ପ୍ରଥମ ଥର ପାଇଁ ଓଡ଼ିଆ ଫିଲ୍ମ ରେ ଅଭିନୟ କଲେ ସମସ୍ତଙ୍କ ପ୍ରିୟ ସୁର ରାଉତରାୟ,କମେଡି Role ରେ ଏହି ଫିଲ୍ମ Bhoomika ଙ୍କ ସହ ନିଜର କମାଲ ଦେଖଇବେ ସୁର ଭାଇ

Spread the love

ସାଙ୍ଗମାନେ ଆପଣ ମାନେ ତ ରାଜନୀତି ବିଷୟରେ ଅଳ୍ପ ବହୁତ ଜାଣିଥିବେ।ତେବେ ଓଡ଼ିଆ ରାଜନୀତି ଜଗତରେ କଂଗ୍ରେସ ଓ ବିଜେଡି ଦୁଇ ଦଳ ପ୍ରମୁଖ ଅଟନ୍ତି।ତେବେ ଆପଣ ମାନେ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ବିଷୟରେ ଅଳ୍ପ ବହୁତ ଜାଣିଥିବେ।ସେ ଜଣେ ଟାଣୁଆ ନେତା ଅଟନ୍ତି।ସେ କଂଗ୍ରେସ ଦଳ ପକ୍ଷରୁ ବିଧାୟକ ଅଛନ୍ତି।ତେବେ ସେ ଓଡ଼ିଆ ଜନତା ମାନଙ୍କ ମଧ୍ୟରେ ବହୁତ ପ୍ରସିଦ୍ଧ ଅଟନ୍ତି।

ସେ ଯେଉଁ ଜାଗାକୁ ଯାଇଥାନ୍ତି ସେହି ସ୍ଥାନର ଲୋକମାନେ ତାଙ୍କୁ ପ୍ରଶଂସାରେ ପୋତି ପକାଇଥାନ୍ତି।ତେବେ ସେ ସର୍ବଦା ଜନତା ମାନଙ୍କ ପାଇଁ କାମ କରିଥାନ୍ତି।ସେ ଶାସକ ଦଳ ହେଉ କି ବିରୋଧୀ ଦଳ କାହାକୁ ବି ସେ ଟାର୍ଗେଟ କରିବାକୁ ପଛାନ୍ତି ନାହିଁ।ସାଙ୍ଗମାନେ ଆପଣ ମାନେ ତ ସୁର ରାଉତରାୟଙ୍କୁ ଜାଣିଥିବେ।ସେ ରାଜନୀତି ଜଗତରେ ଏକ ଜଣାଶୁଣା ବ୍ୟକ୍ତି ଅଟନ୍ତି।

ତେବେ କଣ ଆପଣ ମାନେ ଜାଣିଛନ୍ତି କି ସୁର ରାଉତରାୟ ଏବେ ଓଲିଉଡ ଫିଲ୍ମ ଜଗତରେ ପାଦ ଦେଇ ସାରିଲେଣି।ତେବେ ତାଙ୍କୁ ଏକ ସାକ୍ଷାତକାରରେ ଏହି ପଚରା ଗଲା ସେ କହିଲେ ଯଦି ଏହି ଫିଲ୍ମଟା ହିଟ ହେଇଯିବ ତେବେ କରୋନା ଦୌଡ଼ିକି ପଳେଇବ।ସେ କହିଲେ କି ଚମତ୍କାର, ମନ ମୋର କାଗଜ ଗୁଡ଼ି।ଦେ ଉଡ଼େଇ ଚାଲ, ମାଡ଼ି ଚାଲ।କମିଶନରକୁ କହିବା,ପୋଲିସ ଜରିଆରେ ଇନକ୍ୱରୀ କରି କଲେକ୍ଟ କରିବା ଯଦି ନ ହେବ ତ ଆମ ୟୁଥ ଅଛନ୍ତି।

