ତ୍ତମାନ ଓଡ଼ିଶାର ଘରେ ଘରେ ନିଜକୁ ପରିଚିତ କରିବାରେ ସଫଳ ହୋଇ ପାରିଛନ୍ତି।ଏହା ସହିତ ଅନେକ ଲୋକ ତାଙ୍କର ଅଭିନୟ ଦେଖିବା ପାଇଁ ଅନେକ ପସନ୍ଦ ମଧ୍ୟ କରୁଛନ୍ତି।ତେବେ ବର୍ତ୍ତମାନ ସେମାନଙ୍କୁ ଆଲବମ କରିବା ପାଇଁ ମଧ୍ୟ ଅନେକ ସୁଯୋଗ ଆସୁଛି।

ତେବେ ସେମାନେ ଯେତେ ବେଳେ ପରସ୍ପରକୁ ବିବାହ କରିଥିଲେ।ଏହା ପରେ ସେମାନେ ଅଭିନୟ କରିବା ଆରମ୍ଭ କରିଥିଲେ।ତେବେ ଏକାଠି ଭାବରେ ଅଭିନୟ କରିବା ସହିତ ସେମାନେ ଅନେକ ଲୋକପ୍ରିୟତା ପାଇ ପାରିଥିଲେ।ଏହା ସହିତ ଅଭିନୟ ଦୁନିଆରେ ନିଜର ଏକ ସ୍ବତ୍ତନ୍ତ୍ର ପ୍ରତିଷ୍ଠା ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି।

ତେବେ ସେମାନେ ନିଜର ପ୍ରଥମ ଭିଡିଓ ରୂପା ନିଜର ଝିଅକୁ ଖୁଆଇ ଥିବା ସମୟରେ ତିଆରି କରିଥିଲେ।ଏହା ପରେ ଏହା ବହୁତ ଅଧିକ ଲୋକପ୍ରିୟତା ପାଇଁ ସେମାନେ ଅନେକ ଆଲବମ କରିବା ପାଇଁ ମଧ୍ୟ ସୁଯୋଗ ପାଇବା ଆରମ୍ଭ କରିଥିଲେ।ତେବେ ସେମାନେ ସେହି ଆଲବମ କରିବା ସହିତ ଅନେକ ଲୋକପ୍ରିୟ ହୋଇ ଯାଇଥିଲେ।

ତେବେ ସେମାନେ ନିଜର ପ୍ରଥମ ଭିଡିଓ ପାଇଁ ଏହି ସଫଳତା ପାଇ ପାରିଛନ୍ତି ବୋଲି କହି ଥିଲେ।ଏହା ସହିତ ସେମାନଙ୍କ ଅଭିନୟ ସେମାନଙ୍କୁ ଆଜି ଏହି ସଫଳତା ଦେଇ ପାରିଛି ବୋଲି ସେମାନେ କହି ଥାଆନ୍ତି।ତେବେ ସେମାନେ ବର୍ତ୍ତମାନ ଓଡ଼ିଶାର ଘରେ ଘରେ ନିଜକୁ ଏକ ସ୍ବତ୍ତନ୍ତ୍ର ପରିଚୟ ଦେବାରେ ସଫଳ ହୋଇ ପାରିଛନ୍ତି।

ଏହା ସହିତ ଅନେକ ଲୋକ ତାଙ୍କୁ ବର୍ତ୍ତମାନ ନିଜର ପ୍ରିୟ ଭାବରେ ଗ୍ରହଣ କରି ନେଉଛନ୍ତି।ଏହା ସହିତ ସେମାନଙ୍କ ପରିବାର ଲୋକ ମଧ୍ୟ ବର୍ତ୍ତମାନ ତାଙ୍କର ଏହି ସଫଳତାରେ ଅନେକ ଖୁସି ଅଛନ୍ତି ଏହା ସହିତ ସେମାନେ ବର୍ତ୍ତମାନ ନିଜର ଅଭିନୟ ପାଇଁ ଅନେକ ସଫଳତା ପାଇବା ସହିତ ସେମାନେ ବର୍ତ୍ତମାନ ଓଡ଼ିଶାର ଘରେ ଘରେ ନିଜକୁ ପରିଚିତ କରିବାରେ ସଫଳ ହୋଇ ପାରିଛନ୍ତି।ତେବେ ସେମାନଙ୍କ ଅଭିନୟ ବାସ୍ତବରେ ଅନେକ ଲୋକଙ୍କୁ ପ୍ରଭାବିତ କରିଥାଏ।ସେହି କାରଣରୁ ସେ ଆଜି ଅନେକ ଲୋକଙ୍କ ପ୍ରିୟ ହୋଇ ପାରିଛନ୍ତି।

Leave a Reply

Your email address will not be published. Required fields are marked *