Badari ଗାଁ ରେ ଯେବେ ସ୍ବାମୀଙ୍କୁ ଛାଡି ଶ୍ଵଶୁରଙ୍କୁ ବାହା ହୋଇଗଲେ ମହିଳା,ଆଉ ତାପରେ ଯାହା ଘଟିଲା ସାରା ଅଂଚଳ ରେ ହେଇଗଲା ହାଲ୍ଲା…ଦେଖନ୍ତୁ Video

Spread the love

ଉତ୍ତରପ୍ରଦେଶର ବଦାରି ଗ୍ରାମରେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି।ତେବେ ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି।ସୂଚନା ଅନୁସାରେ ଏହି ଗ୍ରାମରେ ଜଣେ ମହିଳା ନିଜର ସ୍ବାମୀଙ୍କୁ ଛାଡି ଶ୍ଵଶୁରଙ୍କୁ ବାହା ହୋଇଗଲେ।ତେବେ ଏହି ଘଟଣା ଶୁଣିବା ପାଇଁ ଅନେକ ଭାବରେ ଆଶ୍ଚର୍ଯ୍ୟଲାଗୁଥିଲେ ମଧ୍ୟ ଏପରି ଘଟଣା ଘଟିଛି।ଏହା ସହିତ ଏହି ଘଟଣା ଘଟିବା ପରେ ସେହି ଅଞ୍ଚଳରେ ସମସ୍ତ ଲୋକ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।ଏହା ସହିତ ଏହି ଘଟଣା ବର୍ତ୍ତମାନ ସେହି ଅଞ୍ଚଳରେ ବହୁତ ଚର୍ଚ୍ଚିତ ହୋଇ ଯାଇଛି।

ସୂଚନା ଅନୁସାରେ ସେହି ମହିଳା ଜଣଙ୍କ ବିବାହ କରିବା ପରେ ନିଜର ପତିଙ୍କ ବ୍ୟବହାରରେ ସନ୍ତୁଷ୍ଟ ନଥିଲେ।ଏହା ସହିତ ତାଙ୍କର ପତିଙ୍କ ସହିତ ତାଙ୍କର ଅନେକ ସମୟରେ କଳହ ମଧ୍ୟ ହୋଇଥାଏ।ତେବେ ଏହି ସମୟରେ ତାଙ୍କର ତାଙ୍କର ଶ୍ଵଶୁରଙ୍କ ସହିତ ସମ୍ପର୍କ ଗଢ଼ି ଉଠି ଥିଲା।ତେବେ ତାଙ୍କର ଶାଶୁ କିଛି ବର୍ଷ ତଳେ ମୃତ୍ୟୁ ବରଣ କରିଥିଲେ।

ଏହା ସହିତ ସେ ମୃତ୍ୟୁ ବରଣ କରିବା ପରେ ତାଙ୍କର ଶ୍ୱଶୁର ତାଙ୍କର ପୁଅଙ୍କ ବିବାହ କରାଇ ଦେଇଥିଲେ।ତେବେ ତାଙ୍କର ପୁଅଙ୍କ ବିବାହ ହେବା ପରେ ସେ ତାଙ୍କର ବୋହୂଙ୍କ ପ୍ରତି ଆକର୍ଷିତ ହୋଇ ଯାଇ ଥିଲେ।ଯାହା ଫଳରେ ସେମାନଙ୍କ ମଧ୍ୟରେ ସମ୍ପର୍କ ଗଢ଼ି ଉଠିଥିଲା।ଏହା ସହିତ ସେମାନେ ଫେରାର ହୋଇ ଯାଇଥିଲେ

ତେବେ ଏହି ଘଟଣା ସେହି ଅଞ୍ଚଳରେ ଅନେକ ଲୋକଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା ତେବେ ତାଙ୍କର ପୁଅ ବର୍ତ୍ତମାନ ଏହା ସମ୍ପର୍କରେ ପ୍ରାୟ ୧ ବର୍ଷ ପରେ ପୋଲିସ ନିକଟରେ ଅଭିଯୋଗ କରିଥିଲେ।ତେବେ ତାଙ୍କର ବର୍ତ୍ତମାନ କିଛି ଆର୍ଥିକ ସମସ୍ୟା ଦେଖା ଯାଇଛି।ଏହା ସହିତ ଏହି କାରଣ ଫଳରେ ତାଙ୍କର ପତ୍ନୀ ମଧ୍ୟ ନିଜ ସହିତ ସମସ୍ତ ଅର୍ଥ ନେଇ ଚାଲି ଯାଇଥିଲେ

ବୋଲି ସେ କହିଥିଲେ।ଯାହା ଫଳରେ ତାଙ୍କୁ ଅନେକ ପ୍ରକାରର ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା।ଏହା ସହିତ ତାଙ୍କର ଅଭିଯୋଗ ଫଳରେ ବର୍ତ୍ତମାନ ପୋଲିସ ସେମାନଙ୍କୁ ଖୋଜିବା ପାଇଁ ପ୍ରୟାସ କରିଥିଲା।ଏହା ସହିତ ଅନେକ ଖୋଜିବା ପରେ ସେମାନଙ୍କ ସମ୍ପର୍କରେ ପୋଲିସ ଶେଷରେ ଖବର ପାଇଥିଲା।

ଏହା ସହିତ ସେମାନଙ୍କୁ ଧରିବା ପାଇଁ ପୋଲିସ ସେଠାକୁ ଯାଇଥିଲା।ତେବେ ସେଠାକୁ ଯିବା ପରେ ପୋଲିସ ଏହା ଜାଣିବାକୁ ପାଇଥିଲା କି ସେହି ବୃଦ୍ଧ ବ୍ୟକ୍ତି ଓ ତାଙ୍କର ବୋହୁ ଯାହାକୁ ସେ ବିବାହ କରି ଦେଇଥିଲେ ତାଙ୍କର ଏକ ସନ୍ତାନ ମଧ୍ୟ ରହିଛି।ଏହା ଜାଣିବା ପରେ ପୋଲିସ ସେମାନଙ୍କୁ କିଛି ମଧ୍ୟ କହି ପାରି ନଥିଲା।

ଏହା ସହିତ ସେମାନଙ୍କୁ କିଛି ମଧ୍ୟ ନ କରି ସେଠାରୁ ଚାଲି ଆସିଥିଲା।ତେବେ ସେହି ବୃଦ୍ଧ ବ୍ୟକ୍ତିଙ୍କ ପୁଅ ଏହା ସମ୍ପର୍କରେ ଜାଣିବା ପରେ ସେ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।ଏହା ସହିତ। ସେ ମଧ୍ୟ ନିଜର ମାମଲା ଫେରାଇ ନେଇ ଥିଲେ।

Leave a Reply

Your email address will not be published. Required fields are marked *