ଭୁବନେଶ୍ଵରରେ ୟୁଥ,କଟକରେ ୟୁଥ ଓ ସେମାନେ ଭାରି ପରିଶ୍ରମୀ ଅଟନ୍ତି।ଏବଂ ଆମେ ଚେଷ୍ଟା କରିବୁ କି ଯେମିତି ଦଶ ଦିନ ଭିତରେ ଝିଅ ଆପଣଙ୍କ ପାଖେ ପହଞ୍ଚିବ।ନିଶ୍ଚୟ ଝିଅ ପହଞ୍ଚିବ। ପ୍ରିୟଦର୍ଶୀ ବାବୁ ତମର ବଡ ଭାଇ ମୁଁ।ପ୍ରିୟଦର୍ଶି ବାବୁ ମୁଁ କିଛି ଜାଣିନି।ତମେ ମତେ ବଡଭାଇର ସମ୍ମାନ ଦେଇଛ,ଚୋର, ଡ଼କାୟତି,ମର୍ଡର ସବୁ ତମେ ଆରେଷ୍ଟ କରି ପଠେଇଛ।

ଆମର ଗୋଟେ ଝିଅଟେ ପନ୍ଦର ଦିନ ହୋଇଗଲା, ମୁଁ ସେସବୁ ଜାଣିନି ଦି ଦିନ ଭିତରେ ମୋ ସାନଭାଇ ହିସାବରେ ପୋଲିସକୁ ଲଗେଇ,ସବୁ ଫୋର୍ସ ଲଗେଇ କଲେକ୍ଟ କରି ଆମ ଝିଅଟିକୁ ପହଞ୍ଚେଇ ଦେଲେ ମୁଁ ଅତ୍ୟନ୍ତ ଖୁସି ହେବି।ହଉ ହଉ ଧନ୍ୟବାଦ।ତେବେ ରାଜନୀତି ଜଗତରୁ ଟିକେ ବିରାମ ନେଇ ସୁର ରାଉତରାୟ ଏବେ ଅଭିନୟ ଦୁନିଆରେ ପ୍ରଥମ କରି ପାଦ ପକାଇଛନ୍ତି।ଲୋକ ମାନଙ୍କ ସମର୍ଥନ ମଧ୍ୟ ତାଙ୍କୁ ବହୁଳ ଭାବରେ ରହିଛି।ତେବେ ସେ ଅଭିନୟ କରୁଥିବା ଫିଲ୍ମର ନାମ ହେଉଛି ମନ ମୋର କାଗଜ ଗୁଡ଼ି।

ମନ ମୋର କାଗଜ ଗୁଡ଼ି ଫିଲ୍ମ ଖୁବ ଶୀଘ୍ର ଆସୁଛି ଯେଉଁଥିରେ ତାଙ୍କ ସହ ଭୂମିକା ଦାସ ଓ ଅନ୍ୟ କଳାକାର ମଧ୍ୟ ଅଭିନୟ କରିଛନ୍ତି ,ତେବେ ଏହି ସମୟରେ ଏହି ଫିଲ୍ମ କୁ ନେଇ ଖୁବ ଜୂର ଚର୍ଚା ଚାଲିଛି କାରଣ ଏହି ଫିଲ୍ମ ରେ ଅଭିନୟ କରୁଛନ୍ତି ସମସ୍ତଙ୍କ ପ୍ରିୟ ସୁର ଭାଇ ଏହା ପୂର୍ବରୁ ସେ ଗୋଟିଏ ସୁପରହିଟ ଆଲବମ କରିଥିଲେ

ତେବେ ସୁର ଭାଇ କହିଛନ୍ତି ଏହି ଫିଲ୍ମ ନିଶ୍ଚୟ ସୁପରହିଟ ହେବ ଓ ଦର୍ଶକ ଆତ୍ମନେ ତାଙ୍କୁ ଭଲ ପାଇବା ଦେବେ ,ତେବେ ସେ କେଉଁ ଚରିତ୍ର ରେ ଅଭିନୟ କରିବେ ତାହା ଏବେ ଯାଏ ସ୍ପଷ୍ଟ ହେଇନାହିଁ,ତେବେ ଆପଣ ଙ୍କ ମତରେ ସୁର ଭାଇ ଜଣେ ଭଲ ଅଭିନେତା ହେଇ ପାରିବେ କି ନିଶ୍ଚୟ କମେନ୍ଟ କରିବେ

Leave a Reply

Your email address will not be published. Required fields are marked *