Surf ପାଣି ମାରି ତପସ୍ୱିନୀଙ୍କ ପାଇଁ ବେଡ଼ରୁମ ସଜାଡୁଛନ୍ତି ସୁମିତଙ୍କ ବାପା,ହେଲେ କାହିଁକି ଉପରେ ରହିବ ପାଇଁ ଚାଁହୁ ନାହାନ୍ତି ତପସ୍ୱିନୀ..ଦେଖନ୍ତୁ Video

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା କିଛି ବିଶେଷ ତଥ୍ୟ ବିଷୟରେ।ତେବେ ଏହି ସମ୍ପର୍କରେ ସମ୍ପୁର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ତେବେ ଆପଣମାନେ ତ ନିହାତି ଭାବରେ ସୁମିତ ଏବଂ ତପସ୍ୱିନୀଙ୍କ ମାମଲା ବିଷୟରେ ଜାଣିଥିବେ।ଏହା ବର୍ତ୍ତମାନ ସମୟରେ ସବୁଠାରୁ ଅଧିକ ଚର୍ଚ୍ଚାର ବିଷୟ ପାଲଟିଛି।

ଏହାକୁ ନେଇ ସାରା ଓଡିଶାରେ ବର୍ତ୍ତମାନ ସମୟରେ ଗମ୍ଭୀର ମାମଲା।ଏହି ମାମଲା ଯେତେ ଯେତେ ଆଗକୁ ବଢୁଛି ସେତେ ଅଧିକ ଗଭୀର ହୋଇହୋଇ ଯାଉଛି।ଏବଂ ଏହାକୁ ନେଇ ଅନେକ ଲୋକ ଅନେକ ପ୍ରକାର ମତ ଦେଉଛନ୍ତି।ତେବେ ବର୍ତ୍ତମାନ ସମୟରେ ଏହି ଘଟଣାରେ କଣ ଚାଲିଛି ଆପଣମାନେ ତ ଜାଣିଥିବେ।

ସଭିଙ୍କୁ କୋର୍ଟରୁ ଆସିବାକୁଥିବା ଅର୍ଡରର ଅପେକ୍ଷା ଥିଲା।ସମସ୍ତେ ଏହି କୋର୍ଟର ରାୟକୁ ଚାହିଁ ବସିଥିଲେ।ତେବେ କୋର୍ଟର ରାୟ ଆସିଛିଯେ ତପସ୍ୱିନୀଙ୍କୁ ରହିବାକୁ ଶାଶୁଘରେ ଦିଆଯିବ।ଏବଂ ଏହାକୁ ନେଇ ଅନେକ କଥା ପୁଣି ସାମ୍ନାକୁ ଆସିଲାଣି।ସୁମିତଙ୍କ ବାପା କୋର୍ଟର ଏହି ରାୟରେ ରାଜି ହେଲେ ଏବଂ ତପସ୍ୱିନୀଙ୍କୁ ତାଙ୍କ ଉପର ଘରେ ଏକ ରୁମ ଦେବାକୁ ରାଜି ହୋଇଛନ୍ତି

ସୁମିତଙ୍କ ବାପା।କିନ୍ତୁ ତପସ୍ୱିନୀଙ୍କ କହିବା ଅନୁସାରେ ସେ ତାଙ୍କ ସ୍ୱାମୀଙ୍କ ସହିତ ରହୁଥିବା ବେଡ଼ରୁମରେ ରହିବାକୁ ଚାହୁଁଛନ୍ତି।କିନ୍ତୁ ସେହି ବେଡ଼ରୁମରେ ରହିବାପାଇଁ ସୁମିତଙ୍କ ବାପା ଅନୁମତି ଦେଇନାହାନ୍ତି।ଏବଂ ସେ କହିଛନ୍ତି ଯେ ଉପର ରୁମରେ ସବୁ ପ୍ରକାର ସୁବିଧା ଦିଆଯିବ।ଏହାପରେ ସେହି ରୁମର ସଫା ସଫି ଚାଲିଥିବା ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି।

ସୁମିତଙ୍କ ବାପା ଏବଂ ଅନ୍ୟାନ୍ୟ ସଫେଇ କର୍ମଚାରୀ ସେଠାରେ ସରଫ ପାଣିରେ ସେହି ଘର ସଫା କରିବାର ଦେଖାଯାଇଛନ୍ତି।ସମ୍ପୁର୍ଣ୍ଣ ଭଲ ଭାବରେ ସେହି ଘରକୁ ସଫା କରାଯାଉଛି ଏବଂ ଏହା ସହିତ ଲାଟିନ, ବାଥରୁମ ଓ ଅନ୍ୟାନ୍ୟ ସୁବିଧା ମଧ୍ୟ କରାଯାଉଛି।ଲାଟିନ ବାଥରୁମ ମଧ୍ୟ ଭଲ ଭାବରେ ସଫା କରାଯାଇଛି।ତେବେ ଏହା ସହିତ ବେଡ଼ ଏବଂ ଅନ୍ୟାନ୍ୟ ସୁବିଧା କରାଯାଇଛି।ତେବେ ସୁମିତଙ୍କ ବାପା ନିଜେ ସେଠାରେ ରହି ସମସ୍ତ କଥା ବୁଝାବୁଝି କରୁଥିବାର ନଜର ଆସିଛନ୍ତି।

Leave a Reply

Your email address will not be published. Required fields are marked *