ତପସ୍ୱିନୀ ନା ରେ ପୁଣି Case,କହିଲେ ବାରଣ୍ଡାରେ ବସିଲି ବୋଲି ୩ଟା କେସ କଲେ, ଘର ଭିତରେ ରହିଲେ କେତେଟା କରିବେ କିଛି ଠିକ ନାହିଁ କାରଣ..ଦେଖନ୍ତୁ Video

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା ସୁମିତ ଏବଂ ତପସ୍ୱିନୀଙ୍କ ମଧ୍ୟରେ ଚାଲିଥିବା ମାମଲା ବିଷୟରେ କିଛି ବିଶେଷ ତଥ୍ୟ।ତେବେ ଏହି ସମ୍ପର୍କରେ ସମ୍ପୁର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ତେବେ ଆପଣମାନେ ତ ସୁମିତ ଏବଂ ତପସ୍ୱିନୀଙ୍କ ମାମଲା ବିଷୟରେ ନିହାତି ଭାବରେ ଜାଣିଥିବେ।ବର୍ତ୍ତମାନ ସମୟରେ ଏହା ସାରା ଓଡିଶାରେ ସବୁଠାରୁ ଅଧିକ ଚର୍ଚ୍ଚାର ବିଷୟ ହୋଇଛି।

ଯେଉଁଠାରେ ଆପଣ ଦେଖିବେ ଏହି କଥାର ଚର୍ଚ୍ଚା।ତେବେ ଏହାକୁ ନେଇ ଅନେକ ଲୋକ ନିଜ ନିଜର ଅଲଗା ଅଲଗା ମତ ମଧ୍ୟ ରଖିଛନ୍ତି।ତେବେ ଏହି ଘଟଣା ବର୍ତ୍ତମାନ ସମୟରେ ଯେତେ ଗଭୀର ଆଡ଼କୁ ଯାଉଛି ସେତେ ଅଧିକ ଜଟିଳ ହେବାରେ ଲାଗିଛି।ସଭିଙ୍କୁ ଅପେକ୍ଷା ଥିଲା କୋର୍ଟର ରାୟର।କୋର୍ଟର ରାୟକୁ ସମସ୍ତେ ଚାହିଁ ବସିଥିବା ବେଳେ କୋର୍ଟ ପକ୍ଷରୁ ଆସିଲା

ତପସ୍ୱିନୀଙ୍କୁ ସୁମିତଙ୍କ ଘରେ ଏକ ରୁମ ରହିବାପାଇଁ ଦିଆଯିବ ଏବଂ ଏହା ସହିତ ପ୍ରତିମାସରେ ୧୭ ହଜାର ଟଙ୍କା ମଧ୍ୟ ଦିଆଯିବ।ତେବେ ଏହି ରହିବା କଥାରେ ସୁମିତଙ୍କ ବାପା ରଜୋ ହୋଇଥିଲେ।ଏବଂ ତାଙ୍କ ଉପର ଘରର ଏକ ରୁମ ଦେବାକୁ ରାଜି ହୋଇଥିଲେ।କିନ୍ତୁ ତପସ୍ୱିନୀ କହିଥିଲେ ତାଙ୍କୁ ସୁମିତଙ୍କ ସହିତ ରହୁଥିବା ବେଡ଼ ରୁମରେ ରହିବାପାଇଁ

।ଏହି କଥାରେ ସୁମିତଙ୍କ ବାପା ମନା କରିଦେଇଥିଲେ।ତେବେ ଆସନ୍ତୁ ଜାଣିବା ଏହାକୁ ନେଇ ତପସ୍ୱିନୀ କଣ କହୁଛନ୍ତି।ତେବେ ତପସ୍ୱିନୀଙ୍କ କହିବା ଅନୁସାରେ ଦେଖନ୍ତୁ ଅର୍ଡରରେ ସମ୍ପୂର୍ଣ୍ଣ ଭାବରେ କୁହାଯାଇଛି ଯେ ଶାଶୁ, ଶ୍ୱଶୁର ଏବଂ ସ୍ୱାମୀ ଯେଉଁଠି ରହୁଛନ୍ତି ସେହିଘରେ ଆପଣ ଯାଇ ରହିବେ।କିନ୍ତୁ ସେ ତାଙ୍କର ମେନ ଡୋର ଖୋଲୁନାହାନ୍ତି।

କାଲି ପ୍ରୋଟେକ୍ସନ ଅଫିସରଜ଼ ଆଇଆଇସି ଆସିଥିଲେ।ଏବଂ ଅନ୍ୟ କର୍ମଚାରୀ ମାନେ ମଧ୍ୟ ଆସିଥିଲେ ସେମାନେ ସମସ୍ତେ କହିଥିଲେ ଯେ ସେହି ଯେଉଁ ଉପର ଘର ରହିଛି ଯାହା ସେ ରହିବା ପାଇଁ ଦେଇଛନ୍ତି ତାହା ରହିବା ଉପଯୋଗୀ ନୁହଁ।କିନ୍ତୁ ଆଜିର ଅବସ୍ଥା ଏପରି ଶୋଚନୀୟ ହୋଇଛି ଯେ ଉପର ଘରଟିର ଦୁଇଟା ରୁମକୁ ଝାଡ଼ି ଦେଇ ତାକୁ ପାଣିରେ ଧୋଇଛନ୍ତି।

କିଛି ରୁମରେ ବେଡ଼ ପୁରା ଭର୍ତ୍ତି ଅଛି।ଗଦି ପୁରା ଭର୍ତ୍ତି ଅଛି।ମୁଁ ଯେତେବେଳେ ଶୁଣିଥିଲି ସେମାନେ ଏମିତି କରୁଛନ୍ତି ମୁଁ ବାରଣ୍ଡାରେ ବସିଲା ବେଳକୁ ମୋ ଉପରେ ତିନି ଚାରିଟା କେସ ଲଗାଇଛନ୍ତି।ମୁଁ ଘର ଭିତରେ ରହିଲେ ମଧ୍ୟ ମୋ ଉପରେ ଭୁଲ କେସ ଆଣିପାରନ୍ତି।ମୁଁ ଏହା ଭାବିଥିଲି ଜଣେ ଡାକ୍ତରର ସ୍ତ୍ରୀ ରହିଲା ଭଳି ଯଦି ସେହି ଘରେ ସମସ୍ତ ସୁବିଧା ଥିବ ତାହାଲେ ମୁଁ ସେଠାରେ ରହିବି।ସେହି ଘର ଉପଯୋଗୀ ହେବା ଦରକାର ଏବଂ ସମସ୍ତ ସୁବିଧା ମଧ୍ୟ ଥିବା ଦରକାର।

Leave a Reply

Your email address will not be published. Required fields are marked *