ଓଡ଼ିଆ ଫିଲ୍ମରେ ଅଭିନୟ କରିବେ Tiktok ରାଣୀ ତିତିଲି (TITILI) ଏହି ଓଡ଼ିଆ ହିରୋ ଙ୍କ ସହ ପ୍ରଥମ ଥର ବଡ ପରଦାରେ ଆସିବେ ନଜର

Spread the love

ଆମେ ସମସ୍ତେ ଟିକ ଟକରେ ଅଭିନୟ କରୁଥିବା ଏକ ଛୋଟ ଝିଅଙ୍କୁ ବହୁତ ଭଲ ଭାବରେ ଜାଣୁ।ସେ ନିଜର ଅଭିନୟ ଦ୍ୱାରା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହୋଇ ପାରିଥିଲେ।ତାଙ୍କର ଅଭିନୟ ଦେଖିବା ପାଇଁ ଅନେକ ଲୋକ ପସନ୍ଦ କରିଥାନ୍ତି।ଏହା ସହିତ ତାଙ୍କର ଅଭିନୟ କରିବାର ଏକ ବିଶେଷ ଢଙ୍ଗ ପାଇଁ ତାଙ୍କୁ ଅନେକ ଲୋକ ପସନ୍ଦ କରିଥାନ୍ତି।ଏହା ସହିତ ସେ ନିଜର ଅଭିନୟ ପାଇଁ ଅନେକ ଲୋକଙ୍କ ପାଖରେ ନିଜକୁ ପରିଚିତ କରିବାରେ ଅନେକ ମାତ୍ରାରେ ସଫଳ ହୋଇ ପାରିଥିଲେ।

ତେବେ ଏହି କୁନି ଅଭିନେତ୍ରୀ ନିଜର ଅଭିନୟ ଦ୍ୱାରା ଅନେକ ଲୋକଙ୍କ ପ୍ରିୟ ହେବା ସହିତ ସମସ୍ତଙ୍କ ପାଇଁ ଅନେକ ଭିଡିଓ କରି ଅନେକ ଲୋକଙ୍କୁ ଆକର୍ଷିତ କରିବାରେ ସଫଳ ହୋଇ ପାରିଥିଲେ।ତେବେ ତାଙ୍କର ଏହି ଅଭିନୟ ଦେଖିବା ପାଇଁ ଅନେକ ଲୋକ ପସନ୍ଦ କରିଥାନ୍ତି।ଏହା ସହିତ ଏହି କୁନି ଶିଶୁ କଳାକାର ନିଜର ଅଭିନୟ ପାଇଁ ନିଜକୁ ଓଡ଼ିଶାର ଘରେ ଘରେ ପରିଚିତ କରିବାରେ ସଫଳ ହୋଇ ପାରିଥିଲେ।

ଏହା ସହିତ ତାଙ୍କର ଅଭିନୟ ଦେଖିବା ପାଇଁ ଅନେକ ଲୋକ ଅନେକ ମାତ୍ରାରେ ପସନ୍ଦ କରିଥାନ୍ତି।ଏହି ଅଭିନେତ୍ରୀଙ୍କ ଅଭିନୟ ମାଧ୍ୟମରେ ସେ ନିଜର ଯେଉଁ ପରିଚୟ ସୃଷ୍ଟି କରି ପାରିଛନ୍ତି ତାହା ହୁଏତ ଅନ୍ୟ କୌଣସି ଅଭିନେତା କିମ୍ବା ଅଭିନେତ୍ରୀଙ୍କ ପାଇଁ ଅନେକ କଷ୍ଟ ସାଧ୍ୟ ହୋଇପାରେ।ତେବେ ଏହି କୁନି ଅଭିନେତ୍ରୀ ତାଙ୍କର ଅଭିନୟ ଜରିଆରେ ଓଡ଼ିଶାର ଘରେ ଘରେ ପରିଚିତ ହେବା ସହିତ ସେ ଓଡ଼ିଶାର ସମସ୍ତ ଦର୍ଶକ ମାନଙ୍କ ପ୍ରିୟ ହୋଇ ପାରିଥିଲେ।

ଏହା ସହିତ ସେ ନିଜର ଅଭିନୟ ଦ୍ୱାରା ସମସ୍ତଙ୍କୁ ଆକର୍ଷିତ କରିବାରେ ଅନେକ ମାତ୍ରାରେ ସଫଳ ହୋଇ ପାରିଥିଲେ।ତେବେ ବର୍ତ୍ତମାନ ଏହି କୁନି ଅଭିନେତ୍ରୀଙ୍କ ଭାଗ୍ୟ ବଦଳିବାକୁ ଯାଉଛି।କାରଣ ଏହି କୁନି ଅଭିନେତ୍ରୀ ବର୍ତ୍ତମାନ ଓଡ଼ିଆ ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି।ସେ ବାବୁସାନ ଓ ଅର୍ଚ୍ଚିତାଙ୍କ ଆସୁଥିବା ଏକ ଫିଲ୍ମରେ ଅର୍ଚ୍ଚିତାଙ୍କ ପିଲା ବେଳର ଅଭିନୟ କରିବାକୁ ଯାଉଛନ୍ତି।

ଏହା ସହିତ ଏହି ଫିଲ୍ମ ଜରିଆରେ ସେ ନିଜର ଅଭିନୟ ଜୀବନର ଆରମ୍ଭ କରିବାକୁ ଯାଉଛନ୍ତି।ତେବେ ଏହା ପୂର୍ବରୁ ସେ କେବଳ ଟିକ ଟକରେ ଅଭିନୟ କରୁଥିଲେ ତେବେ ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସତ ପରଦା ଉପରେ ଅଭିନୟ କରିବାକୁ ଯାଉଛନ୍ତି।ତେବେ ଏହି କୁନି ଅଭିନେତ୍ରୀ ନିଜର ଅଭିନୟ ଦ୍ୱାରା ଅନେକ ଲୋକଙ୍କ ମନରେ ନିଜ ପାଇଁ ଏକ ସ୍ବତନ୍ତ୍ର ଜାଗା ସୃଷ୍ଟି କରିବାରେ ସଫଳ ହୋଇ ପାରିଥିଲେ।

ଏହା ସହିତ ତାଙ୍କର ଅଭିନୟ ଦେଖିବା ପାଇଁ ଅନେକ ଲୋକ ମଧ୍ୟ ପସନ୍ଦ କରିଥାନ୍ତି।ତେବେ ଏତେ କମ ବୟସରୁ ନିଜକୁ ଓଡ଼ିଶାର ଘରେ ଘରେ ପରିଚିତ କରିବାରେ ସଫଳ ହୋଇ ପାରିଛନ୍ତି ଏହି କୁନି ଅଭିନେତ୍ରୀ।ତେବେ ଏହି ଅଭିନେତ୍ରୀ ବର୍ତ୍ତମାନ ନିଜର ପ୍ରଥମ ଓଡ଼ିଆ ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି।ଏହା ସହିତ ଏହି କୁନି ଅଭିନେତ୍ରୀଙ୍କ ଅଭୀନୟ ଦେଖିବା ପାଇଁ ବର୍ତ୍ତମାନ ଅନେକ ଲୋକ ଅପେକ୍ଷା କରି ରହିଛନ୍ତି।

Leave a Reply

Your email address will not be published. Required fields are marked *