ବଙ୍ଗୋପସାଗର ରେ ସୃଷ୍ଟିହେଲା ବଡ ଧରଣ ର Traphline,ଆଗାମୀ ୭ ଦିନ ଯାଏ ଅତି ପ୍ରବଳ ବର୍ଷା ହେବ ଏହି ଜିଲ୍ଲା ମାନଙ୍କରେ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଓଡ଼ିଶାର ପାଣିପାଗକୁ ନେଇ କିଛି ବିଶେଷ ଖବର ବିଷୟରେ ଆଲୋଚନା କରିବା।ଏହି ସବୁ ଖବର ଆପଣ ମାନଂକ ପାଇଁ ଜାଣିବା ନିହାତି ଭାବରେ ଆବଶ୍ୟକ।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ୍ଣ ଖବର।ସପ୍ତାହେ ପରେ ଲଘୁଚାପ।ଆସୁଛି ଆଉ ଏକ ଲଘୁଚାପ।

ତେବେ ମିଳିଥିବା ଖବର ଅନୁସାରେ ଆସନ୍ତା ୭ ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହେବ।ସେପ୍ଟେମ୍ବର ୫ ତାରିଖ ବେଳକୁ ଉତ୍ତର ବଙ୍ଗୋପ ସାଗରରେ ଏକ ଘୁର୍ଣ୍ଣି ବାଲ୍ୟ ସୃଷ୍ଟି ହେବ ବୋଲି ବର୍ତ୍ତମାନ ସୂଚନା ମିଳୁଛି।ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଏହା ଲଘୁଚାପରେ ପରିଣତ ହେବ।ପାଣିପାଗ ବିଜ୍ଞାନୀ ଏହାକୁ ଟ୍ୱିଟ କରି ସୂଚନା ଦେଇଛନ୍ତି।

ଏଠାରେ ଆମେ ଏହା କହି ରଖୁଛୁଯେ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି।ରାଜ୍ୟର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ଲାଗିପାରେ।ଆଜି ପାଇଁ ସାତ ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ ଜାରି କରିଛି ପାଣିପାଗ ବିଭାଗ।ଗଜପତି ରାୟଗଡା, ଏହା ସହିତ ମାଲକାନଗିରି, କୋରାଫୁଟ, ନବରଙ୍ଗପୁର, କଳାହାଣ୍ଡି ଏବଂ ନୂଆପଡ଼ାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି।

ଆସନ୍ତା କାଲି ଠାରୁ ବର୍ଷାର ପରିମାଣ କମ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ବର୍ତ୍ତମାନ ସମୟରେ ସୂଚନା ଦିଆ ଯାଇଛି।ଏହି ସୃଷ୍ଟି ହୋଇଥିବା ଘୁର୍ଣ୍ଣି ବଳୟଟି ଲଘୁଚାପର ରୁପ ନେବକି ନାହିଁ ତାହା ବର୍ତ୍ତମାନ ସମୟରେ କହିବା ଅଳ୍ପ ଅସୁବିଧା ହେବ।ଏହା ୪୦ରୁ ୫୦ ପ୍ରତିଶତ ସମ୍ଭାବନା ରହୁଛିଯେ ଲଘୁଚାପରେ ପରିଣତ ହୋଇପାରେ।

ତାହାର ଗତି ଆନ୍ଧ୍ର ଆଡ଼କୁ ଏବଂ ଦକ୍ଷିଣ ଓଡିଶା ଆଡ଼କୁ ରହିବ।ବର୍ତ୍ତମାନ ସମୟରେ ଓଡିଶା ୨୯ ପ୍ରତିଶତ ନିଆଣ୍ଟିଆ ବର୍ଷା ରହିଛି।ଅଧିକାଂଶ ରାଜ୍ୟ ମଧ୍ୟ ନିଆଣ୍ଟିଆ ବର୍ଷାରେ ଅଛନ୍ତି।ବର୍ତ୍ତମାନ ସମୟରେ ଯେଉଁ ଲଘୁଚାପ ସୃଷ୍ଟି ହୋଇଛି ତାହାର ପ୍ରଭାବ ଯଦି ଉତ୍ତର ଆଡ଼କୁ ରହିବ ତେବେ ସମଗ୍ର ରାଜ୍ୟ ପାଇଁ ତାହା ଭଲ ହେବ।

ବର୍ତ୍ତମାନ ସମୟରେ ଆମେ ଦୁଇରୁ ଚାରି ମୈସୁମୀ ଡିପ୍ରେସନ ପାଇବା କଥା କିନ୍ତୁ ଗତ ବର୍ଷ ୨୦୨୦ରେ ମଧ୍ୟ ଗୋଟେ ହେଲେ ଡିପ୍ରେସନ ହେଲା ନାହିଁ ଏବଂ ଏହି ବର୍ଷର ଗୋଟିଏ ମାସ ରହିଲା ସେପ୍ଟେମ୍ବର।ଯଦି ଡିପ୍ରେସନ ନହୁଏ ତେବେ ଏହା ପାଞ୍ଚ ବର୍ଷ ଏପରି ହୋଇଯିବ ଯେଉଁଥିରେ ମୈସୁମୀ ଡିପ୍ରେସନ ନାହିଁ।କୁତ୍ରିମ ବର୍ଷା ପାଇଁ ମଧ୍ୟ ପରୀକ୍ଷାଗାରରେ ପରୀକ୍ଷା ଚାଲିଛି।ଏବଂ ଅନେକ ସ୍ଥାନରେ ବାଦଲ ଥାଇ ମଧ୍ୟ ବର୍ଷା ହେଉନାହିଁ।ତାହାକୁ ମଧ୍ୟ ଧ୍ୟାନ ଦିଆ ଯିବ।ଏବଂ ଏହି ସଵୁ ତଥ୍ୟକୁ ଆହୁରି ଭଲ ଭାବରେ ଅନୁଧ୍ୟାନ କରାଯିବ ଏବଂ ଏହାର ଏକ ଫଳ ମଧ୍ୟ ବାହାର କରାଯିବ।

Leave a Reply

Your email address will not be published. Required fields are marked *