Griha Pravesh ପରେ ତପସ୍ୱିନୀ କହିଲେ ମତେ ବୋହୂ ବୋଲି ନ ଭାବି ଝିଅ ବୋଲି ଭାବନ୍ତୁ,ତାପରେ ଦେଖିବେ ମୁଁ କି କଥା ତାଙ୍କ ପାଇଁ କରିବି..ଦେଖନ୍ତୁ Video

Spread the love

ତେବେ ତପସ୍ଵିନୀ ଓ ଡକ୍ଟର ସୁମିତଙ୍କ ମଧ୍ୟରେ ଥିବା କଳହ ବର୍ତ୍ତମାନ ସମାଧାନ ହୋଇ ପାରିଛି।ଏହା ସହିତ ଜିଲ୍ଲା କୋର୍ଟ ଏହା ଉପରେ ନିଜର ରାୟ ଶୁଣାଇଛନ୍ତି।ଏହା ସହିତ ତପସ୍ଵିନୀ ବର୍ତ୍ତମାନ ଏହା ଉପରେ ନିଜର କିଛି ମତ ରଖିଛନ୍ତି।ସେ କହିଛନ୍ତି କି ସେ ନିଜର ପତିଙ୍କ ସହିତ ରହିବା ପାଇଁ ଚାହୁଁଛନ୍ତି।କିନ୍ତୁ ଡକ୍ଟର ସୁମିତଙ୍କ ପରିବାର ଲୋକ ତାଙ୍କୁ ନିଜର ଘରକୁ ଆସିବାକୁ ଦେଉ ନାହାନ୍ତି।

ଏହା ସହିତ ତପସ୍ଵିନୀ ବର୍ତ୍ତମାନ ନିଜର କିଛି କଥା ରଖିଛନ୍ତି ସେ କହିଛନ୍ତି କି ତାଙ୍କୁ ଥରେ ଡକ୍ଟର ସୁମିତଙ୍କ ପରିବାର ଲୋକ ଆପଣାଇବା ଫଳରେ ସେ ସମସ୍ତଙ୍କ ମନ ଜିତି ପାରିବେ ବୋଲି କହିଛନ୍ତି।ଏହା ସହିତ ତପସ୍ଵିନୀ କହିଥିଲେ କି ସେ ନିଜର ପତିଙ୍କ ପାଇଁ ରହିବା ପାଇଁ ବହୁତ ଅପେକ୍ଷା କରି ସାରିଲେଣି।ଏହା ସହିତ ସେମାନେ ତାଙ୍କୁ ଆପଣାଇବା କଥା ମଧ୍ୟ ସେ କହିଥିଲେ।

ଏହା ସହିତ ସେ ବର୍ତ୍ତମାନ ଏହି କଥାକୁ ନେଇ ବହୁତ ଅଧିକ ଦୁଃଖିତ ଥିବା ମଧ୍ୟ କହିଛନ୍ତି।ତେବେ ଜିଲ୍ଲା କୋର୍ଟ ତାଙ୍କ ସପକ୍ଷରେ ବର୍ତ୍ତମାନ ରାୟ ଦେବା ପରେ ସେ ବର୍ତ୍ତମାନ ଏହାକୁ ନେଇ ଅନେକ ଖୁସି ଥିବା ମଧ୍ୟ କହିଛନ୍ତି।ଏହା ସହିତ ସେ କହିଥିଲେ କି ସେ ନିଜର ପତିଙ୍କ ସହିତ ରହିବା ପରେ ତାଙ୍କର ମନକୁ ମଧ୍ୟ ଜିତି ଯାଇ ପାରିବେ।

ଏହା ସହିତ ସେ ଏହିପରି ଭାବରେ ଅନେକ କଥା କହିଥିଲେ।ଏହା ବ୍ୟତୀତ ସେ କହିଥିଲେ କି ଡକ୍ଟର ସୁମିତଙ୍କ ପରିବାର ଲୋକ ତାଙ୍କୁ ବୋହୂ ବୋଲି ନ ଭାବି ଝିଅ ବୋଲି ଭାବିବା ଆବଶ୍ୟକ।ଏପରି କରିବା ଫଳରେ ସେମାନେ ତାଙ୍କୁ ନିଜର ବୋଲି ଜାଣି ପାରିବେ।ଏହା ସହିତ ତପସ୍ଵିନୀ ମଧ୍ୟ ବର୍ତ୍ତମାନ ଜିଲ୍ଲା କୋର୍ଟଙ୍କ ଶୁଣାଣି ପରେ ବର୍ତ୍ତମାନ ବହୁତ ଅଧିକ ଖୁସି ମଧ୍ୟ ଅଛନ୍ତି।

ଏହା ସହିତ ସେ ବର୍ତ୍ତମାନ ଏହା କହିଛନ୍ତି କି ସତ୍ୟର ଜୟ ହୋଇଛି।ତାଙ୍କ ସପକ୍ଷରେ ସତ୍ୟ ଅଛି ବୋଲି ସେ କହିଥିଲେ।ତେବେ ତାଙ୍କର ପତି ତାଙ୍କୁ ଆପଣାଇ ନେବାକୁ ସେ ତାଙ୍କ ପାଖରେ ଅନୁରୋଧ ମଧ୍ୟ କରିଛନ୍ତି।ତେବେ ତାଙ୍କର ପତି ତାଙ୍କୁ ବର୍ତ୍ତମାନ ଅପଣାଇବେ କି ନାହିଁ ଏହା ମଧ୍ୟ ଏକ ବହୁତ ବଡ଼ ପ୍ରଶ୍ନ ଅଟେ।

ତେବେ ତପସ୍ଵିନୀ ବର୍ତ୍ତମାନ ତାଙ୍କର ପରିବାର ଲୋକଙ୍କ ସହିତ ରହିବା ପାଇଁ ବହୁତ ଇଚ୍ଛା ପ୍ରକାଶ କରିଛନ୍ତି।ଏହା ସହିତ ସେ ସେ ବର୍ତ୍ତମାନ ଡକ୍ଟର ସୁମିତଙ୍କ ସହିତ ରହିବା ପାଇଁ ମଧ୍ୟ କହୁଛନ୍ତି।ଏହା ସହିତ ତପସ୍ଵିନୀ ବର୍ତ୍ତମାନ କହିଛନ୍ତି କି ସେ କୌଣସି ବି ପରିସ୍ଥିତିରେ ନିଜର ପତିଙ୍କ ସହିତ ରହିବା ପାଇଁ ଚାହୁଁଛନ୍ତି।

ଏହା ସହିତ ସେ କହିଛନ୍ତି କି ତାଙ୍କର ପତି କେଉଁ ସ୍ଥାନରେ ରହିବେ ଏହା ସମ୍ପର୍କରେ ସେ ଜାଣି ନାହାନ୍ତି।ସେହି କାରଣରୁ ସେ ଚାହୁଁଛନ୍ତି କି ତାଙ୍କର ପତି ତାଙ୍କ ସହିତ ରହିବେ।ଏହା ପରେ ସେ ତାଙ୍କର ମନକୁ ପୁଣି ଜିତି ପାରିବେ ବୋଲି ମଧ୍ୟ କହିଛନ୍ତି।

Leave a Reply

Your email address will not be published. Required fields are marked *